Browsing Tag

cycle riding

ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ବାର୍ତ୍ତା ନେଇ ୨ ଯୁବକ , ସାଇକେଲରେ ଯାତ୍ରା କଲେ କେନ୍ଦ୍ରାପଡ଼ାରୁ ଦେଓମାଳି

କୋରାପୁଟ (କେନ୍ୟୁଜ): ସାଇକେଲରେ ଯାତ୍ରା କରିବାକୁ ସମସ୍ତଙ୍କୁ ବେଶ ଭଲ ଲାଗେ । ଯଦି ରାସ୍ତାରେ ପାହାଡ଼ ପର୍ବତ ଘେରା ରାସ୍ତା ମିଳିଯାଏ ତେବେ କଥା ଅଲଗା । ତେବେ ଦୁଇ ଜଣ ଯୁବକ ସାଇକେଲରେ ଯାତ୍ରା କରି ପହଞ୍ଚିଛନ୍ତି ଦେଉମାଳିରେ । ପରିବେଶକୁ କିପରି ବଞ୍ଚାଇ ହେବ ଏବଂ ଅଧିକ ଗଛ ଲଗାଇ କେମିତି…

ପୁଅର ପଢ଼ା ଖରାପ ନ ହେଉ ବୋଲି ୧୦୫ କିଲୋମିଟର ସାଇକେଲ ଚଳାଇ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇଲେ ବାପା

ପାଠପଢ଼ାର ମୂଲ୍ୟକୁ ବୁଝିପାରି ପୁଅକୁ ସାଇକେଲରେ ବସାଇ ପରୀକ୍ଷା କେନ୍ଦ୍ର ନେଇଛନ୍ତି ଜଣେ ବାପା। ମଧ୍ୟପ୍ରଦେଶର ଧାର ଜିଲ୍ଲାର ଏକ ଗାଁର ୩୮ ବର୍ଷୀୟ ଗରିବ ତଥା ଅଶିକ୍ଷିତ ବ୍ୟକ୍ତି ନିଜ ପୁଅକୁ ଦଶମ ବୋର୍ଡ ପରୀକ୍ଷା ଦେବା ପାଇଁ ୧୦୫ କିଲୋମିଟର ଦୂର ପରୀକ୍ଷା କେନ୍ଦ୍ରକୁ ସାଇକେଲରେ ବସାଇ…

ଧର୍ମଶାଳା ପୋଲିସର ଅଭିନବ ପ୍ରୟାସ, କର୍ମଚାରୀଙ୍କ ସହ ସାଇକେଲ ଚଢି ଲୋକଙ୍କୁ କଲେ ସଚେତନ

ଯାଜପୁର (କେନ୍ୟୁଜ) ଲକଡାଉନକୁ ସଫଳ କରିବା ପାଇଁ ପୋଲିସ ପ୍ରଶାସନ ଦିନ ରାତି ଏକ କରିଦେଇଛି । ଆଇନଶୃଙ୍ଖଳାର ତଦାରଖ କରିବା ସହ ଲୋକମାନଙ୍କୁ ସଚେତନ କରାଇବା ଓ ସେମାନଙ୍କର ସୁରକ୍ଷା ମଧ୍ୟ ସେମାନଙ୍କ ଦାୟିତ୍ୱ । ଏଭଳିସ୍ଥଳେ ଲକଡାଉନ ସମୟରେ କିଛି ଅମାନିଆଙ୍କ ପାଇଁ ପୋଲିସ ପ୍ରଶାସନ କଠୋର…