ଡାଇବେଟିସ ରୋଗକୁ କମ କରିବ ଏହି ଘରୋଇ ଟିପ୍ସ, ପ୍ରତିଦିନ ଖାଆନ୍ତୁ ଏହି ଜିନିଷ
ଆଜିକାଲି ଡାଇବେଟିସ ରୋଗ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ କିଛି ବର୍ଷ ମଧ୍ୟରେ ଭାରତରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ଏହି ରୋଗରେ ସାରା ବିଶ୍ୱରେ କୋଟି କୋଟି ଲୋକ ପୀଡିତ ଅଛନ୍ତି । ଡାଇବେଟିସରେ ଇନସୁଲିନ୍ ସଠିକ୍ ଭାବରେ ବ୍ୟବହାର କରି ହୁଏ ନାହିଁ,…