Browsing Tag

Cyber fraudsters

କମିସନରେଟ ପୋଲିସ ହାତରେ ସାଇବର ଠକ ସ୍ବାମୀ ସ୍ତ୍ରୀ ଗ୍ୟାଙ୍ଗ, ୪ ଗିରଫ

ଭୁବନେଶ୍ୱର : କମିସନରେଟ ପୋଲିସ ହାତରେ ସାଇବର ଠକ ସ୍ବାମୀ ସ୍ତ୍ରୀ ଗ୍ୟାଙ୍ଗ । ଗ୍ୟାଙ୍ଗ ର ୪ ସାଇବର ଠକ୍ କୁ ଗିରଫ କଲା ସାଇବର ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ମାଷ୍ଟର ମାଇଣ୍ଡ ଗଞ୍ଜାମ ଜଗନ୍ନାଥ ପ୍ରସାଦରୁ ଆସି ଏୟାରଫିଲ୍ଡ ଥାନା ଏକାମ୍ର ବିହାରରେ ରହୁଥିବା ତୃପ୍ତି ରଂଜନ ପାତ୍ର ଓ…

ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଭୁଆଁ ବୁଲାଇ ୨ କୋଟି ୨୪ ଲକ୍ଷ ଟଙ୍କା ଠକି ନେଲେ ସାଇବର ଠକ

ବେଙ୍ଗାଲୁରୁ: ସାଇବର ଲୁଟର ଭିନ୍ନ ତରିକା ଆପଣାଇଛନ୍ତି ଲୁଟେରା ମାନେ । ଲୋକଙ୍କ ଆକାଉଣ୍ଟକୁ ଖାଲି କରିବା ପାଇଁ ଏଭଳି ପନ୍ଥା ଆପଣାଉଛନ୍ତି ଯେ ସାଧାରଣ ଲୋକଟିଏ ଏମାନଙ୍କ ଚାଲ୍ କୁ ବୁଝିବା କଷ୍ଟ ସାଧ୍ୟ ହୋଇପଡୁଛି । ଠିକ୍ ଏମିତି ଏକ ଘଟଣା ପୁଣି ଘଟିଛି । ବେଙ୍ଗାଲୁରୁର ଟେକ୍ନୋଲୋଜି…

ନବରଙ୍ଗପୁରରୁ ଅପରେସନ୍‌, ରାଜସ୍ଥାନରୁ ଦୁଇ ସାଇବର ଠକଙ୍କୁ ଗିରଫ କଲା EOW

(କେନ୍ୟୁଜ): ନବରଙ୍ଗପୁରରୁ ଅପରେସନ୍‌, ରାଜସ୍ଥାନରୁ ଗିରଫ । କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ହାତରେ ୨ ସାଇବର ଠକ । ରାଜସ୍ଥାନ ଅଲଓ୍ଵାରା ଜିଲ୍ଲାରୁ ଦୁଇ ସାଇବର ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ସେମାନଙ୍କୁ ୫ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ଓଡ଼ିଶା ଅଣାଯାଇଛି। ଗାଁ ଗହଳିରେ…

ଚାକିରି ଲୋଭ ଦେଖାଇ ଟଙ୍କା ଠକିନେଲେ ସାଇବର ଠକ, ହଜାରରୁ ୧୫୦୦ ଟଙ୍କା ଦେଇ ରେଜିଷ୍ଟ୍ରେସନ କରିବାକୁ ପଠାଉଥିଲେ ମେସେଜ

ରାଉରକେଲା (କେନ୍ୟୁଜ): ହଜାରରୁ ପନ୍ଦର ଶହ ଦେଇ ରେଜିଷ୍ଟ୍ରେସନ କର ଘରେ ବସି ମାସକୁ ୯ ହଜାର ରୋଜଗାର କର। ଏଭଳି ମେସେଜ କରି ପ୍ରଥମେ ଜାଲ ବିଛାଇଲେ ସାଇବର ଠକ। ଜାଲରେ ପଡିଲେ ୪୦ ରୁ ଉର୍ଦ୍ଧ ଯୁବକ ଯୁବତୀ। ବିଏସଏନଏଲ କଲ ସେଣ୍ଟର ରେ କାମ ଦେବା କହି ରାଉରକେଲା ର ପ୍ରାୟ ୪୦ ରୁ ଉର୍ଦ୍ଧ…