Browsing Tag

Dhamnagar bypoll

ଧାମନଗର ଉପନିର୍ବାଚନ ପାଇଁ ଚାଲିଛି ମତଦାନ: ସକାଳ ୯ଟା ସୁଦ୍ଧା ୧୦.୨୫ ପ୍ରତିଶତ ଭୋଟିଂ

ଭଦ୍ରକ(କେନ୍ୟୁଜ୍):ଧାମନଗର ଉପନିର୍ବାଚନ ପାଇଁ ଚାଲିଛି ମତଦାନ । କଡ଼ା ସୁରକ୍ଷା ଭିତରେ ଭୋଟ୍‌ ଗ୍ରହଣ କରାଯାଉଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ସକାଳ ୯ଟା ସୁଦ୍ଧା ୧୦.୨୫ ପ୍ରତିଶତ ଭୋଟିଂ ହୋଇଛି । ଲାଇନରେ ଆସି ପରିଚୟପତ୍ର ଦେଖାଇ ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି ଧାମନଗର ଭୋଟର…

ଧାମନଗର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ, କଡ଼ା ସୁରକ୍ଷା ଭିତରେ ଚାଲିଛି ଭୋଟ୍‌ ଗ୍ରହଣ

ଭଦ୍ରକ(କେନ୍ୟୁଜ୍):ଧାମନଗର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ । କଡ଼ା ସୁରକ୍ଷା ଭିତରେ ଭୋଟ୍‌ ଗ୍ରହଣ କରାଯାଉଛି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଚାଲିବ ଭୋଟିଂ । ସକାଳୁ ପ୍ରଥମେ ମକ୍‌ ଭୋଟିଂ କରାଯାଇଥିଲା । ୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୩୮ହଜାର ୪୧୭ ଭୋଟର୍‌ ।…

ଧାମନଗରରେ ଆଜିଠୁ ଆହୁରି ଜମିବ କ୍ୟାମ୍ପେନିଂ, ପ୍ରଚାର ଯୁଦ୍ଧରେ ତିନି ରାଜନୈତିକ ଦଳର ହାଇଭୋଲଟେଜ୍‌

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠୁ ଆହୁରି ଜମିବ କ୍ୟାମ୍ପେନିଂ। ଜୋରଦାର ହେବ ପ୍ରଚାର ଯୁଦ୍ଧ। ତିନି ରାଜନୈତିକ ଦଳ ହାଇଭୋଲଟେଜ୍‌ କ୍ୟାମ୍ପେନ୍‌ ଚଳାଇଛନ୍ତି । ଧାମନଗରରେ ପ୍ରଚାରକୁ ଜୋରଦାର କରିଛି ବିଜେଡି । ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମକୁ ତ୍ୱରାନ୍ଵିତ କରିଛି । ଗାଁ ଗାଁ ବୁଲି ବିଜେଡି…

ଧାମନଗର ବ୍ୟାଟଲ ଗ୍ରାଉଣ୍ଡ ପ୍ରସ୍ତୁତ: ଆଜିଠୁ ଷ୍ଟାର ପ୍ରଚାରକ ଓ ହେଭିୱେଟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ

ଭଦ୍ରକ(କେନ୍ୟୁଜ୍):ଧାମନଗର ବ୍ୟାଟଲ ଗ୍ରାଉଣ୍ଡ ପ୍ରସ୍ତୁତ । ଆଜିଠୁ ଜମିବ ପ୍ରଚାର ଲଢ଼େଇ । ଧାମନଗର ଉପନିର୍ବାଚନରେ ଅଛନ୍ତି ୫ ପ୍ରାର୍ଥୀ । ମଇଦାନରେ ଅଛନ୍ତି ବିଜେଡିର ଅବନ୍ତୀ ଦାସ, ବିଜେପିର ସୂର୍ଯ୍ୟବଂଶୀ ସୂରଜ, କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ। ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଓ…

ଧାମନଗରରେ ଉଷ୍ଣ ହେଉଛି ରାଜନୀତି: ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ

ଭଦ୍ରକ(କେନ୍ୟୁଜ୍): ଉପନିର୍ବାଚନ ତାରିଖ ପାଖେଇବା ସହ ଧାମନଗରରେ ଉଷ୍ଣ ହେଉଛି ରାଜନୀତି । ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସେହିପରି ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁତୁରା ଶୁଭ୍ର ନାରାୟଣ ସେଠୀ ବି ସ୍ୱାଧୀନ…

ଧାମନଗର ଉପନିର୍ବାଚନ ପାଇଁ ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି, ପ୍ରଚାର ମଙ୍ଗ ଧରିବେ ସୁପ୍ରିମୋ ନବୀନ…

ଭଦ୍ରକ(କେନ୍ୟୁଜ୍):ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପରେ ପ୍ରଚାର ପାଇଁ ଆରମ୍ଭ ହେଲାଣି ସଜବାଜ । ତିନି ରାଜନୈତିକ ଦଳ ନିଜ ନିଜର ଷ୍ଟାର ପ୍ରଚାରକ ତାଲିକା ଜାରି କରିଛନ୍ତି । ବିଜେଡିର ପ୍ରଚାର ମଙ୍ଗ ଧରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି…

ଧାମନଗର ଉପନିର୍ବାଚନ ପାଇଁ ଆଜି ଯାଞ୍ଚ ହେବ ପ୍ରାର୍ଥିପତ୍ର, ସୋମବାର ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ

ଭଦ୍ରକ(କେନ୍ୟୁଜ୍): ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଯାଞ୍ଚ ଯାଞ୍ଚ ହେବ । ସୋମବାର ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ଗତକାଲି ସରିଛି ନାମାଙ୍କନ ଦାଖଲ । ଶେଷ ଦିନରେ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ…

ଧାମନଗର ଉପନିର୍ବାଚନ: ରାଜନୀତି ସରଗରମ, ଆରମ୍ଭ ହେଲାଣି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା

ଭଦ୍ରକ (କେନ୍ୟୁଜ) : ବଢୁଛି ଧାମନଗର ଉପନିର୍ବାଚନ ପାଇଁ ଉଷ୍ମତା । ଆରମ୍ଭ ହେଲାଣି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା । ଏବେଠୁ ଧାମନଗରରେ ଡେରା ପକାଇଲେଣି ବିଭିନ୍ନ ଦଳର ହେଭିୱେଟ ନେତା । ହେଲେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା…