ଆଜି କଟକ ମହାନଗରର ଡେପୁଟୀ ମେୟର ପଦବୀ ପାଇଁ ଭୋଟଗ୍ରହଣ
କଟକ(କେନ୍ୟୁଜ୍): ଆଜି ୧୦୫ଟି ପୌର ଉପାଧ୍ୟକ୍ଷ ପଦ ପାଇଁ ପରୋକ୍ଷ ନିର୍ବାଚନ ହେବ । କଟକ ମହାନଗରର ଡେପୁଟୀ ମେୟର ପଦବୀ ପାଇଁ ଭୋଟଗ୍ରହଣ ହେବ। ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ପୌର ଉପାଧ୍ୟକ୍ଷ ପଦବୀ ଲାଗି ନାମାଙ୍କନ ଦାଖଲ ହେବ। ୧୧ଟାରୁ ମଧ୍ୟାହ୍ନ ୧୨ଟା ସୁଦ୍ଧା ନାମାଙ୍କନ ଯାଞ୍ଚ, ଦିନ…