Browsing Tag

cyclone forecast

ବିଦେଶୀ ସଂସ୍ଥାଙ୍କ ବାତ୍ୟା ଆକଳନ: ଗୁଜବକୁ ବିଶ୍ୱାସ ନକରିବା ପାଇଁ କହିଲା ଆଇଏମଡି

(କେନ୍ୟୁଜ): ଆସନ୍ତା ସପ୍ତାହର ଶେଷ ଆଡ଼କୁ ବାତ୍ୟା ସମ୍ଭାବନା। ବିଦେଶୀ ସଂସ୍ଥାଙ୍କ ବିଭିନ୍ନ ମଡେଲ ଏହି ଆକଳନ କରୁଛନ୍ତି। କିନ୍ତୁ ଏହାର ଗତିପଥ ଓ ତୀବ୍ରତା ନେଇ ଭିନ୍ନଭିନ୍ନ ମତ ରହି ଆସୁଛି। ୟୁରୋରୀୟ ମଡେଲ ECMWF ମୁତାବକ, ୨୩ ତାରିଖରେ ଓଡ଼ିଶା ଉପକୂଳ ପାଖରେ ପହଞ୍ଚିବ ବାତ୍ୟା। କିନ୍ତୁ…

ଆସୁଛି ବାତ୍ୟା ଅସାନୀ: ଅଶାନ୍ତ ହେଲାଣି ବଙ୍ଗୋପସାଗର, ଆଜି ଡିପ୍ରେସନ୍‌ରେ ପରେ ଆସନ୍ତାକାଲି ଦାନା ବାନ୍ଧିବ…

ଭୁବନେଶ୍ବର(କେନ୍ୟୁଜ):ଅଶାନ୍ତ ହେଉଛି ବଙ୍ଗୋପସାଗର । ଆସୁଛି ବାତ୍ୟା ଅସାନୀ । ଲଘୁଚାପ କ୍ଷେତ୍ର ଆଜି ଡିପ୍ରେସନ୍‌ରେ ପରିଣତ ହେବ। ଆସନ୍ତାକାଲି ଦାନା ବାନ୍ଧିବ ସାଇକ୍ଲୋନ୍‌ ଅସାନୀ । ୧୦ ତାରିଖରେ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ…

ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହ SRCଙ୍କ ଆଲୋଚନା, ଲୋକଙ୍କୁ ନିରାପଦ ସ୍ଥାନକୁ ପ୍ରାଥମିକତା…

ଭୁବନେଶ୍ବର(କେନ୍ୟୁଜ): ସମ୍ଭାବ୍ୟ ବାତ୍ୟା ନେଇ ସ୍ପଷ୍ଟ ଚିତ୍ର ମିଳିନଥିଲେ ବି ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍‌ସିଂରେ ଆଲୋଚନା କରିଛନ୍ତି SRC । ଭିସିରେ ପ୍ରସ୍ତୁତ କରାଯାଉଛି ଆକ୍ସନ ପ୍ଲାନ । ସମ୍ଭାବ୍ୟ…

୮ ତାରିଖ ସକାଳ ସୁଦ୍ଧା ଏକ ଅବପାତରେ ପରିଣତ ହେବ ଲଘୁଚାପ: ଆଣ୍ଡାମାନ ସାଗର ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ

କେନ୍ୟୁଜ୍(ବ୍ୟୁରୋ):  ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତା'ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି । ସକାଳ ୫ଟା ୩୦ରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ପ୍ରଭାବରେ ଆସନ୍ତା ୬ ତାରିଖ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଲଘୁଚାପ କ୍ଷେତ୍ର କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ…