Browsing Tag

cyclone sitrang

ବାଂଲାଦେଶରେ ସି-ତ୍ରାଙ୍ଗ୍‌ ତାଣ୍ଡବରେ ଗଲାଣି ୧୮ ଜଣଙ୍କ ଜୀବନ,୨ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତର

ଢାକା : ବାଂଲାଦେଶରେ ତାଣ୍ଡବ କଲା ସି-ତ୍ରାଙ୍ଗ୍‌, ୧୮ ଜଣଙ୍କ ଜୀବନ ନେଲାଣି ବାତ୍ୟା । ବ୍ୟାପକ କ୍ଷୟକ୍ଷତି କରିଛି । ୧୦ ହଜାରରୁ ଅଧିକ ଘର ଭାଙ୍ଗି ଦେଇଛି। ଗଛ ଉପୁଡ଼ିଛି । ବିଜୁଳି ଖୁଣ୍ଟ ଶୋଇଛି। ୬ ହଜାର ହେକ୍ଟର ଚାଷ ଜମି ଆଉ ହଜାରେ ଚିଙ୍ଗୁଡ଼ି ଘେରି ଉଜାଡ଼ି ଦେଇଛି। ସ୍ଥାନାନ୍ତର ହୋଇଛନ୍ତି…

ବାଂଲାଦେଶର ବରିସାଲ୍‌ ନିକଟରେ ଲାଣ୍ଡଫଲ୍‌ କଲା ବାତ୍ୟା ସି-ତ୍ରାଙ୍ଗ: ଅନେକ ସ୍ଥାନରେ ଉପୁଡ଼ିଲା ଗଛ, ୯ ଜଣଙ୍କ ମୃତ୍ୟୁ

କେନ୍ୟୁଜ୍: ଲାଣ୍ଡଫଲ୍‌ କଲା ବାତ୍ୟା ସି-ତ୍ରାଙ୍ଗ । ଗତକାଲି ରାତିରେ ବାଂଲାଦେଶର ବରିସାଲ୍‌ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି । ରାତି ସାଢ଼େ ୯ଟାରୁ ସାଢ଼େ ୧୧ଟା ଭିତରେ ବାଂଲାଦେଶ ଉପକୂଳର ବରିସାଲ ନିକଟ ତିନ୍‌କୋଣା ଓ ସାନ୍‌ଦ୍ୱୀପ୍‌ ମଧ୍ୟରେ ଲାଣ୍ଡଫଲ୍‌ କରିଛି ବାତ୍ୟା । ଏହାପରେ ଦୁର୍ବଳ…

ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀଙ୍କ ଆକଳନ, ଲ୍ୟାଣ୍ଡଫଲ କରିବା ପୂର୍ବରୁ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ…

ଭୁବନେଶ୍ୱର(କେନ୍ୟୁଜ): ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ୍‌ ନିକୋଲ୍‌ସଙ୍କ ଆକଳନ ଅନୁଯାୟୀ ଲ୍ୟାଣ୍ଡଫଲ କରିବା ପୂର୍ବରୁ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ସିତ୍ରାଙ୍ଗ। ସୋମବାର ରାତି କିମ୍ବା ମଙ୍ଗଳବାର ଭୋରରେ ବାଂଲାଦେଶର ବରିସାଲରେ ଲ୍ୟାଣ୍ଡଫଲ କରିବ ବାତ୍ୟା।…

ଆଜିଠୁ ଓଡ଼ିଶାର ବଢ଼ିବ ବର୍ଷା ଓ ପବନ, ସମସ୍ତ ବନ୍ଦର ପାଇଁ ୩ ନମ୍ବର ବିପଦ ସଙ୍କେତ ଜାରି

ଭୁବନେଶ୍ୱର(କେନ୍ୟୁଜ୍): ଓଡ଼ିଶାକୁ ନାହିଁ ବାତ୍ୟା ବିପଦ । କିନ୍ତୁ ଆଜିଠୁ ଓଡ଼ିଶାର ବର୍ଷା ଓ ପବନ ବଢ଼ିବ । ସମସ୍ତ ବନ୍ଦର ପାଇଁ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଓଡ଼ିଶା ଉପକୂଳରେ ଆଜି ପବନର ବେଗ ୪୦ରୁ ୫୦ କିଲୋମିଟର ଓ ସର୍ବାଧିକ ୬୦ କିଲୋମିଟର ରହିପାରେ । ସନ୍ଧ୍ୟାରେ ପବନର ବେଗ ବଢ଼ି…

ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ବାତ୍ୟା ସି-ତ୍ରାଙ୍ଗ: ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ କରୁଛି ଗତି, ଆଜି ନେବ ଭୀଷଣ…

କେନ୍ୟୁଜ୍ : ବଙ୍ଗୋପସାଗରରେ ଆଗକୁ ବଢୁଛି ବାତ୍ୟା ସି-ତ୍ରାଙ୍ଗ । ଆଜି ଭୀଷଣ ବାତ୍ୟାର ରୂପ ନେବ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ସି-ତ୍ରାଙ୍ଗ । ଏବେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ସମୁଦ୍ର ଭିତରୁ ଅଧିକ ବଳ ଗୋଟାଇ ଶକ୍ତିଶାଳୀ ହେଉଛି । ଆଗାମୀ…