Below header
Browsing Tag

cyber crime

ଚିନ୍ତା ବଢ଼ାଉଛି ସାଇବର କ୍ରାଇମ୍: ଖାରବେଳ ନଗର ଅଞ୍ଚଳର ଜଣେ ଯୁବକଙ୍କଠାରୁ ୫୨ହଜାର ଟଙ୍କା ଚଳୁ କଲେ ଠକ

ଭୁବନେଶ୍ବର: ଚିନ୍ତା ବଢ଼ାଉଛି ସାଇବର କ୍ରାଇମ୍ । କେତେବେଳେ ଲଟେରୀ ଲୋଭ ଦେଖାଇ ଲୁଟୁଛନ୍ତି ତ ଆଉ କେତେବେଳେ ଧମକ ଦେଇ ଗ୍ରାହକ ଠାରୁ ଲୁଟ କରୁଛନ୍ତି । ପ୍ରତିଦିନ ମାଳମାଳ ଅଭିଯୋଗ ସାଇବର ଥାନାରେ ରୁଜୁ ହୋଉଛି । ହ୍ପାଟସପ, ଫୋନ ପେ, ଗୁଗୁଲ ପେ, ଅନଲାଇନ୍‌ ଟ୍ରାଞ୍ଜାକ୍ସନ କୁ ହ୍ୟାକ କରି…

Whatsapp ମାଧ୍ୟମରେ ବି ହ୍ୟାକ୍ ହୋଇପାରେ ଆପଣଙ୍କ ଆକାଉଣ୍ଟ, ଜାଣନ୍ତୁ ବଞ୍ଚିବାର ସହଜ ଟିପ୍‌ସ ଓ ଟ୍ରିକ୍ସ

ଫଟାଫଟ୍‌ ମେସେଜ୍‌ କରିବା ହେଉ କିମ୍ବା କୌଣସି ଭିଡିଓ ସେୟାର କରିବା ପାଇଁ, ହ୍ଵାଟ୍ସ ଆପ୍‌ଠାରୁ ଭଲ ଆପ୍‌ ଆଉ କିଛି ନାହିଁ। କିନ୍ତୁ ବେଳେବେଳେ ହ୍ଵାଟ୍ସ ଆପ୍‌ ଯୋଗୁ ଅନ୍‌ଲାଇନ୍‌ ଫ୍ରଡ୍‌ ବି ହେଉଥିବା ଅଭିଯୋଗ ଆସୁଛି। ଏହା ଦ୍ୱାରା କେହି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ବା ଇ-ଓ୍ଵାଲେଟ୍‌…

କରୋନା କାଳରେ ଦୁଇଗୁଣ ବଢ଼ିଛି ସାଇବର କ୍ରାଇମ୍‌, ଜାଣନ୍ତୁ ନିରୀହ ଲୋକଙ୍କୁ କିଭଳି ନିଜ ଶିକାର ବନାଉଛନ୍ତି ଠକ

କରୋନା କାଳରେ ଅନ୍‌ଲାଇନ୍‌ ନେଣଦେଣ ବଢ଼ିଥିବାରୁ ସାଇବର କ୍ରାଇମ୍‌ ବି ବଢ଼ିବାରେ ଲାଗିଛି। ଗତ ୬ ମାସ ମଧ୍ୟରେ ସାଇବର କ୍ରାଇମ୍‌ ପ୍ରାୟ ୨ ଗୁଣ ବଢ଼ିଛି। ଜାନୁଆରୀ-ଫେବ୍ରୁଆରୀରେ ପ୍ରାୟ ୪୭ଟି ଠକେଇ ମାମଲା ସାମ୍ନାକୁ ଆସିଥିବା ବେଳେ ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ ୧୧୦ରୁ ଅଧିକ ମାମଲା ଦେଖାଯାଇଛି।…

ଝାରସୁଗୁଡା : ଫୋନ ପେ ମାଧ୍ୟମରେ ଯୁବକଙ୍କ ଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା, ଏବେ ତଦନ୍ତ କରୁଛି ପୋଲିସ୍

ଝାରସୁଗୁଡା : ଅନଲାଇନ ସାଇବର କ୍ରାଇମର ରିର୍ପୋଟ ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଖାସକରି ଯୁବ ପିଢି ଅଧିକ ମାତ୍ରାରେ ଅନଲାଇନ ଲୁଟର ଶିକାର ହେଉଛନ୍ତି । ତେବେ ଝାରସୁଗୁଡା ଜିଲ୍ଲାର ଜଣେ ଯୁବକ ଏମିତି ଏକ ଅନଲାଇନ ଠକେଇର ଫାଶ ରେ ପଡିଛନ୍ତି । ଅଭିଯୋଗ ମୁତାବକ…

ସାବଧାନ୍! ବିନା OTP ନମ୍ବରରେ ବି ଆକାଉଣ୍ଟରୁ ଟଙ୍କା ଗାଏବ କରୁଛନ୍ତି ସାଇବର ଅପରାଧୀ, ଏହି ଆପ୍ ସାହାଯ୍ୟରେ କରୁଛନ୍ତି…

ବିଭିନ୍ନ ସାଇବର ଠକେଇରୁ ଦୁରେଇ ରହିବା ପାଇଁ ବ୍ୟାଙ୍କ ସବୁବେଳେ ନିଜର ଗ୍ରାହକଙ୍କୁ ସେମାନଙ୍କର ଡେବିଟ୍ / କ୍ରେଡିଟ୍ କାର୍ଡର PIN ନମ୍ବର କିମ୍ବା OTP ନମ୍ବରକୁ କାହାକୁ ନଦେବାକୁ ପରାମର୍ଶ ଦେଇଥାନ୍ତି। ଖାଲି ସେତିକି ନୁହେଁ ଏହା ସହିତ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଯେପରି କୌଣସି ଅର୍ଥ…

ସାଇବର ଅପରାଧ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ସାଇବର ଅପରାଧ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ପୋଲିସ ନୂଆ ଜ୍ଞାନ କୌଶଳ ବ୍ୟବହାର କରୁ । ସାଇବର ଅପରାଧୀଙ୍କୁ ଧରିବାକୁ ନୂଆ ତରିକା ଆପଣାଯାଉ । ପୋଲିସ ଓ ତଦନ୍ତକାରୀ ସଂସ୍ଥା ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ମୁକାବିଲା କରିବାକୁ କହିଛନ୍ତି ହାଇକୋର୍ଟ । ବିଭିନ୍ନ ଦେଶରେ…

True caller ୟୁଜରଙ୍କୁ ବଡ଼ ଝଟ୍‌କା, ମାତ୍ର ୭୫ ହଜାର ଟଙ୍କାରେ ବିକ୍ରି ହେଉଛି ୪.୭୫ କୋଟି ଭାରତୀୟଙ୍କ ଡାଟା

ଟେକ୍ନୋଲୋଜି ଯେତିକି ଉନ୍ନତି କରୁଛି ଅପରାଧ ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ଅନ୍ୟ ଅପରାଧ ତୁଳନାରେ ଏବେ ସାଇବର କ୍ରାଇମ୍‌ ମାମଲା ଅଧିକ ଦେଖିବାକୁ ମିଳୁଛି। ସାଇବର ଅପରାଧୀମାନେ ଅନ୍ୟମାନଙ୍କ ତଥ୍ୟ ଚୋରି କରିବା ଏବେ ଏକ ସାଧାରଣ କଥା ପାଲଟିଛି। ଏକ ରିପୋର୍ଟ ମୁତାବକ ଜଣେ ସାଇବର ଅପରାଧୀ…

ଅନ୍ ଲାଇନ ମଦ ବିକ୍ରିର ଭରପୂର ଫାଇଦା ଉଠାଇଲେ ସାଇବର ଅପରାଧୀ, ଚାହୁଁ ଚାହୁଁ ଠକି ନେଇଗଲେ କୋଟିଏରୁ ଅଧିକ ଟଙ୍କା

ଭୁବନେଶ୍ବର : ଲକ୍‌ଡାଉନରେ ଯୋର ଧରିଛି ସାଇବର ଠକେଇ । ସାଇବର ଅପରାଧୀମାନେ ଟଙ୍କା ଲୋଭରେ ଟାର୍ଗେଟ କରି ଚାଲିଛନ୍ତି ସାଧାରଣ ଲୋକଙ୍କୁ । ସେବା ଯୋଗାଇଦେବା ନାଁରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ଆକାଉଣ୍ଟ ଖାଲି କରି ଦେଉଛନ୍ତି। ଏଭଳି ଏକ ଘଟଣା ଗତକାଲି ବିଭିନ୍ନ ସ୍ଥାନରେ ଦେଖିବାକୁ…

‘କମଳା ବିକ୍ରି ଉପରେ ରୋକ ଲଗାଇଲା ପୋଲିସ’- ଏଭଳି ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ଅବସରପ୍ରାପ୍ତ…

ସୋସିଆଲ ମିଡିଆରେ ମିଥ୍ୟା ଖବର ପୋଷ୍ଟ କରିବା ଅଭିଯୋଗରେ ସେନାର ଜଣେ ଅବସରପ୍ରାପ୍ତ ମେଜର ନିଲମ ସିଂଙ୍କ ବିରୋଧରେ ହାଇଦ୍ରାବାଦ ପୋଲିସ ମାମଲା ରୁଜୁ କରିଛି। ଏକ ଇଂଲିଶ ଖବରକାଗଜର ପୁରୁଣା ଖବରକୁ ଏପଟ ସେପଟ କରି ତାହାକୁ ଟୁଇଟର ଆକାଉଣ୍ଟରୁ ପୋଷ୍ଟ କରାଯାଇଥିଲା, ଯାହାକୁ ସାଇବର କ୍ରାଇମ ପୋଲିସ…

ସାବଧାନ ! ବହୁତ ଶସ୍ତା ଦାମରେ Zoom Appରେ ବିକ୍ରି ହେଉଛି ଆପଣଙ୍କ ବ୍ୟକ୍ତିଗତ ଡାଟା

କରୋନା ଭାଇରସ ବ୍ୟାପିବା ପରେ ଜୁମ ଭିଡିଓ କନଫରେନ୍ସିଂ ଆପକୁ ଅଧିକ ଲୋକ ଡାଉନଲୋଡ କରିଛନ୍ତି । କିନ୍ତୁ ଏହି ଆପ୍‍କୁ ଡାଉନଲୋଡ କରିବାର କିଛିଦିନ ପରେ ପ୍ରାଇଭେସିକୁ ନେଇ ବିବାଦ ଦେଖାଦେଇଛି । ଗୁଗଲ ଏବଂ ଟେସ୍ଲା ଭଳି ଅନେକ ବଡ କମ୍ପାନୀ ନିଜର କର୍ମଚାରୀଙ୍କୁ ଜୁମ୍‍ ବ୍ୟବହାର କରିବା ପାଇଁ ମନା…

ସାରା ବିଶ୍ୱ ଏବେ କରୋନା ମହାମାରୀର କବଳରେ, ଜାଣନ୍ତୁ ଏପରି ସମୟରେ ବି କେମିତି ଠକିବାର ନୂଆ ଟ୍ରେଣ୍ଡ ଆପଣାଇଛନ୍ତି…

ନୂଆଦିଲ୍ଲୀ: କରୋନା ମୁକାବିଲା କରୁଛି ସାରା ବିଶ୍ୱ । ଏଭଳି ସ୍ଥିତିରେ ଆରମ୍ଭ ହୋଇଛି କଳାବଜାରୀ । କରୋନା ମହାମାରୀ ଇଣ୍ଟର ପୋଲ ମୁଖ୍ୟ ଜୁରଗନ୍‌ ଷ୍ଟକ୍‌ଙ୍କ ସୂଚନା ଅନୁସାରେ ବିଶ୍ୱରେ ଦେଖାଯାଇଛି ଅପରାଧର ନୂଆ ଟ୍ରେଣ୍ଡ । ମାସ୍କ, ସାନିଟାଇଜର, କରୋନା ସ୍ପ୍ରେ, କରୋନା ମେଡିସିନ୍‌ ଗୁଡିକର…

ଅନଲାଇନରେ ୮ଲକ୍ଷରୁ ଅଧିକ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ, ୩ ଅଭିଯୁକ୍ତ ଗିରଫ

ନୀଳଗିରି(କେନ୍ୟୁଜ୍): ଅନଲାଇନରେ ୮ଲକ୍ଷରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ। ନୋଏଡ଼ାର ରାଇଜିଂ ଟେକ ନାମକ ସଫଟ୍‌ୱେର କଂପାନୀର ଏଜେଣ୍ଟ ଭାବେ ୩ଜଣ ଯୁବକ ଏହି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ପରେ କଂପାନୀ ପକ୍ଷରୁ ଏଭଳି ଠକେଇକୁ ଖଣ୍ଡନ କରାଯିବା ପରେ କଂପାନୀ ଅଧିକାରୀଙ୍କ ସମେତ ନୀଳଗିରି…