Below header

ଡାବୁଗାଁ ବିଧାୟକଙ୍କ ସରକାରୀ ବାସଭବନରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ସିସିଟିଭିରେ ସମସ୍ତ ଦୃଶ୍ୟ କଏଦ

ଭୁବନେଶ୍ୱର: ବିଧାୟକଙ୍କ ଘରୁ ଚୋରି। ଡାବୁଗାଁ ବିଧାୟକଙ୍କ ସରକାରୀ ବାସଭବନରୁ ଚୋରି ହୋଇଥିବା ନେଇ ଖବର ମିଳିଛି। ଭୁବନେଶ୍ୱର ୟୁନିଟ ୪ ଅଂଚଳରେ ଥିବା ତାଙ୍କ ସରକାରୀ ବାସଭବନରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ।

ସିସିଟିଭିରେ ଚୋରିର ସମସ୍ତ ଦୃଶ୍ୟ କଏଦ ହୋଇଛି। ଏନେଇ ଖବର ପାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଂଚି ସିସିଟିଭି ଫୁଟେଜ୍ ଆଧାରରେ ଛାନବିନ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.