Below header
Browsing Tag

dharmendra pradhan

ପାଲଲହଡ଼ାରୁ ବିଜେପି ପ୍ରାର୍ଥୀ କିଏ ? ମୁଣ୍ଡୁରିବେଡ଼ା ସ୍କୁଲ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

ଭୁବନେଶ୍ବର : ଆଗାମୀ ବିଧାନସଭା ନିର୍ବାଚନରେ ପାଲଲହଡ଼ାରୁ ବିଜେପି ପ୍ରାର୍ଥୀ କିଏ ହେବେ? ପାଲଲହଡ଼ାରୁ ଲଢ଼ିବେ କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ? ପାଲଲହଡ଼ାର ମୁଣ୍ଡୁରିବେଡ଼ା ସ୍କୁଲ ଶତବାର୍ଷିକୀ ସମାରୋହରେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଏବେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଏଥିରେ ଉଦବୋଧନ…

୨୦୧୯ରେ କିଏ ହେବ ରାଜ୍ୟ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ? ଅପରାଜିତାଙ୍କ ଇନ୍‌ ପରେ, ଜଟିଳ ଅଙ୍କକୁ ନେଇ ଚାଲିଛି…

ଭୁବନେଶ୍ବର : କେନ୍ଦ୍ରରେ ବିଜେପି ସରକାର ଗଠନ ପରଠାରୁ ଧର୍ମେନ୍ଦ୍ର ପ୍ରଧାନ ବହୁ ଦିନ ହେବ, ରାଜ୍ୟ ବିଜେପିର ସେନାପତି ରହି ଆସିଛନ୍ତି। ରାଜ୍ୟ ହେଉ କି କେନ୍ଦ୍ରର ପ୍ରସଙ୍ଗ, ସବୁଥିରେ ଆଗରେ ରହୁଛନ୍ତି ଧର୍ମେନ୍ଦ୍ର । କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଧର୍ମେନ୍ଦ୍ର ଆମର…

ଆଇନଜୀବୀଙ୍କ ଆନ୍ଦୋଳନରେ ପଶିଲା ରାଜନୈତିକ ପେଞ୍ଚ

କଟକ(କେନ୍ଯୁଜ୍) : କଟକରେ ହାଇକୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନ ଜାରି ରହିଛି । ଏ ଘଟଣାକୁ ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଆନ୍ଦୋଳନ ନିଆଁରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘିଅ ଢ଼ାଳୁଛନ୍ତି। ବିଜେପି ଆନ୍ଦୋଳନକୁ ଉସକାଉଛି। ଆଇନଜୀବୀଙ୍କୁ ମାଡ଼ ମରା ଘଟଣାରେ ୪ ଜଣ ପୋଲିସ…

ଅନୁଷ୍ଠିତ ହେଲା ପ୍ରଧାନମନ୍ତ୍ରୀ ଏଲ୍‌ପିଜି ପଞ୍ଚାୟତ, ଲାଭାର୍ଥୀଙ୍କ ସହ କଥା ହେଲେ ପେଟ୍ରୋଲିୟମ ମନ୍ତ୍ରୀ

ଭୁବନେଶ୍ୱର  : ପ୍ରଧାନମନ୍ତ୍ରୀ ଏଲ୍‌ପିଜି ପଞ୍ଚାୟତ ଭୁବନେଶ୍ୱର ଏନ୍‌ଆଇସି ଠାରେ ଅନୁଷ୍ଠିତ ହୋଇଛି । ଏଥିରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନ୍‌ଫେରେନ୍‌ସିଂ ଜରିଆରେ ସିଧାସଳଖ ରାଜ୍ୟର ୫ଟି ସହରର ଲାଭାର୍ଥୀଙ୍କ ସହ କଥା ହୋଇଥିଲେ । ଏଭଳି କାର୍ଯ୍ୟକ୍ରମ ରାଜ୍ୟର ଶହେଟି…

ରାଜ୍ୟ ସରକାରଙ୍କ ଗରିବଙ୍କ ପ୍ରତି ଦରଦ ନାହିଁ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ପେଟ୍ରୋଲ, ଡିଜେଲ ଉପରୁ ଭ୍ୟାଟ୍‌ ଛାଡ଼ ନେଇ କେନ୍ଦ୍ରର ଅପିଲ ପରେ ମଧ୍ୟ ରାଜ୍ୟ ସରକାର ଭାଟ କାଟି ନାହାନ୍ତି । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ରାଜ୍ୟ ଅର୍ଥମନ୍ତ୍ରୀ ଯାହା କହିଛନ୍ତି ,…

ନିର୍ବାଚନ ଆଗରୁ ସବୁ ନେତା ଜିତିବା କଥା କହିବେ : ସୌମ୍ୟରଂଜନ ପଟ୍ଟନାୟକ

କ୍ଷମତାକୁ ଆସିବ ବିଜେପି । ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟକୁ ନେଇ ବିଜେଡ଼ି ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା । ସୌମ୍ୟରଂଜନ କହିଛନ୍ତି, ଅମାନତ ହରାଉଥିବା ଦଳ ବିଜେପି । ନିର୍ବାଚନ ଆଗରୁ ସବୁ ନେତା ଜିତିବା କଥା କହିବେ। ତେଣୁ ଧର୍ମେନ୍ଦ୍ର ଏପରି କହୁଛନ୍ତି । ଲୋକଙ୍କୁ ଏପରି ନ…

ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର(କେନ୍ଯୁଜ୍) : ପୁଣି ଭାଟ୍‌ କଥା ଦୋହରାଇଲେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ସେ ପ୍ରତିକ୍ରିୟା ଦେଇଛନ୍ତି । ସେ ଅନ୍ତରାଷ୍ଟ୍ରୀୟ ବଜାର ଯୋଗୁ ତୈଳ ଦର ବୃଦ୍ଧି ହେଉଥିବା କହିଛନ୍ତି । ଅନ୍ୟ ରାଜ୍ୟ ପେଟ୍ରୋଲ ଉପରେ ଭାଟ୍‌ କମ୍‌…

ଟ୍ଵିଟର ଓ୍ଵାର : ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଶଶୀ ଥରୁର ମୁହାମୁହିଁ

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଂଗ୍ରେସ ସାଂସଦ ଶଶୀ ଥରୁର ମୁହାମୁହିଁ । ଟ୍ଵିଟର ଓ୍ଵାର । ସୋସିଆଲ ମିଡିଆରେ ଆରୋପ-ପ୍ରତ୍ୟାରୋପ । ପ୍ରଶ୍ନ କଲେ ଶଶୀ ଥରୁର, ଜବାବ ରଖିଲେ ଧର୍ମେନ୍ଦ୍ର ପ୍ରଧାନ । ପାଇପ୍‌ ଯୋଗେ ଏଲ୍‌ଏନ୍‌ଜି ଗ୍ୟାସ ଯୋଗାଣକୁ ନେଇ ଦୁଇ ନେତା…

ଧର୍ମେନ୍ଦ୍ର ପ୍ରଧାନ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ : ପ୍ରତାପ ଦେବ

ଭୁବନେଶ୍ବର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ । ବିଜେଡି ସାଂସଦ ତଥା ମୁଖପାତ୍ର ପ୍ରତାପ ଦେବ ଏହି ଦାବି କରିଛନ୍ତି । କ୍ରାଇମ୍‌ ସିଣ୍ଡିକେଟ୍‌ ସହ ଧର୍ମେନ୍ଦ୍ରଙ୍କ ସମ୍ପୃକ୍ତି ରହିଛି । ଓଡ଼ିଶାରେ ଏଭଳି ୪ଟି କ୍ରିମିନାଲ କେସ୍‌ ସାମ୍ନାକୁ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ ଏତଲା !

ଭୁବନେଶ୍ବର : ନିଜର ବାକ୍ୟ ପାଇଁ ଫସିଛନ୍ତି କେନ୍ଦ୍ରମନ୍ତ୍ରୀ। ସେପଟେ ଏହି ଘଟଣା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ ଏତଲା । ପୁରୀ ଟାଉନ ଥାନାରେ ଜଗନ୍ନାଥପ୍ରେମୀ ଯୁବମଞ୍ଚ ଏତଲା ଦେଇଛି । ରଥ ଉପରେ ଗଜପତି ମହାରାଜଙ୍କ ଛେରାପହଁରାକୁ ଝାଡୁ ମାରିବା ଓ ଗଜପତିଙ୍କ…

ପୁଣି ବିବାଦରେ ଧର୍ମେନ୍ଦ୍ର : ଗଜପତିଙ୍କ ଛେରାପହଁରାକୁ କହିଲେ ଝାଡୁ ମାରିବା

ଭୁବନେଶ୍ବର : ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ଘୋଷଯାତ୍ରା । ବିଭିନ୍ନ ଗଣମାଧ୍ୟମରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳା ସଂପର୍କରେ ଘଣ୍ଟାଘଣ୍ଟା ଧରି ଜଗନ୍ନାଥ ସଂସ୍କୃତି ଗବେଷକ ଓ ପଣ୍ଡିତମାନେ ଧାରା ବିବରଣୀ । ସେମାନଙ୍କ ସହ ପ୍ରତିଦ୍ୱନ୍ଦିତା କରିବାକୁ ଯାଇ କେନ୍ଦ୍ର ଦକ୍ଷତା ବିକାଶ…

ଟ୍ଵିଟକୁ ନେଇ ଅଡୁଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ! ଦକ୍ଷତା ବିକାଶ ମନ୍ତ୍ରାଳୟର ନିମନ୍ତ୍ରଣପତ୍ରରେ ବିକୃତ ଓଡ଼ିଆ…

ଭୁବନେଶ୍ବର : ଓଡ଼ିଆରେ କଦର୍ଯ୍ୟ ଓ କଦର୍ଥ ଲେଖା । ଶବ୍ଦ ଓ ବାକ୍ୟ କିଛି ବି ଠିକ୍‌ ନାହିଁ । ଖୋଦ୍‌ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୋସିଆଲ୍‌ ମିଡିଆ ପେଜ୍‌ରେ ଏମିତି ଏକ ନିମନ୍ତ୍ରଣ ପତ୍ର ଅପ୍‌ଲୋଡ୍‌ ହୋଇଛି । ତାହା ହେଉଛି ଦକ୍ଷତା ବିକାଶ ମନ୍ତ୍ରାଳୟର ନିମନ୍ତ୍ରଣପତ୍ର ।…