Browsing Tag

cuttack

ମହାନଦୀରେ ଭାସୁଛି ମୃତଦେହ, ପରିଚୟ ଅସ୍ପଷ୍ଟ

କଟକ (କେନ୍ୟୁଜ): ମହାନଦୀରେ ମୃତଦେହ। ଯୋବ୍ରା ବ୍ୟାରେଜ ନିକଟରେ ଭାସୁଛି ମୃତଦେହ। ମୃତକ ଜଣେ ପୁରୁଷ। ପରିଚୟ ଅସ୍ପଷ୍ଟ। ଘଟଣା ସ୍ଥଳରେ ଜଗତପୁର ଥାନା ପୋଲିସ। ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ। ଗତକାଲି ଜଣେ ମହାନଦୀକୁ ଡେଇଁ ଥିବା ନେଇ ଜଗତପୁର ଥାନାରେ ଏତଲା ହୋଇଥିଲା।…

ହୁତୁହୁତୁ ହୋଇ ଜଳିଗଲା ଇଲେକ୍ଟ୍ରି ଯାନ ସୋ’ରୁମ୍‌, ପୋଡ଼ିଗଲା ୧୫ ଟି ବାଇକ୍

କଟକ (କେନ୍ୟୁଜ): କଟକ ଯୋବ୍ରା ଅଞ୍ଚଳରେ ଥିବା ଏହି ବାଇକ୍ ସୋରୁମରେ ଅଗ୍ନିକାଣ୍ଡ । ଗତକାଲି ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଥିଲା। ହୁତୁହୁତ ହୋଇ ଜଳି ଉଠିଥିବା ନିଆଁରେ ୧୫ ଟି ଇଲେକ୍ଟ୍ରି ଯାନ ପୋଡ଼ି ଯାଇଥିବା ସୂଚନା ମିଳିଛି। ତେବେ ନିଆଁକୁ ଆୟତ୍ତ କରିବାକୁ ୪ଟି ଅଗ୍ନିଶମ…

ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ ଟଙ୍କା ଭର୍ତ୍ତି ଟ୍ରଙ୍କ ନେଇଗଲେ ଦୁର୍ବୃତ୍ତ

କଟକ(କେନ୍ୟୁଜ୍):  ଏଟିଏମ ଟଙ୍କା ଲୋଡିଂ ଭ୍ୟାନରୁ ଲୁଟ । ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ ଟଙ୍କା ଭର୍ତ୍ତି ଟ୍ରଙ୍କ ନେଇଗଲେ ଦୁର୍ବୃତ୍ତ । ଦେଢ କୋଟିରୁ ଅଧିକ ଟଙ୍କା ନେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି । କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗୋଡିଝରିଆ ନୂଆ ସଡକ ରାସ୍ତା ରାଇସ୍ ମିଲ୍…

ଶ୍ରୀମନ୍ଦିର ମରାମତି ମାମଲା, ଏଏସଆଇର ସତ୍ୟପାଠକୁ ଅଗ୍ରାହ୍ୟ କଲେ ହାଇକୋର୍ଟ

କଟକ (କେନ୍ୟୁଜ): ହାଇକୋର୍ଟରେ ଶ୍ରୀମନ୍ଦିର ମରାମତି ମାମଲା । ଜଗମୋହନ ମରାମତି ନେଇ ଏଏସଆଇ ଦ୍ଵାରା ଦାଖଲ ସତ୍ୟପାଠରେ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ। ପୂର୍ବରୁ ଦାଖଲ କରିଥିବା ସତ୍ୟପାଠରେ ମରାମତି କାମର ଅଗ୍ରଗତି ନେଇ ରିପୋର୍ଟ ରହିଥିଲା । ତେଣୁ ଏହାକୁ ପ୍ରତ୍ୟାହାର କରିଛି ଏଏସଆଇ ।…

ମାଛ ଧରିବା ହେଲା କାଳ : ଯୋବ୍ରା ବ୍ରିଜରୁ ଖସି ଜଣେ ଆହତ

କଟକ (କେନ୍ୟୁଜ): ଯୋବ୍ରା ଆନିକଟ ବ୍ରିଜରୁ ଖସି ପଡିଲେ ଜଣେ ବ୍ୟକ୍ତି। ମାଛ ଧରୁ ଧରୁ ବ୍ରିଜ ତଳେ ପଡିଯାଇଥିଲେ। ବ୍ୟକ୍ତିଙ୍କ ନାମ ଟୁଟୁ ଦାସ। ଘର ଯୋବ୍ରାର ମଝି ସାହି। ଟୁଟୁଙ୍କ ବୟସ ପାଖାପାଖି ୫୦ବର୍ଷ ହେବେ। ବ୍ରିଜରୁ ଖସି ପଡ଼ିଥିବାରୁ ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଘଟଣା…

ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର୍, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ରେଡ୍

କଟକ (କେନ୍ୟୁଜ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। କଟକ ଜିଲ୍ଲା ସାଲେପୁର ଗ୍ରାମ୍ୟ ପୂର୍ତ୍ତ ସଵ ଡିଭିଜନ ସହକାରୀ ଯନ୍ତ୍ରୀ ଅର୍ଜ୍ଜୁନ କୁମାର ସାହୁ। ଏକକାଳୀନ ୮ ଟି ସ୍ଥାନରେ ଚାଲିଛି ଚଢ଼ାଉ। ଭୁବନେଶ୍ୱର, କଟକ ଓ କେନ୍ଦ୍ରାପଡାରେ ଚାଲିଛି…

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଚକ୍ରଧାରୀ ଶରନ୍ ସିଂହ, ସୁପାରିଶ କଲା ସୁପ୍ରିମକୋର୍ଟଙ୍କ କଲେଜିୟମ୍

କଟକ (କେନ୍ୟୁଜ): ଓଡିଶା ହାଇକୋର୍ଟ ଆସିବେ ନୂଆ ମୁଖ୍ୟ ବିଚାରପତି। ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ହେବେ ଓଡିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି। ପାଟନା ହାଇକୋର୍ଟରେ ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ ସିଂ। ସୁପ୍ରିମକୋର୍ଟ କଲେଜିୟମ ଏହି ନିଯୁକ୍ତି ନେଇ ସୁପାରିସ କରିଛନ୍ତି।…

କଟକ ଚଣ୍ଡୀମନ୍ଦିର ସମ୍ମୁଖରେ ରକ୍ତାକ୍ତ ସଂଘର୍ଷ,୨ ଅଟୋ ଚାଳକଙ୍କ ମାରପିଟରେ ଜଣଙ୍କ ମୃତ୍ୟୁ

କଟକ(କେନ୍ୟଜ୍): କଟକରେ ନୃଶଂସ ହତ୍ୟାକାଣ୍ଡ । ଚଣ୍ଡୀମନ୍ଦିର ସମ୍ମୁଖରେ ରକ୍ତାକ୍ତ ସଂଘର୍ଷ। ୨ ଅଟୋ ଚାଳକଙ୍କ ମଧ୍ୟରେ ମାରପିଟରେ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଅଟୋ ଚାଳକ ଅନ୍ୟ ଜଣକୁ ପିଟିପିଟି ମାରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଅଟୋ ଚାଳକଙ୍କ ମୃତ୍ୟୁ…

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ, କଟକରେ ରନ୍‌ ଫର୍ ୟୁନିଟିର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

କଟକ (କେନ୍ୟୁଜ): ଆଜି ଜାତୀୟ ଏକତା ଦିବସ । ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିବସ । ଏହି ଉପଲକ୍ଷେ କଟକରେ ଆୟୋଜିତ ହେଉଛି ବିଶାଳ ଗଣ ଦୌଡ଼ "ରନ୍‌ ଫର୍ ୟୁନିଟି" (RUN FOR UNITY) । କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି ।…

ବଦଳିଲେ କଟକ ଜିଲ୍ଲାପାଳ, ନରହରି ସେଠୀ ହେଲେ ନୂଆ ଜିଲ୍ଲାପାଳ

କଟକ (କେନ୍ୟୁଜ): ବଦଳିଲେ କଟକ ଜିଲ୍ଲାପାଳ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କର ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ବଦଳି ହୋଇଛି । ତାଙ୍କ ସ୍ଥାନରେ ନରହରି ସେଠୀଙ୍କୁ କଟକ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ସେ ଏବେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଅଛନ୍ତି ।

ଶସ୍ତାରେ ସ୍ମାର୍ଟଫୋନ କିଣି ମାଗଣାରେ ଆଣନ୍ତୁ ଦାମିକିଆ Ear Buds

ଚାଲିଛି ପାର୍ବଣ ଋତୁ .. ଆଉ ଏହି ସମୟରେ ଲୋକମାନେ ଅପେକ୍ଷା କରି ରହିଥାନ୍ତି ଖାସ ଅଫର କୁ .. କେମିତି ଟିକେ ନିଜ ମନ ପସନ୍ଦ ଜନିଷ ରେ ବଡ ଛାଡ ମିଳିବ .. ଆଉ ଏହାରି ଭିତରେ ସେ ଜିନିଷକୁ କିଣିପାରିବେ ସେ ବି ନିଜ ବଜେଟରେ.. ତେବେ ଆଉ ଡେରି କାହିଁକି ଆମେ ଆପଣଙ୍କୁ ଆଜି କହିବୁ ଏଥର ପୂଜା…

ସରକାରୀ ଡାକ୍ତରଖାନାର କାର୍ଯ୍ୟରତ ଡାକ୍ତର ଖୋଲିପାରିବେନି କ୍ଲିନିକ, ରୁଜ୍ଜୁ ହେଲା ଜନସ୍ୱାର୍ଥ ମାମଲା

କଟକ (କେନ୍ୟୁଜ):  ରାଜ୍ୟରେ ସରକାରୀ ଡାକ୍ତରଖାନାର କାର୍ଯ୍ୟରତ ଡାକ୍ତରମାନେ କ୍ଲିନିକ ବା ଘରୋଇ ହସ୍ପିଟାଲରେ ରୋଗୀ ଦେଖାକୁ ସମ୍ପୂର୍ଣ୍ଣ ଲଗାମ ଲଗାଇବାକୁ ପ୍ରାର୍ଥନା କରି ହାଇକୋର୍ଟରେ ରୁଜ୍ଜୁ ହୋଇଛି ଜନସ୍ୱାର୍ଥ ମାମଲା। କଟକର ନାରାୟଣ ଚନ୍ଦ୍ର ଜେନା ନାମକ ବ୍ୟକ୍ତି ବିନା ଓକିଲରେ…