Browsing Tag

development

ନୂଆ ରୂପରେ ସଜ୍ଜା ଯାଉଛି କଟକ, ଉଦଘାଟନ ହେବ ଆର୍ଟ ଗ୍ୟାଲେରୀ

କଟକ(କେନ୍ୟୁଜ): ଓଡ଼ିଶାରେ ଅନେକ କଳାକାର ଅଛନ୍ତି କିନ୍ତୁ ସେମାନଙ୍କ କଳା ଲୋକଲୋଚନ ସାମ୍ନାକୁ ଆସି ପାରୁନାହିଁ । ଏନେଇ ନୂଆ ପ୍ରଚେଷ୍ଟା ଆରମ୍ଭ କରାଯାଇଛି । ସମୟକ୍ରମେ ଅଧିକରୁ ଅଧିକ ଝଲସିବା ଆରମ୍ଭ କରୁଛି ସାଂସ୍କୃତିକ ପ୍ରାଣକେନ୍ଦ୍ର ରୌପ୍ୟ ନଗରୀ ହଜାର ବର୍ଷର ସହର କଟକ। ନୂଆ ନୂଆ ବିଷୟକୁ…

ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ, ନାରିକେଳ ଡେଭଲପମେଣ୍ଟ ବୋର୍ଡରେ ଖାଲିପଡିଛି ପଦବୀ

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। କୋକୋନଟ ଡେଭଲପମେଣ୍ଟ ବୋର୍ଡ ପକ୍ଷରୁ ନୋଟିଫିକେସନ ଜାରି କରାଯାଇଛି। ଏହା ଅଧିନରେ ବୋର୍ଡ ଡେଭଲପମେଣ୍ଟ ଅଫିସର ସହିତ ୭୮ ପଦବୀ ଖାଲିପଡିଛି। ଯେଉଁମାନେ ଆବେଦନ କରିବାକୁ ଇଚ୍ଛୁକ ସେମାନେ ରୋଜଗାର ସମାଚାର ପତ୍ରର ବିଜ୍ଞାପନ ପ୍ରକାଶିତ ହେବାର…

ଗର୍ଭାବସ୍ଥା ସମୟରେ ଖାଆନ୍ତୁ ବିଟ୍, ଶିଶୁର ମେରୁଦଣ୍ଡ ବିକାଶ ପାଇଁ ହୋଇଥାଏ ସହାୟକ

ବିଟ୍ ଶରୀରର ଶକ୍ତି ବୃଦ୍ଧି କରିବା ସହ ମାଂସପେଶୀ ଶକ୍ତ କରିଥାଏ । ଏଥିରେ ଭିଟାମିନ- ସି, ଭିଟାମିନ-ଏ ଓ ଭିଟାମିନ-ବି ୬ ସାଙ୍ଗକୁ ଫୋଲିକ୍ ଏସିଡ୍‌, ଜିଙ୍କ୍‌, ପ୍ରୋଟିନ୍‌, କାର୍ବୋହାଇଡେଟ୍‌, ଫ୍ୟାଟ୍‌, ଫାଇବର୍‌, ସୋଡିୟମ୍‌, ପୋଟାସିୟମ୍‌, ମାଗ୍ନେସିୟମ୍ ଓ ଆଇରନ୍ ଆଦି ଭରପୁର ମାତ୍ରାରେ…

ଶ୍ରୀକ୍ଷେତ୍ର ପାଇଁ ଆଉ ୪୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କଲେ ରାଜ୍ୟ ସରକାର, ଶ୍ରୀମନ୍ଦିର ଚାରିପଟେ ଜମି ଅଧିଗ୍ରହଣ…

ପୁରୀ(କେନ୍ୟୁଜ୍):  ଶ୍ରୀକ୍ଷେତ୍ର ପାଇଁ ଆଉ ୪୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା । ସୁରକ୍ଷା ଜୋନରେ ଜମି ଅଧି ଅଗ୍ରହଣ ପାଇଁ ରାଜ୍ୟ ସରକାର ଏହି ଅର୍ଥ ରାଶି ଅନୁମୋଦନ କରିଛନ୍ତି । ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ଏସମ୍ପର୍କିତ ବିଜ୍ଞପ୍ତି। ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ପାଇଁ ଜମି…

ବିକାଶ ରାସ୍ତାରେ ଆଗେଇବ ପୁରୀ, ବିକାଶ ପାଇଁ ୨୬୫ କୋଟି ଟଙ୍କାର ପ୍ରକଳ୍ପ ହେବ ଆରମ୍ଭ

ପୁରୀର ବିକାଶ ପାଇଁ ୨୬୫ କୋଟି ଟଙ୍କାର ପ୍ରକଳ୍ପ। ଅନ୍ୟାନ୍ୟ ପ୍ରକଳ୍ପ ସହ ୧୨୫୦ଟି ଦୋକାନ ଘର ନିର୍ମାଣ କରାଯିବ । ପୁରୀ ସହରର ଭିତ୍ତିଭୂମି ବିକାଶ ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଅଭଡ଼ା ଯୋଜନାରେ ୫ଗୋଟି…