Browsing Tag

dgp abhaya

ମାଲକାନଗିରି ଗସ୍ତରେ ଡିଜିପି ଅଭୟ, ମାଓଗଡ଼ ଜୋଡାମ୍ବ ଓ କାଲିମେଳାରେ ଉଦଘାଟନ କରିବେ ମଡେଲ ଥାନା ବିଲ୍ଡିଂ

ମାଲକାନଗିରି(କେନ୍ଯୁଜ୍): ମାଲକାନଗିରି ଗସ୍ତରେ ଡିଜିପି ଅଭୟ। ଏହି ଗସ୍ତରେ ସ୍ୱାଭିମାନ ଅଞ୍ଚଳର ମାଓ ଗଡ଼ ଭାବେ ପରିଚିତ ଜୋଡାମ୍ବ ଓ କାଲିମେଳାରେ ମଡେଲ ଥାନା ବିଲ୍ଡିଂ ଉଦଘାଟନ କରିବେ ଡିଜିପି ଅଭୟ। ଦିନ ୧୧ଟାରେ ପ୍ରଥମେ ସ୍ୱାଭିମାନ ଅଞ୍ଚଳର ଯୋଡାମ୍ବରେ ହେଲିକପ୍ଟର ଯୋଗେ ଓହ୍ଲାଇବେ।…

ଡ୍ରଗ୍ସ କାରବାର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଓଡ଼ିଶା ପୋଲିସ୍ : ପୋଲିସ ଡିଜି

ଭୁବନେଶ୍ବର: ଡ୍ରଗ୍ସ କାରବାର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଓଡ଼ିଶା ପୋଲିସ୍ । ଏହି ଦାୟିତ୍ୱ ସ୍ପେଶାଲ ଟାସ୍କ ଫୋର୍ସକୁ ନ୍ୟାସ୍ତ କରାଯାଇଛି । ଏସଟିଏଫକୁ ଅଧିକ ସଦୃଢ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ରାଜ୍ୟ ସରକାର ଏସଟିଏଫରେ ନୂଆ ୨୭ଟି ପଦବୀ ମଞ୍ଜୁର କରିଛନ୍ତି ।…

ଯାଜପୁରରେ ଓଡିଶା ପୋଲିସ ଡିଜି ଶ୍ରୀ ଅଭୟ, ଜିଲ୍ଲାରେ ଜାରି ହୋଇଥିବା ସଟଡାଉନ ସହ ଲକଡାଉନର କଲେ ସମୀକ୍ଷା

ଯାଜପୁର (କେନ୍ୟୁଜ): ଯାଜପୁର ଗସ୍ତରେ ଓଡିଶା ପୋଲିସ ଡିଜି ଶ୍ରୀ ଅଭୟ। ଆଜି ପୋଲିସ ଡିଜି ପାଣିକୋଇଲି ଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଂଚି ଜିଲ୍ଲାର ବିଭିନ ଅଂଚଳରେ ଜାରି ହୋଇଥିବା ସଟଡାଉନ ଓ ଲକଡାଉନର ସମୀକ୍ଷା କରିଥିଲେ। ଏଥିସହ ପୋଲିସ ହେଲ୍ପ ଲାଇନ ୧୦୦ କାର୍ଯ୍ୟକ୍ଷମ…

ମାଲକାନଗିରିରେ ମାଓ ଅପରେସନ୍‌ ନେଇ DGPଙ୍କ ପ୍ରେସ୍‌ମିଟ, ଓଡ଼ିଶା ପୋଲିସକୁ ବଡ଼ ସଫଳତା

ମାଲକାନଗିରି: ମାଲକାନଗିରି ମାଓ ଅପରେସନ୍‌ ନେଇ DGPଙ୍କ ପ୍ରେସ୍‌ମିଟ। ଓଡ଼ିଶା ପୋଲିସକୁ ବଡ଼ ସଫଳତା । ଆଜି ପର୍ଯ୍ୟନ୍ତ ହୋଇଥିବା ସବୁଠୁ ବଡ଼ ଅପରେସନ। ଅପରେସନ୍‌ରେ BSF ଓ CRPF ମଧ୍ୟ ସାମିଲ ଥିଲେ। ମାଓ ଆଡ୍ଡାରୁ ବିପୁଳ ଅସ୍ତ୍ରଶସ୍ତ୍ର ସହିତ  LMG, SLR, ୩ଟି INSAS ରାଇଫଲ୍‌ ଜବତ…