Below header
Browsing Tag

diesel

ପେଟ୍ରୋଲରେ ୧୦ ଟଙ୍କା ଓ ଡିଜେଲରେ ୧୩ ଟଙ୍କା ଏକ୍ସସାଇଜ ଡ୍ୟୁଟି ବୃଦ୍ଧି, ଆଜିଠୁ ହେବ ଲାଗୁ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଉପରେ ବଢ଼ିଲା ଏକ୍ସସାଇଜ ଡ୍ୟୁଟି । ପେଟ୍ରୋଲ ୧୦ ଟଙ୍କା ଓ ଡିଜେଲରେ ୧୩ ଟଙ୍କା ଏକ୍ସସାଇଜ ଡ୍ୟୁଟି ବୃଦ୍ଧି କରାଯାଇଛି । ଏହାର ପ୍ରଭାବ ଖୁଚୁରା ଦର ଉପରେ ପଡିବ ନାହିଁ । ପେଟ୍ରୋଲ ଓ ଡିଜେଲ ଦର ବଢ଼ିବ ନାହିଁ । ଆଜିଠୁ ଏହି ନୂଆ ନିର୍ଦ୍ଧାରିତ ଏକ୍ସସାଇଜ ଡ୍ୟୁଟି…

ବଢ଼ିଲା ତେଲ ଦର, କମିଛି ସୁନା ଦର; ଜାଣନ୍ତୁ କେତେ ହେଲା

ନୂଆଦିଲ୍ଲୀ : ସାରା ଦେଶରେ ଖାଉଟି ଏବେ ହନ୍ତସନ୍ତ । ମହଙ୍ଗା ମାଡ଼ରେ ଅଥୟ । ପନିପରିବା ସାଙ୍ଗକୁ ପିଆଜର ଆକାଶ ଛୁଆଁ ଦର ଚିନ୍ତାରେ ପକାଇଥିବା ବେଳେ ଏବେ ସରକାର ତେଲ ଦର ବଢ଼ାଇ ଦେଲେଣି । ଆଜି ଜାତୀୟ ସ୍ତରରେ ପେଟ୍ରୋଲ ଦର ୭୫ ଟଙ୍କାରେ ପହଞ୍ଚିଛି । ଯାହା ଚଳିତ ବର୍ଷରେ ସର୍ବାଧିକ ଦର । ଆଜି…

ପୁଣି ବଢିଲା ପେଟ୍ରୋଲ୍ ଓ ଡିଜେଲ୍ ଦର

ପୁଣି ବଢିଲା ପେଟ୍ରୋଲ୍ ଓ ଡିଜେଲ୍ ଦର । ପେଟ୍ରୋଲ୍ ଲିଟର ପିଛା ୯ ପଇସା ଏବଂ ଡିଜେଲ୍ ୧୪ ପଇସା ବୃଦ୍ଧି ପାଇଛି । ନୂଆ ଦର ଲାଗୁ ହେବା ପରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୫ ଟଙ୍କା ୧୫ ପଇସା ଓ ଡିଜେଲ ୭୨ ଟଙ୍କା ୬୬ ପଇସାରେ ପହଞ୍ଚିଛି । ସେହିପରି ଦିଲ୍ଲୀରେ ପେଟ୍ରୋଲ ଦର ୭୬ ଟଙ୍କା ୨୫ ପଇସା…