Browsing Tag

dog dead

୨୦ରୁ ଅଧିକ ଲୋକଙ୍କୁ କାମୁଡ଼ିବାରୁ କୁକୁରକୁ ପିଟି ପିଟି ମାରିଦେଲେ ଲୋକେ

ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ୱରରେ ପାଗଳା କୁକୁର ଆତଙ୍କ । ୨୦ରୁ ଅଧିକ ଲୋକଙ୍କୁ କାମୁଡ଼ିବା ପରେ ପିଟି ପିଟି ମାରିଦେଲେ ଲୋକେ । ବାଲେଶ୍ୱର ସୁନହଟ ସ୍ଥିତ କଂସେଇ ମହଲା ଅଞ୍ଚଳରେ ପାଗଳା କୁକୁର ଆତଙ୍କ । କୁକୁର କାମୁଡ଼ାରେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ବାଲେଶ୍ୱର ମେଡିକାଲରେ…

ଜୀବନ ଦେଇଦେଲା କିନ୍ତୁ ବିଶ୍ବାସଘାତକ ସାଜିଲାନି, ଘରେ ପଶିବାକୁ ଉଦ୍ୟମ କରୁଥିବା ସାପକୁ ମାରି ନିଜ ଜୀବନ ହାରିଲା ପୋଷା…

ଭୁବନେଶ୍ବର(କେନ୍ୟୁଜ୍): ମାଲିକଙ୍କ କଥା ମାନି ଘର ଜଗିଲା। ଆଉ ଜୀବନ ବି ଦେଲା ଘରର ପାଳିତ କୁୁକୁର। ଭୁବନେଶ୍ୱର ଗଣ୍ଡରପୁର ଟାଙ୍ଗିବନ୍ତ ରୋଡ଼ ଏକ ମଠ ପାଖରେ ଘଟିଛି ଏଭଳି ଘଟଣା। ଜଣେ ପୂର୍ବତନ ଆର୍ମି ଅଧିକାରୀ ସସ୍ତ୍ରୀକ କୌଣସି କାମରେ ଭୁବନେଶ୍ୱର ବାହାରକୁ ଯାଇଥିଲେ। ଘରେ ପିଲାମାନେ ଥିବା…

ଚତୁର ମଣିଷର କ୍ରୁରତା, ଚୂଲିରେ ମଳତ୍ୟାଗ କଲେ ବୋଲି ଗୁଲୁଗୁଲୁରା ବିଷ ଦେଇ ୫ କୁକୁରଙ୍କୁ ମରିଦେଲା ଏ ବ୍ୟକ୍ତି

ଚୌଦ୍ୱାର(କେନ୍ୟୁଜ୍): ଦିନକୁ ଦିନ କ୍ରୁର ହୋଇ ଯାଉଛି  ମଣିଷ। ବିଶ୍ୱାସରେ ବିଷ ଦେଲା ସ୍ୱାର୍ଥପର ମଣିଷ । ନିଜର ସାମନ୍ୟତମ ସ୍ବର୍ଥରେ ଆଞ୍ଚ ଆସିଲେ ନିରୀହ ପଶୁ ଭଳି ହେବାକୁ ମଧ୍ୟ ପଛାଉ ନାହିଁ।  ଯାହାର ଏକ ଜ୍ବଳନ୍ତ ଉଦାହାରଣ ଦେଖିବାକୁ ମିଳିଛି କଟକ ଚୌଦ୍ୱାର ଶଙ୍କରପୁର ଅଂଚଳରେ।  ସ୍ଥାନୀୟ…

ଗଜପତି: ବିଦ୍ୟୁତ ତାର ଛିଡ଼ି ଚାଲିଗଲା ୭ ବୁଲା କୁକୁରଙ୍କ ଜୀବନ, ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କଲେ ସ୍ଥାନୀୟ ଲୋକେ

ଗଜପତି(କେନ୍ୟୁଜ୍):  ବିଦ୍ୟୁତ ଆଘାତରେ ଚାଲିଗଲା ୭ଟି ବୁଲା କୁକୁରଙ୍କ ଜୀବନ । ଘଟଣା ଘଟିଛି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଅଞ୍ଚଳରେ । ଗତକାଲି ରାତ୍ର ୧୧ଟା ବେଳେ ଜଙ୍ଗାମ ସାହି ସମ୍ମୁଖରେ ଯାଇଥିବା ମୂଖ୍ୟସଡକ ଯାହା ଉପରେ ବର୍ତ୍ତମାନ ସିମେଣ୍ଟ ସଡକ ବନୁଛି ସେଠାରେ ୨୨୦ ଭୋଲଟ…