କଟକରୁ ଆଉ ୧୦ କରୋନା ପଜିଟିଭ୍ ଚିହ୍ନଟ : ରେଭେନ୍ସା ବିଶ୍ୱବିଦ୍ୟାଳୟ ହଷ୍ଟେଲରୁ ୨ ଓ ସହରର ବିଭିନ୍ନ ସ୍ଥାନରୁ ୮…
କଟକ: କଟକ ସହରରୁ ଆଉ ୧୦ କରୋନା ପଜିଟିଭ୍ ଚିହ୍ନଟ । ସେମାନଙ୍କ ଭିତରୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ହଷ୍ଟେଲରୁ ୨ ଜଣ ପଜିଟିଭ୍ ଅଛନ୍ତି । ଅନ୍ୟ ୮ ଜଣ ସହରର ବିଭିନ୍ନ ସ୍ଥାନରୁ ଚିହ୍ନଟ ହୋଇଛନ୍ତି । ରେଭେନ୍ସା କ୍ୟାମ୍ପସରୁ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପରୀକ୍ଷା ସ୍ଥଗିତ ରହିଛି । ୟୁଜି…