ଆକ୍ସନ୍ ମୋଡରେ ଖୁଣ୍ଟୁଣି ଓ ତିଗିରିଆ ପୋଲିସ, ଡ଼ାଳୁଆ ସଂରକ୍ଷିତ ଜଙ୍ଗଲରୁ ଶହ ଶହ ଲିଟର ରନ୍ଧା ଦେଶୀ ମଦ ଜବତ
ତିଗିରିଆ : ଆକ୍ସନ୍ ମୋଡରେ ଖୁଣ୍ଟୁଣି ଓ ତିଗିରିଆ ପୋଲିସ୍ । ଚୋରା ଦେଶୀ ମଦ ଭାଟି ଉପରେ ବଡ଼ ଧରଣ ଚଢାଉ । ଖୁଣ୍ଟୁଣି ଥାନା ଅନ୍ତର୍ଗତ ଡାଳୁଆ ସଂରକ୍ଷିତ ଜଙ୍ଗଲରେ ଚଢାଉ କରି ଶହ ଶହ ଲିଟର ରନ୍ଧା ଦେଶୀ ମଦ ଜବତ କରାଯାଇଛି । ମଦ ପ୍ରସ୍ତୁତ ପୋଚ ନଷ୍ଟ ସହିତ ଚୋରା ଦେଶୀ ମଦ ପାଇଁ ବ୍ୟବହୃତ…