Browsing Tag

diwali bonus

ବୋନସ ନଦେବାରୁ ମାଲିକକୁ ହତ୍ୟା, ମାଲିକଙ୍କୁ ମାରି ତାଙ୍କ କାର ନେଇ ଫେରାର ହେଲେ ଦୁଇ ଦୁବୃର୍ତ୍ତ

ଦୀପାବଳିରେ ପ୍ରତ୍ୟକ କମ୍ପାନୀ ନିଜ କର୍ମଚାରୀଙ୍କୁ ବୋନସ ଦେଇଥାନ୍ତି । କିଛି କମ୍ପାନୀ ବୋନସରେ ନିଜ କର୍ମଚାରୀଙ୍କୁ ଟଙ୍କା ଦେଇଥାନ୍ତି ତ ଆଉ କିଛି କମ୍ପାନୀ ମିଠା ଦେଇଥାନ୍ତି । ନିକଟରେ ଏକ କମ୍ପାନୀ ବୋନସରେ ନିଜ କର୍ମଚାରୀଙ୍କୁ କାର ଦେଇଥିବା ତ ଆପଣ ମାନେ ଶୁଣିଥିବେ । ସେହିଭଳି ଏକ…

ଦିଲ୍ଲୀ ସରକାରଙ୍କ ଦୀପାବଳି ଭେଟି; ୮୦ ହଜାର ସରକାରୀ କର୍ମଚାରୀଙ୍କୁ ମିଳିବ ୭,୦୦୦ ଟଙ୍କା ବୋନସ୍‌

ଦିଲ୍ଲୀ ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି। ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ଦୀପାବଳି ଅବସରରେ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ଯେ ଦିଲ୍ଲୀ ସରକାରଙ୍କ ଗ୍ରୁପ୍ ବି (ନନ୍ ଗେଜେଟେଡ୍) ଏବଂ ଗ୍ରୁପ୍ ସି…

କେନ୍ଦ୍ରୀୟ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର, ଦୀପାବଳୀ ପୂର୍ବରୁ ମିଳିଲା ବୋନସ

କେନ୍ଦ୍ରୀୟ ସରକାରୀ କର୍ମଚାରୀମାନଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ପାର୍ବଣ ଋତୁର ବଡ଼ ଉପହାର ମିଳିଛି । କେନ୍ଦ୍ର ସରକାର ୨୦୨୨-୨୩ ବର୍ଷ ପାଇଁ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ନନ ପ୍ରଡକ୍ଟିଭିଟି ଲିଙ୍କଡ୍‌ ବୋନସର ମଞ୍ଜୁରୀ ଦେଇଛନ୍ତି । ଦୀପାବଳୀ ପୂର୍ବରୁ ସରକାରଙ୍କ ତରଫରୁ କେନ୍ଦ୍ରୀୟ…

ଦୀପାବଳିରେ ବୋନସ୍‌ ନ ମିଳିବାରୁ ଲୁଟେରା ସାଜିଲେ କର୍ମଚାରୀ! ନିଜର ହିଁ କମ୍ପାନୀକୁ ଲୁଟିନେଲେ; ଜାଣନ୍ତୁ ପୂରା ଘଟଣା

କୁହାଯାଏ, ଦରକାର ପଡ଼ିଲେ ମଣିଷ କିଛି ବି କରିପାରେ। କିନ୍ତୁ ପରେ ଅନୁତାପ କରେ ଯେ ସେ କେତେ ବଡ଼ ଅପରାଧ କରିଛି। ଛତିଶଗଡ଼ର ରାୟପୁରରୁ ଠିକ୍‌ ଏମିତି ହିଁ ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ମନ ପସନ୍ଦର ଦରମା ଏବଂ ଦୀପାବଳି ବୋନସ୍‌ ନ ମିଳିବାରୁ ଜଣେ କର୍ମଚାରୀ ଲୁଟେରା ସାଜିଥିଲେ। ସେ କିଛି…

ଦଶହରା ପୂର୍ବରୁ ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ୍‌! ଆକାଉଣ୍ଟକୁ ଆସିବ ଏତେ ଟଙ୍କା

ଭାରତୀୟ ରେଲେଓ୍ଵ ନିଜର ଲକ୍ଷାଧିକ କର୍ମଚାରୀଙ୍କୁ ଚଳିତ ବର୍ଷ ୭୮ ଦିନର ଦୀପାବଳି ବୋନସ୍‌ ଦେବାକୁ ଘୋଷଣା କରିଛି। ଦୀପାବଳି ପର୍ବ ପୂର୍ବରୁ ରେଲେଓ୍ଵ କର୍ମଚାରୀମାନଙ୍କ ଆକାଉଣ୍ଟରେ ପାଖାପାଖି ୧୭,୯୫୧ ଟଙ୍କା ବୋନସ୍‌ ରୂପେ କ୍ରେଡିଟ୍‌ ହେବାକୁ ଯାଉଛି, ଯାହାର ଫାଇଦା ୧୧.୨୭ ଲକ୍ଷ ରେଳ…

ଦୀପାବଳି ବୋନସ୍‌ ଘୋଷଣା କରି ନିଜ କର୍ମଚାରୀଙ୍କୁ ଖୁସି କରି ଦେଲା ଏହି ସରକାରୀ କମ୍ପାନୀ, ୨୮,୦୦୦ ଟଙ୍କାର ବୋନସ୍‌…

ଦୀପାବଳି ପୂର୍ବରୁ ଏକ ସରକାରୀ କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ଦିଓ୍ଵାଲି ବୋନସ୍ ଘୋଷଣା କରିଛି। ପବ୍ଲିକ ସେକ୍ଟର କମ୍ପାନୀ Manganese Ore India Limited (MOIL) ଦୀପାବଳିରେ ନିଜର ପ୍ରତ୍ୟେକ କର୍ମଚାରୀଙ୍କୁ ୨୮,୦୦୦ ଟଙ୍କାର ମୋଟା ବୋନସ୍ ଦେବାକୁ ଘୋଷଣା କରିଛି। ଏଥି ସହିତ କମ୍ପାନୀ…

ଦୀପାବଳି ପୂର୍ବରୁ ରିଲାଏନ୍ସ କର୍ମଚାରୀ ହେବେ ମାଲାମାଲ୍‌ ! ବୋନସ ସହିତ ମିଳିବ କଟିଥିବା ବୋନସ୍‌

ରିଲାଏନ୍ସ ଇଣ୍ଡଷ୍ଟ୍ରି କର୍ମଚାରୀଙ୍କୁ ଦୀପାବଳି ପୂର୍ବରୁ ବଡ ଉପହାର ମିଳିବାକୁ ଯାଉଛି। କମ୍ପାନୀ କର୍ମଚାରୀଙ୍କ ଦରମା ପୁଣି କରୋନା ପୂର୍ବ ସ୍ଥିତିକୁ ଆଣିବା ପାଇଁ ନିଷ୍ପତ୍ତି ନେଇଛି। ଅର୍ଥାତ କର୍ମଚାରୀଙ୍କ ଆଉ ଦରମା ଛଟେଇ ହେବନାହିଁ। କେବଳ ସେତିକି ନୁହେଁ କର୍ମଚାରୀଙ୍କୁ ଦୀପାବଳି ବୋନସ…