Browsing Tag

diamond

ଗୋଟେ ଗୋଇଠାରେ ୫୦ ଲକ୍ଷର ମାଲିକ, ଏମିତି ବଦଳିଲା ଭାଗ୍ୟ

ହିନ୍ଦୀରେ ଏକ ପ୍ରବାଦ ଅଛି ‘ଉପରବାଲା ଜବ୍‌ ଭି ଦେତା, ଦେତା ଛପର ଫାଡ୍‌କେ’ ଅର୍ଥାତ୍‌ ଭଗବାନ ଯେତେବେଳେ ପ୍ରସନ୍ନ ହୁଅନ୍ତି ଆଶାଠୁ ବି ଅଧିକ ଦେଇଥାନ୍ତି। ଏବେ ଏହି ଲୋକକଥାଟି ଜଣେ ବ୍ୟକ୍ତିଙ୍କ ଜୀବନରେ ସତ ହୋଇଥିବା ଦେଖିବାକୁ ମିଳିଛି। ଦିନକୁ ଦି ମୁଠା ଖାଇବା ରୋଜଗାର କରିବା ଯାହା ପକ୍ଷେ…

ଏହି ୩ଟି ରାଶିର ବ୍ୟକ୍ତି ହୀରା ପିନ୍ଧିବା ଅନୁଚିତ୍‌, ଡାଇମଣ୍ଡ ପିନ୍ଧୁଥିଲେ ନିଶ୍ଚୟ ଜାଣି ରଖନ୍ତୁ ଏହାକୁ ଧାରଣ କରିବା…

ସମସ୍ତଙ୍କ ଜୀବନରେ ଜ୍ୟୋତିଷଶାସ୍ତ୍ର ଓ ରତ୍ନଶାସ୍ତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜ୍ୟୋତିଷଙ୍କ ମୁତାବକ ବ୍ୟକ୍ତିଙ୍କ ଜୀବନର ସବୁ ସମସ୍ୟାର ସମାଧାନ ଏହି ଦୁଇଟି ଶାସ୍ତ୍ରରେ ରହିଛି। ଲୋକମାନଙ୍କୁ ସବୁବେଳେ ନିଜ ରାଶି ଅନୁସାରେ ରତ୍ନ ଧାରଣ କରିବା ଉଚିତ। ଏହା ଭାଗ୍ୟ ବଦଳାଇବାରେ…

ହୀରାଚୋରଙ୍କୁ ଧରିବାରେ ପୋଲିସକୁ ବଡ଼ ସଫଳତା, ୨ ଗିରଫ; ଜବତ ହେଲା ୧୨୫ ଖଣ୍ଡ ହୀରା

ଛତିଶଗଡର ଗାରିୟାବନ୍ଧ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ପାୟଲିଖଣ୍ଡ ହୀରା ଖଣିରୁ ଏକ ବୃହତ ଅନ୍ତଃରାଜ୍ୟ ହୀରା ଚୋରା ଚାଲାଣକାରୀ ଗ୍ୟାଙ୍ଗର ଦୁଇଜଣ ସଦସ୍ୟଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି। ଗିରଫ ଅଭିଯୁକ୍ତଙ୍କଠାରୁ ୧୨୫ ଖଣ୍ଡ ହୀରା ଜବତ କରାଯାଇଛି। ହୀରାର ମୂଲ୍ୟ ୨୦ ଲକ୍ଷରୁ ଅଧିକ…

ଏହି ଖାଦାନରୁ ହୀରା ପାଇ ବହୁତ ଲୋକ ହୋଇସାରିଲେଣି କୋଟିପତି, ସରକାର ମଧ୍ୟ କରୁନାହାନ୍ତି ଏଥିରେ ହସ୍ତକ୍ଷେପ

ଭାବନ୍ତୁ ଯଦି ଆପଣଙ୍କୁ ଏକ ହୀରା ଖାଦାନରେ ଛାଡି ଦିଆଯାଇଛି ଏବଂ ଆପଣଙ୍କୁ ସେହି ସମୟରେ ଗୋଟେ ମିଳିଯାଇଛି ତେବେ ଆପଣ କଣ କରିବେ? ନିହାତି ଆପଣ ସେହି ପାଇଥିବା ହୀରାଟିକୁ ସରକାର କିମ୍ବା ଉକ୍ତ ହୀରାର ମାଲିକକୁ ଦେଇଦେବେ। କିନ୍ତୁ ଦୁନିଆରେ ଏମିତି ଏକ ହୀର ଖାଦାନ ରହିଛି ଯେଉଁଠାରେ ଯଦି…

ବିରଳ ଘଟଣା : ପ୍ରଥମ ଥର ପାଇଁ ହୀରା ଭିତରେ ମିଳିଲା ହୀରା, ଯାହା ୮୦ କୋଟି ବର୍ଷ ପୁରୁଣା

ସମଗ୍ର ବିଶ୍ୱରେ ଅନେକ ହୀରା ଖଣି ରହିଛି, ଯେଉଁଠୁ ପ୍ରତିବର୍ଷ ଛୋଟ ବଡ ହୀରା ମିଳିଥାଏ, କିନ୍ତୁ ଏଭଳି ହୀରା ଇତିହାସରେ ପ୍ରଥମ ଥର ପାଇଁ ମିଳିଛି। ଦୁନିଆରେ ପ୍ରଥମ ଏପରି ବିରଳ ଘଟଣା ଦେଖିବାକୁ ମିଳିଛି। ଯେଉଁଠି ଗୋଟେ ହୀରା ଭିତରେ ଆଉ ଗୋଟେ ହୀରା ମିଳିଛି। ଏହି ହୀରା ୟକୁଶିୟାର…

ନିଖୋଜ ହୀରା ବ୍ୟବସାୟୀଙ୍କ ମିଳିଲା ମୃତଦେହ, ସନ୍ଦେହ ଘେରରେ ଲୋକପ୍ରିୟ ଟି.ଭି ଅଭିନେତ୍ରୀ ‘ଗୋପୀ’

ପ୍ରାୟ ୧୦ ଦିନ ହେବ ୫୭ ବର୍ଷ ବୟସ୍କ ଜଣେ ହୀରା ବ୍ୟବସାୟୀ ନିଖୋଜ ରହିଥିଲେ। ଏବେ ତାଙ୍କର ମୃତ ଶରୀର ପାନଭେଲର ଦେହରାଙ୍ଗ୍ ବନ୍ଧ ନିକଟରେ ଏକ ବୁଦା ମଧ୍ୟରୁ ଉଦ୍ଧାର କରାଯାଇଛି। ସେହି ହୀରା ବ୍ୟବସାୟୀଙ୍କର ମୃତ ନୁହଁ ବରଂ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ସେହି ହତ୍ୟାରେ ଜଡ଼ିତ…

ଏଣିକି ମାତ୍ର ୯୦୦ ଟଙ୍କାରେ କିଣି ପାରିବେ ହୀରା , ଜାଣନ୍ତୁ କେମିତି କରିବେ ସ୍ବପ୍ନକୁ ପୁରା

ଅଧିକାଂଶ ଲୋକଙ୍କ ପାଇଁ ହୀରା କିଣିବା ଏକ ସ୍ବପ୍ନ । କିନ୍ତୁ ଏବେ ଏହି ସ୍ବପ୍ନ ସହଜରେ ପୁରା ହୋଇପାରିବ । ତାହା ମାତ୍ର ୯୦୦ ଟଙ୍କାରେ ପ୍ରତିମାସ ନିବେଶରେ । ଏହି ସୁଯୋଗ ଏସଆଇପି ମାଧ୍ୟମରେ ରିଟେଲ୍ ବାୟର୍ସଙ୍କୁ ଦେଉଛି ଇଣ୍ଡିଆନ୍ କମୋଡିଟି ଏକ୍ସେଚେଞ୍ଜ (ICEX)। ଏହା ମାଧ୍ୟମରେ ମାତ୍ର ୩୦…

ସୁରଟ ହୀରା ବେପାରୀ ଦେଲେ କର୍ମଚାରୀଙ୍କୁ ୩ କୋଟି ଟଙ୍କାର ମର୍ସଡ଼ିଜ୍-ବେଞ୍ଜ ଏସୟୁଭି

ସୁରଟ : ହରେକ୍ରିଷ୍ଣା ହୀରା କମ୍ପାନି ବ୍ଯବସାୟୀ ସାବଜୀ ଢ଼ୋଲକିଆ ପୁଣି ଥରେ ତାଙ୍କ କର୍ମଚାରୀଙ୍କୁ ଉପହାର ଦେଇ ସାଜିଛନ୍ତି ଉଦାହରଣ। ହୀରା ବୈବସାୟୀ ଜଣଙ୍କ ତାଙ୍କର ତିନି ଜଣ ବରିଷ୍ଠ କର୍ମଚାରୀଙ୍କୁ ଉପହାର ସ୍ବରୁପ ମର୍ସଡ଼ିଜ୍ ବେଞ୍ଜ ଜିଏଲଏସ୍ ଏସୟୁଭି ୩କୋଟି ଟଙ୍କାର ଦେଇଛନ୍ତି। କମ୍ପାନିର…