ଗ୍ରାମାଞ୍ଚଳରେ ଉଦଘାଟିତ ହେଲା ଅତ୍ୟାଧୁନିକ ପାର୍କ, ଗାଁ ଲୋକଙ୍କ ପାଇଁ ଯୁବ ସରପଞ୍ଚଙ୍କ ଚିନ୍ତା
କାକଟପୁର: ଆଜିର ବ୍ୟସ୍ତବହୁଳ ଜୀବନରେ ମଣିଷ ସମୟ ବାହାର କରି ଟିକେ ଶାନ୍ତି ପାଇବା ପାଇଁ ପାର୍କ ଯାଏ । ବିଶେଷ ଭାବରେ ପାର୍କ ଗୁଡିକ ସହରାଞ୍ଚଳରେ ଦେଖିବାକୁ ମିଳିଥାଏ । କିନ୍ତୁ ଗାଁମାନଙ୍କରେ ଏହି ସବୁ ସୁବିଧା ଖୁବ୍ କମ୍ ଦେଖିବାକୁ ମିଳେ । ଏହି ଅସୁବିଧାକୁ ବୁଝି ଜଣେ ଯୁବ ସରପଞ୍ଚଙ୍କ…