Browsing Tag

dhabaleswar temple

ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ଧବଳେଶ୍ବର ପୀଠ, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଆଠଗଡ (କେନ୍ୟୁଜ): ଆଜି ପବିତ୍ର ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ଧବଳେଶ୍ବର ପୀଠ । ଆଠଗଡରେ ବାବା ଧବଳେଶ୍ଵରଙ୍କ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଭୋର ୪ଟାରୁ ମନ୍ଦିର ଦ୍ଵାର ଫିଟାଯାଇ ବାବାଙ୍କ ନୀତିକାନ୍ତି କରାଯାଇଥିଲା । ପରେ ସାଧାରଣ ଦର୍ଶନ ପାଇଁ ଦ୍ଵାର…

ପ୍ରଶାସନ-ପୂଜକ ଆଲୋଚନା ବିଫଳ: ଧବଳେଶ୍ୱର ମନ୍ଦିର ମୁଖ୍ୟ ଦ୍ୱାର କବାଟ ଭାଙ୍ଗି ଧସେଇ ପଶିଲେ ଶ୍ରଦ୍ଧାଳୁ

ଆଠଗଡ଼ (କେନ୍ୟୁଜ): ଧବଳେଶ୍ୱର ପୀଠ ମୁଖ୍ୟ ଦ୍ୱାର କବାଟ ଭାଙ୍ଗି ଧସେଇ ପଶିଲେ ଶ୍ରଦ୍ଧାଳୁ । କାଲିଠୁ ଦର୍ଶନରୁ ବଞ୍ଚିତ ଥିଲେ ଯାହା ଦ୍ୱାରା ଆଜି ଦ୍ୱାର ଭାଙ୍ଗି ଦର୍ଶନ କରିଛନ୍ତି । ଆଜି ବଡ଼ଓଷା ଥିବାରୁ ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଆସିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ପ୍ରଶାସନ ଓ ସେବାୟତଙ୍କ…

ପଞ୍ଚୁକ ପାଇଁ ଧବଳେଶ୍ବରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ଶାନ୍ତି ଶୃଙ୍ଖଳାର ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା

ଆଠଗଡ଼ (କେନ୍ୟୁଜ): ପବିତ୍ର ପଞ୍ଚୁକ ପାଇଁ ଚଳଚଞ୍ଚଳ ଆଠଗଡ଼ର ପ୍ରସିଦ୍ଧ ବାବା ଧବଳେଶ୍ବରଙ୍କ ପୀଠ। ବାବାଙ୍କ ଦର୍ଶନ ପାଇଁ ପୀଠରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ରାତ୍ର ୪ ଟାରୁ ପହଡ ଖୋଲିବା ପରେ ୧୦୮ କଳସ ଜଳରେ ବାବାଙ୍କୁ ସ୍ନାନ କରାଯାଇଥିଲା । ପୂଜାର୍ଚ୍ଚନା ସହ ମଙ୍ଗଳ ଆଳତୀ…

ଆଜିଠୁ ସହଜ ହେବ ଧବଳେଶ୍ୱରଙ୍କ ଦର୍ଶନ, ପୂଜାର୍ଚ୍ଚନା ପରେ ଖୋଲିଲା କଂକ୍ରିଟ ସେତୁ

ଆଠଗଡ଼ (କେନ୍ୟୁଜ): ଧବଳେଶ୍ୱରକୁ କଂକ୍ରିଟ ସେତୁ। ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରୁ ପୀଠକୁ ଯାତାୟତ ପାଇଁ ଏହି କଂକ୍ରିଟ ସେତୁ ନିର୍ମାଣ କରାଯାଇଛି। ପୂଜା ପାଠ ପରେ ସେତୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି। ଫଳରେ ପୀଠକୁ ଯିବା ଆସିବା ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ…

ଧବଳେଶ୍ୱର ପୀଠରେ ନଭେମ୍ବର ୪ ରୁ ୮ ପର୍ଯ୍ୟନ୍ତ ଚାଲିବ ପଞ୍ଚୁକ ବ୍ରତ, ୬ରେ ପାଳନ ହେବ ବଡ଼ଓଷା

ଆଠଗଡ଼ (କେନ୍ୟୁଜ୍): ନଭେମ୍ବର ୪ ରୁ ୮ ପର୍ଯ୍ୟନ୍ତ ଚାଲିବ ପଞ୍ଚୁକ ବ୍ରତ । ଆଠଗଡ଼ ଧବଳେଶ୍ୱର ପୀଠରେ ୬ ତାରିଖରେ ବଡ଼ଓଷା ପାଳନ ହେବ । ଏନେଇ କଟକ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ସ୍ୱାସ୍ଥ୍ୟ,ପରିମଳ, ଟ୍ରାଫିକ ଓ…

ମହାଶିବରାତ୍ରୀ ଅବସରରେ ଶୈବପୀଠ ଧବଳେଶ୍ୱରରେ ୧୪୪ ଧାରା ଲାଗୁ, କପିଳାସରେ ବି ବାହାର ଜିଲ୍ଲାର ଭକ୍ତଙ୍କୁ ବାରଣ

କଟକ/ଢେଙ୍କାନାଳ(କେନ୍ଯୁଜ୍): ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ପାଳନ ହେଉଛି ମହାଶିବରାତ୍ରୀ । କଟକ ଜିଲ୍ଲାର ପ୍ରମୁଖ ଶୈବପୀଠ ଧବଳେଶ୍ୱରରେ ୧୪୪ ଧାରା ଲାଗୁ କରାଯାଇଛି । କିନ୍ତୁ ଜିଲ୍ଲା ଅନ୍ୟ ସମସ୍ତ ଶୈବପୀଠରେ ଭକ୍ତଙ୍କ ଭିଡ଼ ଲାଗିଛି । ୧୪ଶହ ଖ୍ରୀଷ୍ଟାବ୍ଦର ଶୈବପୀଠ ହଂସନାଥଙ୍କ ପୀଠରେ…

ଆଜି ସକାଳ ୬ଟାରୁ ଆରଡ଼ି ଅଖଣ୍ଡଳମଣୀ ପୀଠ ବନ୍ଦ, ଧାରଣାରେ ଯୁବ ସେବାୟତ

ଚାନ୍ଦବାଲି(କେନ୍ଯୁଜ୍): ସକାଳ ୬ଟାରୁ ଆରଡ଼ି ଅଖଣ୍ଡଳମଣୀ ପୀଠ ବନ୍ଦ । ବାବାଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି ଭକ୍ତ । ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ପୀଠରେ ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଧାରଣାରେ ବସିଛନ୍ତି ଯୁବ ସେବାୟତ ମାନେ । ସକାଳ ୬ ଟାରୁ ମନ୍ଦିର ସମ୍ମୁଖରେ ଧାରଣା ଦିଆଯାଇଛି…

କାର୍ତ୍ତିକ ପୂର୍ଣ୍ଣିମାରେ ଯୋଗୀ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର

ଆଠଗଡ଼ (କେନ୍ଯୁଜ୍): କାର୍ତ୍ତିକ ପୂର୍ଣ୍ଣିମାରେ ଯୋଗୀ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର। ସରକାରଙ୍କ କୋଭିଡ୍‌ କଟକଣା ପାଇଁ ଏହି ଦେବ ଦୁର୍ଲଭ ବେଶକୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ। ଧବଳେଶ୍ୱର ପୀଠରେ ୧୪୪ଧାରା ଲାଗୁ କରିଛି ଆଠଗଡ଼ ପ୍ରଶାସନ। ଭକ୍ତଙ୍କୁ ମନ୍ଦିର ପ୍ରବେଶ ମନା…

ଧବଳେଶ୍ବରଙ୍କ ପୀଠରେ ଚାଲିଛି ଜାଗର ପର୍ବ, ଚଳିତ ବର୍ଷ ପ୍ରଥମ ଥର ପାଇଁ ମହାପ୍ରଭୁ ୫୦କେଜି ରୂପାର ବିମାନରେ କରିବେ…

ଆଠଗଡ: ଆଜି ହେଉଛି ମହାଶିବରାତ୍ରି ବା ଜାଗର ପର୍ବ । ସେଥିପାଇଁ କଟକ ଜିଲ୍ଲାର ଅନ୍ୟତମ ଶୈବ ପୀଠ ବାବା ଧବଳେଶ୍ବର ପୀଠରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପବିତ୍ର ଜାଗରରେ ଧବଳେଶ୍ଵରଙ୍କ ପାଖରେ ଲାଗି ହେବ ପ୍ରସିଦ୍ଧ ମାଣ୍ଡୁଅ ଭୋଗ । ଚଳିତ ବର୍ଷ କୋଭିଡ କଟକଣା ପାଇଁ ସକାଳ ୬ଟାରୁ ଆସନ୍ତା କାଲି…

ଆଜିଠୁ ଖୋଲିଲା ପ୍ରସିଦ୍ଧ ବାବା ଧବଳେଶ୍ଵରଙ୍କ ମନ୍ଦିର: ପ୍ରଥମେ ଦର୍ଶନ କରୁଛନ୍ତି ପୂଜକଙ୍କ ପରିବାର, ୧୧ରୁ ସର୍ବସାଧାରଣ…

କଟକ : ଆଜିଠୁ ଖୋଲିଲା କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ମନ୍ଦିର। ସରକାରଙ୍କ କୋଭିଡ ନିୟମ ଅନୁସାରେ ଖୋଲିଛି ବାବା ଧବଳେଶ୍ୱରଙ୍କ ପୀଠ । ଆଜି ପୂଜକଙ୍କ ପରିବାର , ୯ ଓ ୧୦ରେ ମଞ୍ଚେଶ୍ଵର ପଞ୍ଚାୟତ ଓ ୧୧ ତାରିଖରୁ ସର୍ବସାଧାରଣ ଦର୍ଶନ କରିପାରିବେ। ଗୋଟିଏ ଥରରେ ୫୦ ଜଣ…