ପତ୍ନିହନ୍ତା ପତିକୁ ଫାଶୀ ଦଣ୍ଡ, ୨୦୨୨ ଜୁନ ଘଟିକିଆ ଗାଆଁରେ ଘଟିଥିଲା ହତ୍ୟାକାଣ୍ଡ
ଭୁବନେଶ୍ୱର : ପତ୍ନିହନ୍ତା ପତିକୁ ମିଳିଲା ଫାଶୀ ଦଣ୍ଡ l ୨୦୨୨ ଜୁନ ୯ ଘଟିକିଆ ଗାଆଁ ରେ ଘଟିଥିଲା ଛତିଥରା ଅଘଟଣ l ସ୍ତ୍ରୀକୁ ସୁରକ୍ଷା ଦେବା ପାଇଁ ରକ୍ଷାକର୍ତ୍ତା ସ୍ଵାମୀ କିଛି ଟଙ୍କା ପାଇଁ ସାଜିଥିଲି ପିଶାଚ l ନିଶା ଖାଇବା ପାଇଁ ସ୍ତ୍ରୀ ଟଙ୍କା ନ ଦେବାରୁ ନିର୍ମମ ଭାବେ କରିଥିଲା…