କଟକ ମହାନଗର ନିଗମ ଅଞ୍ଚଳରୁ ଆଉ ୧୦ ପଜିଟିଭ ଚିହ୍ନଟ

କଟକ : କଟକ ମହାନଗର ନିଗମ ଅଞ୍ଚଳରୁ ଆଉ ୧୦ ପଜିଟିଭ ଚିହ୍ନଟ। ଏମାନଙ୍କ ଭିତରୁ ୪ ଜଣ ସରକାରୀ କ୍ୱାରେଣ୍ଟାଇନ, ଦୁଇ ଜଣ ହୋମ କ୍ୱାରେଣ୍ଟାଇନ ଓ ଜଣେ ଲୋକାଲ କଣ୍ଟାକ୍ଟ କେସ୍ ରୁ  ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସିଏମସି ଅଞ୍ଚଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୯ରେ ପହଞ୍ଚିଛି । ଏହାସହିତ ସବୁଦାୟ ଆକ୍ଟିଭ କେସ୍‌ ୨୦୫ ଥିବାବେଳେ, ୨ ଜଣଙ୍କର ମୃତ୍ୟୁ ଘଟିଛି । ଏଯାଏ ୩୨ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.