Below header

ମାଲକାନଗିରିରେ ମାଓ ଅପରେସନ୍‌ ନେଇ DGPଙ୍କ ପ୍ରେସ୍‌ମିଟ, ଓଡ଼ିଶା ପୋଲିସକୁ ବଡ଼ ସଫଳତା

ମାଲକାନଗିରି: ମାଲକାନଗିରି ମାଓ ଅପରେସନ୍‌ ନେଇ DGPଙ୍କ ପ୍ରେସ୍‌ମିଟ। ଓଡ଼ିଶା ପୋଲିସକୁ ବଡ଼ ସଫଳତା । ଆଜି ପର୍ଯ୍ୟନ୍ତ ହୋଇଥିବା ସବୁଠୁ ବଡ଼ ଅପରେସନ। ଅପରେସନ୍‌ରେ BSF ଓ CRPF ମଧ୍ୟ ସାମିଲ ଥିଲେ।

dgpମାଓ ଆଡ୍ଡାରୁ ବିପୁଳ ଅସ୍ତ୍ରଶସ୍ତ୍ର ସହିତ  LMG, SLR, ୩ଟି INSAS ରାଇଫଲ୍‌ ଜବତ କରାଯାଇଛି । ଷ୍ଟେନ୍‌ ଗନ୍‌, ପିସ୍ତଲ ଓ ବିପୁଳ ପରିମାଣର ଗୁଳି ଜବତ । ସ୍ୱାଭିମାନ ଅଞ୍ଚଳରୁ ମିଳିଛି ଅଧିକ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଅପରେସନ୍‌ ପାଇଁ ଓଡ଼ିଶା ପୋଲିସକୁ ପୋଲିସ DG ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.