କଟକ ଆଇଆଇଏଫ୍ଏଲରୁ ଲୁଟ ଘଟଣା: ଗିରଫ ୮ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ
କଟକ (କେନ୍ଯୁଜ୍): କଟକ ନୟାସଡ଼କ ସ୍ଥିତ ଋଣ ପ୍ରଦାନକାରୀ ସସ୍ଥା ଆଇଆଇଏଫ୍ଏଲରୁ ଲୁଟ ଘଟଣାରେ ଗିରଫ ୮ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଓଡିଶା ହାଇକୋର୍ଟ । ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ସରୋଜ ପୃଷ୍ଟୀ, ଦେବାଶିଷ ହାଜରା, ପୀତାମ୍ବର ସାହୁ, ପବିତ୍ର…