ଡାବୁଗାଁ ବିଧାୟକଙ୍କ ସରକାରୀ ବାସଭବନରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ସିସିଟିଭିରେ ସମସ୍ତ ଦୃଶ୍ୟ କଏଦ
ଭୁବନେଶ୍ୱର: ବିଧାୟକଙ୍କ ଘରୁ ଚୋରି। ଡାବୁଗାଁ ବିଧାୟକଙ୍କ ସରକାରୀ ବାସଭବନରୁ ଚୋରି ହୋଇଥିବା ନେଇ ଖବର ମିଳିଛି। ଭୁବନେଶ୍ୱର ୟୁନିଟ ୪ ଅଂଚଳରେ ଥିବା ତାଙ୍କ ସରକାରୀ ବାସଭବନରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ।
ସିସିଟିଭିରେ ଚୋରିର ସମସ୍ତ ଦୃଶ୍ୟ କଏଦ ହୋଇଛି। ଏନେଇ ଖବର ପାଇବା ପରେ…