Below header
Browsing Tag

cuttack

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ, କଟକରେ ରନ୍‌ ଫର୍ ୟୁନିଟିର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

କଟକ (କେନ୍ୟୁଜ): ଆଜି ଜାତୀୟ ଏକତା ଦିବସ । ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିବସ । ଏହି ଉପଲକ୍ଷେ କଟକରେ ଆୟୋଜିତ ହେଉଛି ବିଶାଳ ଗଣ ଦୌଡ଼ "ରନ୍‌ ଫର୍ ୟୁନିଟି" (RUN FOR UNITY) । କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି ।…

ବଦଳିଲେ କଟକ ଜିଲ୍ଲାପାଳ, ନରହରି ସେଠୀ ହେଲେ ନୂଆ ଜିଲ୍ଲାପାଳ

କଟକ (କେନ୍ୟୁଜ): ବଦଳିଲେ କଟକ ଜିଲ୍ଲାପାଳ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କର ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ବଦଳି ହୋଇଛି । ତାଙ୍କ ସ୍ଥାନରେ ନରହରି ସେଠୀଙ୍କୁ କଟକ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ସେ ଏବେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଅଛନ୍ତି ।

ଶସ୍ତାରେ ସ୍ମାର୍ଟଫୋନ କିଣି ମାଗଣାରେ ଆଣନ୍ତୁ ଦାମିକିଆ Ear Buds

ଚାଲିଛି ପାର୍ବଣ ଋତୁ .. ଆଉ ଏହି ସମୟରେ ଲୋକମାନେ ଅପେକ୍ଷା କରି ରହିଥାନ୍ତି ଖାସ ଅଫର କୁ .. କେମିତି ଟିକେ ନିଜ ମନ ପସନ୍ଦ ଜନିଷ ରେ ବଡ ଛାଡ ମିଳିବ .. ଆଉ ଏହାରି ଭିତରେ ସେ ଜିନିଷକୁ କିଣିପାରିବେ ସେ ବି ନିଜ ବଜେଟରେ.. ତେବେ ଆଉ ଡେରି କାହିଁକି ଆମେ ଆପଣଙ୍କୁ ଆଜି କହିବୁ ଏଥର ପୂଜା…

ସରକାରୀ ଡାକ୍ତରଖାନାର କାର୍ଯ୍ୟରତ ଡାକ୍ତର ଖୋଲିପାରିବେନି କ୍ଲିନିକ, ରୁଜ୍ଜୁ ହେଲା ଜନସ୍ୱାର୍ଥ ମାମଲା

କଟକ (କେନ୍ୟୁଜ):  ରାଜ୍ୟରେ ସରକାରୀ ଡାକ୍ତରଖାନାର କାର୍ଯ୍ୟରତ ଡାକ୍ତରମାନେ କ୍ଲିନିକ ବା ଘରୋଇ ହସ୍ପିଟାଲରେ ରୋଗୀ ଦେଖାକୁ ସମ୍ପୂର୍ଣ୍ଣ ଲଗାମ ଲଗାଇବାକୁ ପ୍ରାର୍ଥନା କରି ହାଇକୋର୍ଟରେ ରୁଜ୍ଜୁ ହୋଇଛି ଜନସ୍ୱାର୍ଥ ମାମଲା। କଟକର ନାରାୟଣ ଚନ୍ଦ୍ର ଜେନା ନାମକ ବ୍ୟକ୍ତି ବିନା ଓକିଲରେ…

ହାଇକୋର୍ଟରେ ଜନସ୍ୱାର୍ଥ ମାମଲା: କୌଣସି ଭୋଜି ଆୟୋଜନରେ ଅତିଥିଙ୍କ ସଂଖ୍ୟା ଶହେ ରହୁ

କଟକ (କେନ୍ୟୁଜ): ସର୍ବସାଧାରଣଙ୍କ ବ୍ୟୟ ବହୁଳ ବିବାହ, ବ୍ରତଘର, ଜନ୍ମଦିନ, ଶୁଦ୍ଧିକ୍ରିୟା ଭୋଜି ଉପରେ ନିଷେଧାଦେଶ ଦେବା ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ଆବେଦନକାରୀ ପର୍ଶୁରାମ ବିଶ୍ୱାଳଙ୍କ ପକ୍ଷରୁ ଆଗତ ଏହି ମାମଲାରେ କୌଣସି ଭୋଜି ଆୟୋଜନରେ ଅତିଥିଙ୍କ ସଂଖ୍ୟା…

କଟକର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଡ୍ରେନ୍ ମାମଲାରେ ସମସ୍ତ ବିଭାଗକୁ କଡ଼ା ତାଗିଦ କଲେ ହାଇକୋର୍ଟ

କଟକ(କେନ୍ୟୁଜ୍): ହାଇକୋର୍ଟରେ କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଡ୍ରେନ୍ ମାମଲାରେ ବିଭିନ୍ନ ବିଭାଗର ୯ ଜଣ ପଦାଧିକାରୀ ଆଜି ହାଜର ହୋଇଥିଲେ। ସିଏମସି ସିଟିଇଂଜିନିୟର ,ଗେଲ ପ୍ରବନ୍ଧକ, ୱାଟକୋ ପ୍ରବନ୍ଧକ,ଆରଆଣ୍ଡବି ନିର୍ବାହୀ ଯନ୍ତ୍ରୀଙ୍କ ସମେତ ୯ ଜଣ ଅଧିକାରୀ କୋର୍ଟଙ୍କ ନିର୍ଦ୍ଦେଶ…

ପାର୍ବଣରେ CMC ଅଞ୍ଚଳରେ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ): ଆଉ କିଛିଦିନ ପରେ କଟକ ବିଭିନ୍ନ ଗଳିକନ୍ଦିରେ ମା’ଙ୍କର ପୂଜାରେ ଝଲସି ଉଠିବ । ସତେ ଯେମିତି ରୌପ୍ୟ ନଗରୀ ନୂଆ ରୂପରେ ସଜେଇ ହେବ । ବର୍ଷର ଏଇ ଦିନଟିକୁ ଖୁସିର ସହିତ ଉପଭୋଗ କରିବା ପାଇଁ କଟକବାସୀ ବର୍ଷ ସାରା ଉତ୍ସୁକତାର ସହିତ ଦିନ ଗଣୁଥାନ୍ତି । ତେବେ ଅନେକ ସମୟରେ…

ଅଧାରୁ କାମ ଛାଡ଼ି ଚମ୍ପଟ ମାରିଲା ଠିକାଦାର, ରାସ୍ତା ପାଲଟିଛି ପୋଖରୀ

ଗାଁରୁ ସହରକୁ ଯିବା ପାଇଁ ରାସ୍ତା ନାହିଁ । ବ୍ରିଜ କରିବା ପାଇଁ ରାସ୍ତା ଖୋଳି ଦେଲେ କିନ୍ତୁ ବ୍ରିଜ କାମ ଅଧା ପଡ଼ିଛି । ଲୋକମାନେ ବର୍ତ୍ତମାନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ଖୋଳିଦେବା ଫଳରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଅଧା କାମ କରି ଠିକାଦାର ମାରିଛି ଚମ୍ପଟ…

ମାଳିଆ ନାନୀ ଥ୍ରୀ ଇନ ୱାନ ବରା ଖାଇବା ପାଇଁ ଜମୁଛି ଲୋକଙ୍କ ଭିଡ଼, ସ୍ୱାଦ ଯେମିତି ମହକ ବି ସେମିତି

ବରା ସାଙ୍ଗକୁ ଆଳୁଦମ୍‌ ଖାଇବାର ମଜା ସମ୍ପୂର୍ଣ୍ଣ ନିଆରା । କିନ୍ତୁ ଆପଣ ମାଳିଆ ନାନୀ ଥ୍ରି ଇନ୍‌ ଓ୍ଵାନ ବରା ଖାଇଛନ୍ତି କି ? ଯଦି ଆପଣ ଏହି ବରାର ସ୍ୱାଦ ଚାଖେିବେ ଆପଣ ମଧ୍ୟ ଦୌଡ଼ି ଆସିବେ ଏହି ବରା ଖାଇବା ପାଇଁ । ତେବେ ଏହି ସୁଆଦିଆ ବରାର କଟକ ବଜାରରେ ଖୁବ୍‌ ଚାହିଦା ରହିଛି । ମାଳିଆ…

ଏସସିବିରେ ବଡ଼ ଅବ୍ୟବସ୍ଥା: ୬ ଘଣ୍ଟା କଟିଲା ଲାଇନ, ରୋଗୀ ନାହିଁ ନଥିବା ହଇରାଣ

କଟକ (କେନ୍ୟୁଜ): କଟକ ବଡ଼ ମେଡିକାଲ ଏସସିବିରେ ବଡ଼ ଅବ୍ୟବସ୍ଥା । ରବିବାର ମଧ୍ଯ ଦୀର୍ଘ ୬ ଘଣ୍ଟା ଧରି ବିଦ୍ୟୁତ କାଟ ଯୋଗୁଁ ରୋଗୀମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି। ହସ୍ପିଟାଲରେ କାର୍ଯ୍ୟରତ ଠିକା ବିଦ୍ୟୁତ୍ କର୍ମଚାରୀଙ୍କ ଯୋଗୁ ବିଦ୍ୟୁତ୍ ବିଭ୍ରାଟ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। …

ଯୁବତୀ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ, ୧୨ ସାକ୍ଷୀଙ୍କ ଆଧାରରେ କୋର୍ଟଙ୍କ ରାୟ

କଟକ(କେନ୍ୟୁଜ୍): କଟକ ଜିଲା ନିଶ୍ଚିନ୍ତକୋଇଲି ଅଞ୍ଚଳରେ ୨୦୧୬ ମେ ୯ ତାରିଖରେ ଘଟିଥିବା ଯୁବତୀ ହତ୍ୟାକାଣ୍ଡ ଘଟଣାରେ ଦୋଷୀ ସାବ୍ୟସ୍ତ ପ୍ରଭାତ କୁମାର ମହାରଣାକୁ କଟକ ଜିଲ୍ଲା ଓ ଦୌରାଜଜ ଆଜୀବନ କାରାଦଣ୍ଡାଦେଶ ଦେବା ସହିତ ୧୦ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ନିଶ୍ଚିନ୍ତକୋଇଲି…

ସୀମା ଟପିଲା ପାଶବିକତା, ଯୌନ ଲାଳସା ପୂରଣ କରିବା ପାଇଁ ଶେଷରେ ଗୋମାତାକୁ ବି ଛାଡିଲା ନାହିଁ

କଟକ (କେନ୍ୟୁଜ): ଘୃଣ୍ୟ, ବର୍ବର… ! ସୀମା ଟପିଲା ପାଶବିକତା । ଯୌନ ଲାଳସା ଚରିତାର୍ଥ କରିବା ପାଇଁ ମଣିଷ କେତେ ଯେ ତଳକୁ ଖସିପାରେ ତାହାର ଆଉ ଏକ ନିଚ୍ଛକ ଉଦାହାରଣ ସାମ୍ନାକୁ ଆସିଛି କଟକରୁ । ଏଠାରେ ମଣିଷ ଯୌନ ଲାଳସା ପୂରଣ କରିବା ପାଇଁ ଗାଈକି ମଧ୍ୟ ଛାଡ଼ି ନାହିଁ । ହିନ୍ଦୁ ସଂସ୍କୃତିରେ…