Browsing Tag

cuttack

ମାଳିଆ ନାନୀ ଥ୍ରୀ ଇନ ୱାନ ବରା ଖାଇବା ପାଇଁ ଜମୁଛି ଲୋକଙ୍କ ଭିଡ଼, ସ୍ୱାଦ ଯେମିତି ମହକ ବି ସେମିତି

ବରା ସାଙ୍ଗକୁ ଆଳୁଦମ୍‌ ଖାଇବାର ମଜା ସମ୍ପୂର୍ଣ୍ଣ ନିଆରା । କିନ୍ତୁ ଆପଣ ମାଳିଆ ନାନୀ ଥ୍ରି ଇନ୍‌ ଓ୍ଵାନ ବରା ଖାଇଛନ୍ତି କି ? ଯଦି ଆପଣ ଏହି ବରାର ସ୍ୱାଦ ଚାଖେିବେ ଆପଣ ମଧ୍ୟ ଦୌଡ଼ି ଆସିବେ ଏହି ବରା ଖାଇବା ପାଇଁ । ତେବେ ଏହି ସୁଆଦିଆ ବରାର କଟକ ବଜାରରେ ଖୁବ୍‌ ଚାହିଦା ରହିଛି । ମାଳିଆ…

ଏସସିବିରେ ବଡ଼ ଅବ୍ୟବସ୍ଥା: ୬ ଘଣ୍ଟା କଟିଲା ଲାଇନ, ରୋଗୀ ନାହିଁ ନଥିବା ହଇରାଣ

କଟକ (କେନ୍ୟୁଜ): କଟକ ବଡ଼ ମେଡିକାଲ ଏସସିବିରେ ବଡ଼ ଅବ୍ୟବସ୍ଥା । ରବିବାର ମଧ୍ଯ ଦୀର୍ଘ ୬ ଘଣ୍ଟା ଧରି ବିଦ୍ୟୁତ କାଟ ଯୋଗୁଁ ରୋଗୀମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି। ହସ୍ପିଟାଲରେ କାର୍ଯ୍ୟରତ ଠିକା ବିଦ୍ୟୁତ୍ କର୍ମଚାରୀଙ୍କ ଯୋଗୁ ବିଦ୍ୟୁତ୍ ବିଭ୍ରାଟ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। …

ଯୁବତୀ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ, ୧୨ ସାକ୍ଷୀଙ୍କ ଆଧାରରେ କୋର୍ଟଙ୍କ ରାୟ

କଟକ(କେନ୍ୟୁଜ୍): କଟକ ଜିଲା ନିଶ୍ଚିନ୍ତକୋଇଲି ଅଞ୍ଚଳରେ ୨୦୧୬ ମେ ୯ ତାରିଖରେ ଘଟିଥିବା ଯୁବତୀ ହତ୍ୟାକାଣ୍ଡ ଘଟଣାରେ ଦୋଷୀ ସାବ୍ୟସ୍ତ ପ୍ରଭାତ କୁମାର ମହାରଣାକୁ କଟକ ଜିଲ୍ଲା ଓ ଦୌରାଜଜ ଆଜୀବନ କାରାଦଣ୍ଡାଦେଶ ଦେବା ସହିତ ୧୦ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ନିଶ୍ଚିନ୍ତକୋଇଲି…

ସୀମା ଟପିଲା ପାଶବିକତା, ଯୌନ ଲାଳସା ପୂରଣ କରିବା ପାଇଁ ଶେଷରେ ଗୋମାତାକୁ ବି ଛାଡିଲା ନାହିଁ

କଟକ (କେନ୍ୟୁଜ): ଘୃଣ୍ୟ, ବର୍ବର… ! ସୀମା ଟପିଲା ପାଶବିକତା । ଯୌନ ଲାଳସା ଚରିତାର୍ଥ କରିବା ପାଇଁ ମଣିଷ କେତେ ଯେ ତଳକୁ ଖସିପାରେ ତାହାର ଆଉ ଏକ ନିଚ୍ଛକ ଉଦାହାରଣ ସାମ୍ନାକୁ ଆସିଛି କଟକରୁ । ଏଠାରେ ମଣିଷ ଯୌନ ଲାଳସା ପୂରଣ କରିବା ପାଇଁ ଗାଈକି ମଧ୍ୟ ଛାଡ଼ି ନାହିଁ । ହିନ୍ଦୁ ସଂସ୍କୃତିରେ…

୪ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ, କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି…

କଟକ(କେନ୍ୟୁଜ୍): କଟକରେ ଆୟତ୍ତ ହେଲା ନିଆଁ । ଦୀର୍ଘ ୪ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ କଟକ ଚୌଧୁରୀ ବଜାର ଲୁଗା ଦୋକାନରେ ଲାଗିଥିବା ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ। ନିଆଁ ଲାଗି କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ବିଲ୍ଡିଂରେ ଫାୟାର ସେଫ୍ଟି ବ୍ୟବସ୍ଥା…

୫୦ ବର୍ଷର ଏହି ପୁରୁଣା ଦୋକାନରେ ଗ୍ରାହକଙ୍କୁ ମିଳେ ମାତ୍ର ୫୦ ପଇସିଆ ପିଆଜି

ପଚାଶ ପଇସା ରେ ମିଳୁଛି ପିଆଜି .. କ'ଣ ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ ନା... ହେବା ବି ସ୍ୱାଭାବିକl କାରଣ ଆଜି କଲି ସମୟରେ ସବୁ ଜିନିଷର ଦରଦାମ ବଢ଼ିଗଲାଣି। କିନ୍ତୁ ଏ ଭାଇ ଜଣଙ୍କ ଆଜି ବି ଗରାଖଙ୍କୁ ମାତ୍ର ପଚାଶ ପଇସା ରେ ଖାଇବା ଯୋଗାଉଛନ୍ତି l ଏତେ କମ ଟଙ୍କା ଆଜି କଲି ସମସ୍ତଙ୍କ ପାଖରେ…

କଟକ ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ, ୫ ମହଲା ବିଶିଷ୍ଟ ଲୁଗା ଦୋକାନରେ ନିଆଁ

କଟକ (କେନ୍ୟୁଜ): କଟକରେ ଭୟାବହ ଅଗ୍ନିକାଣ୍ଡ। ଚୌଧୁରୀବଜାର ଗୌରଶଙ୍କର ପାର୍କ ନିକଟ ବିଲ୍ଡିଂରେ ନିଆଁ। ଏକ ଲୁଗା ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ୫ ମହଲା ବିଲ୍ଡିଂର ଗ୍ରାଉଣ୍ଡ ସହ ଫାଷ୍ଟ ଓ ସେକେଣ୍ଡ ଫ୍ଲୋରରେ ନିଆଁ ଲାଗିଛି। ପ୍ରଥମେ ତଳ…

ମହାନଦୀକୁ ଡେଇଁ ପଡିଲେ ଯୁବତୀ, ଉଦ୍ଧାର କଲେ ସ୍ଥାନୀୟ ଯୁବକ

କଟକ (କେନ୍ୟୁଜ): ମହାନଦୀକୁ ପୁଣି ଡେଇଁଲେ ଜଣେ ଯୁବତୀ । କଟକ ଯୋବ୍ରା ବ୍ୟାରେଜ୍‌ରେ ମହାନଦୀକୁ ଡେଇଁଛନ୍ତି ଯୁବତୀ । ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଯୁବକ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର କରିବା ପରେ ବ୍ୟକ୍ତି ଜଣଙ୍କ ଆଉ ଉପରକୁ ଆସି ପାରୁ ନାହାନ୍ତି। ଘଟଣା ସ୍ଥଳରେ…

କଟକ: ବ୍ୟବସାୟୀଙ୍କ ଠାରୁ ଡକାୟତି ଘଟଣାରେ ୭ ଗିରଫ

କଟକ(କେନ୍ୟୁଜ୍):  କଟକରେ ବ୍ୟବସାୟୀଙ୍କ ଠାରୁ ଡକାୟତି ଘଟଣାରେ ୭ ଗିରଫ। ୬ଜଣ ଡକାୟତଙ୍କ ସହ ଲୁଟ ସାମଗ୍ରୀ କିଣିଥିବା ଜଣକୁ ଗିରଫ କରିଛି ମାଲଗୋଦାମ ଥାନା ପୋଲିସ। ସେମାନଙ୍କ ଠାରୁ ନଗଦ ଏକ ଲକ୍ଷ ୨୩ ହଜାର ଟଙ୍କା, ୧୨ ଗ୍ରାମ ସୁନା, ୬ ଟି ମୋବାଇଲ ଫୋନ ଏବଂ ତିନିଟି ଦୁଇ ଚକିଆ ଯାନ ଜବତ କରିଛି…

କଟକ ଶିଖରପୁର ଅଞ୍ଚଳରେ ଓଲଟିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ

କଟକ(କେନ୍ୟୁଜ୍): କଟକ ଶିଖରପୁର ଅଞ୍ଚଳରେ ୧୬ ନମ୍ବର ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ। ଖୋର୍ଦ୍ଧା ଜଟଣୀରୁ କେନ୍ଦ୍ରାପଡା ଯାଉଥିଲା ଟ୍ରକ। ଟ୍ରକ ଥିଲା ପାଖାପାଖି ଦୁଇ ଶହରୁ ଉର୍ଦ୍ଧ୍ବ ଗ୍ୟାସ ଭର୍ତ୍ତି ସିଲିଣ୍ଡର। ଆଜି ଭୋର ସମୟରେ ଓଲଟିଛି  ଏହି ଟ୍ରକ। ଘଟଣା ସ୍ଥଳରେ…

ପାର୍ବଣ ପୂର୍ବରୁ ଅଶାନ୍ତ କଟକ ସହର: ଦୁର୍ଦ୍ଦାନ୍ତ ଅପରାଧି ମନୋଜ ମହାରଣାକୁ ଏନ୍‌କାଉଣ୍ଟର

କଟକ (କେନ୍ୟୁଜ): ପୂଜା ପୂର୍ବରୁ ଅଶାନ୍ତ କଟକ ସହର। ଫୁଟିଲା ଗୁଳି। କନ୍ଦରପୁର ଥାନା ମତ୍ତଗଜପୁର ଅଂଚଳ ଡକାୟତି ଘଟଣାରେ ମୁଖ୍ୟ ଅଭିଯୁକ୍ତ ମନୋଜ ମହାରଣାକୁ ଏନକାଉଣ୍ଟର । ଉତ୍ତମାପୁର ଅଞ୍ଚଳରେ ଏନକାଣ୍ଟର କରିଛି କମିଶନରେଟ୍ ପୋଲିସ। ଅଭିଯୁକ୍ତ ମନୋଜର ବାମ ଗୋଡ଼ରେ ଗୁଳି ବାଜିଛି। ଗୁରୁତର…

କଟକ ସହରକୁ ନୂଆ ପରିଚୟ ଦେବ ନେତାଜୀ ବସ ଟର୍ମିନାଲ, କାଲି ହେବ ଉଦଘାଟନ

କଟକ (କେନ୍ୟୁଜ): କାଲି କଟକ ସହରରେ ଉଦଘାଟନ ହେବ କଟକ ନେତାଜୀ ବସ ଟର୍ମିନାଲ। ଏନେଇ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ୧୬ ଏକରରୁ ଅଧିକ ଅଞ୍ଚଳରେ ନିର୍ମିତ ଏହି ବସ ଟର୍ମିନାଲ ପାଇଁ ୮୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ନୂଆ ବସ ଟର୍ମିନାଲର ଲୋକାର୍ପଣ କଟକ ସହରକୁ ଏକ…