Browsing Tag

donald trump

ବିକ୍ରି ହେବ ନାହିଁ ଟିକଟକ, ମାଇକ୍ରୋସଫ୍ଟର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ବାଇଟଡାନ୍ସ

ଚାଇନିଜ୍ କମ୍ପାନୀ ବାଇଟଡାନ୍ସ ମୋବାଇଲ୍ ଆପ୍ ଟିକଟକ ପରିଚାଳନାର ମାଲିକାନା ଅଧିକାରକୁ ମାଇକ୍ରୋସଫ୍ଟକୁ ବିକ୍ରୟ କରିବ ନାହିଁ । ନିକଟରେ ମାଇକ୍ରୋସଫ୍ଟ ଦ୍ୱାରା ଏହି ସୂଚନା ପ୍ରକାଶ ପାଇଛି । ମାଇକ୍ରୋସଫ୍ଟର କହିବା ଅନୁଯାୟୀ ଟିକଟକକୁ କିଣିବା ପାଇଁ ବାଇଟଡାନ୍ସକୁ ଦିଆଯାଇଥିବା ଅଫରକୁ ସେ…

ନୋବେଲ ଶାନ୍ତି ପୁରସ୍କାର ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମନୋନୀତ

ଆମେରିକା: ନୋବେଲ ଶାନ୍ତି ପୁରସ୍କାର ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମନୋନୀତ ହୋଇଛନ୍ତି । ଇସ୍ରାଏଲ ଓ ୟୁଏଇ ମଧ୍ୟରେ ଶାନ୍ତି ପାଇଁ ହୋଇଥିବା ବିଭିନ୍ନ ଚୁକ୍ତିରେ ଟ୍ରମ୍ପଙ୍କ ପ୍ରମୁଖ ଭୂମିକା ଥିବାରୁ ଏହି ପଦବୀ ପାଇଁ ଟ୍ରମ୍ପ ମନୋନୀତ ହୋଇଛନ୍ତି । ଯଦି ଟ୍ରମ୍ପ ଏହି…

ଅଳ୍ପକେ ରକ୍ଷା ପାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଡ୍ରୋନ ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଲା ବିମାନ

ଆମେରିକା: ଅଘଟଣ ହଉ ହଉ ଅଳ୍ପକେ ରକ୍ଷା ପାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆକାଶରେ ଉଡୁଥିବା ଏକ ଛୋଟ ଡ୍ରୋନ ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଗଲା ଟ୍ରମ୍ପଙ୍କ ବିମାନ। ଗତ ରବିବାର ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ଉଦିଷ୍ଟ ଏୟାରଫୋର୍ସ ୱାନ୍‌ରେ ଥିବା ଟ୍ରମ୍ପଙ୍କ ବିମାନ କଳା…

ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଦାରୁଣ ଦୁଃଖ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲେ ସାନ ଭାଇ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ରବର୍ଟ ଟ୍ରମ୍ପଙ୍କ ବିୟୋଗ ଘଟିଛି। ଶନିବାର ରାତିରେ ନ୍ୟୁୟର୍କର ଏକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ୭୧ ବର୍ଷୀୟ ରବର୍ଟ ଦୀର୍ଘ ଦିନ ହେବ ରୋଗାଗ୍ରସ୍ତ ଥିଲେ। ରାଷ୍ଟ୍ରପତି ଟ୍ରମ୍ପ ନିଜେ ଏନେଇ କିଛି ଦିନ ତଳେ…

ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ଗୋଟିଏ ମଞ୍ଚରେ ଜୋ ବିଡେନ୍‌ ଓ କମଲା ହାରିସ୍‌, ପ୍ରଥମ ପ୍ରତିକ୍ରିୟାରେ…

ଆମେରିକା: ଆମେରିକା ନିର୍ବାଚନରେ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଡେମୋକ୍ରାଟିକ ପାର୍ଟିର କମଲା ହାରିସଙ୍କ ନାଁ ଘୋଷିତ। ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍‌, ହାରିସ୍‌ଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ଦଳର ପ୍ରାର୍ଥୀ ଘୋଷଣା କରିଛନ୍ତି । ପ୍ରାର୍ଥୀ ଘୋଷଣା ପରେ ଜୋ ବିଡେନ୍‌,…

ଆମେରିକା ହ୍ଵାଇଟ୍‌ ହାଉସ୍‌ ବାହାରେ ଫାୟାରିଂ, ରାଷ୍ଟ୍ରପତି ଟ୍ରମ୍ପ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ହଠାତ୍ ହେଲା…

ଆମେରିକା: ଆମେରିକା ହ୍ଵାଇଟ୍‌ ହାଉସ୍‌ ବାହାରେ ଫାୟାରିଂ । ହେଲେ ସ୍ଥିତି ନିୟନ୍ତ୍ରଣରେ ରହିଛି । ଟ୍ରମ୍ପ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ଫାୟାରିଂ ହୋଇଥିଲା । ଏହା ପରେ ଟ୍ରମ୍ପଙ୍କୁ ସୁରକ୍ଷିତ ନିଆଯାଇଥିଲା । ଏନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେବେ…

ଆରମ୍ଭ ହେଲା “ମୋଡର୍ନା” ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ, ଖୁବ ଶୀଘ୍ର କରୋନା ଭ୍ୟାକସିନ ନେଇ ଆଶାବାଦୀ…

ବିଶ୍ୱରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା । ରିପୋର୍ଟ ଅନୁଯାୟୀ ଏଯାବତ ବିଶ୍ୱରେ ସାଢେ 6 ଲକ୍ଷ ଲୋକଙ୍କ ଜୀବନ ନେଇ ସାରିଲାଣି ଏହି ମାରାତ୍ମକ ଭାଇରସ । ଆକ୍ରାନ୍ତ ଦେଶ ମାନଙ୍କ ତାଲିକାରେ ଆମେରିକାର ସ୍ଥାନ ପ୍ରଥମରେ ଥିବା ବେଳେ ଦ୍ଵିତୀୟରେ ଅଛି ଭାରତ । ବିଶ୍ୱକୁ ଏକ…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କରିବା ପାଇଁ ୱାରେଣ୍ଟ ଜାରି

ବାଗଦାଦର ଡ୍ରୋନ୍‌ ଷ୍ଟ୍ରାଇକରେ ଆମେରିକାର ଜଣେ ବରିଷ୍ଠ ଜେନେରାଲଙ୍କ ମୃତ୍ୟୁକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଅନ୍ୟ ଦଶଜଣଙ୍କୁ ଗିରଫ ପାଇଁ ୱାରେଣ୍ଟ ଜାରି କରି ଇରାନ ଇଣ୍ଟରପୋଲରୁ ସହାୟତା ଲୋଡିଛି । ସୋମବାର ଜଣେ ସ୍ଥାନୀୟ ଓକିଲ ଏହି ସୂଚନା ଦେଇଛନ୍ତି । ଇରାନର ଏହି…

ମାର୍କ ଜୁକରବର୍ଗଙ୍କ ନିରବତା ଉପରେ ପ୍ରଶ୍ନ କରିଥିବା କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କଲା Facebook

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଧମକପୂର୍ଣ୍ଣ ପୋଷ୍ଟ ଉପରେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ବୋଲି ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ସହ ଆଲୋଚନା କରିଥିବା କର୍ମଚାରୀଙ୍କୁ ଫେସବୁକ ଚାକିରିରୁ ବିଦା କରିଛି। ୟୁଜର ଇଣ୍ଟରଫେସ ଇଞ୍ଜିନିୟର…

ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ପୋଷ୍ଟ ପାଇଁ ଫେସ୍‌ବୁକ୍‌ ସିଇଓ ଜୁକରବର୍ଗଙ୍କୁ ଘେରିଲେ କର୍ମଚାରୀ, କହିଲେ ‘ଆମେ…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ପୋଷ୍ଟକୁ ନ ହଟାଇବାକୁ ନେଇ ଫେସ୍‌ବୁକର କର୍ମଚାରମାନେ ସିଇଓ ଜୁକରବର୍ଗଙ୍କୁ ଘେରିଛନ୍ତି। ୯୦ ମିନିଟ୍‌ର ଭିଡିଓ କଲ୍‌ରେ ଜୁକରବର୍ଗଙ୍କୁ କର୍ମଚାରୀଙ୍କ ଏକାଧିକ କଡ଼ା ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଛି। ଆମେରିକାରେ କୃଷ୍ଣକାୟ ଲୋକଙ୍କ…

ଜି-୭ ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କଲେ ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ: ଜି-୭ ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କଲେ ଆମେରିକା ରାଷ୍ଟ୍ରପତି। ଏଥିପାଇଁ ମୋଦିଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ। ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ଜି-୭ ସମ୍ମିଳନୀରେ ଯୋଗ ଦେବାକୁ…

ହ୍ଵାଇଟ୍‌ ହାଉସ୍‌ ଯାଏଁ ପହଞ୍ଚିଲା ବିକ୍ଷୋଭ, ସୁରକ୍ଷା ଦୃଷ୍ଟିରୁ ବଙ୍କରରେ ରହିଲେ ରାଷ୍ଟ୍ରପତି ଟ୍ରମ୍ପ୍‌

ଶୁକ୍ରବାର ରାତିରେ ହ୍ଵାଇଟ୍‌ ହାଉସ୍‌ ସାମ୍ନାରେ ଶତାଧିକ ଲୋକ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଆମେରିକା ରାଷ୍ଟ୍ରପତିଙ୍କୁ ବଙ୍କରରେ ଲୁଚାଇଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ଗୁଇନ୍ଦା ଏଜେଣ୍ଟମାନେ ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ। ଟ୍ରମ୍ପ ପ୍ରାୟ ଘଣ୍ଟାଏ କାଳ ବଙ୍କର ମଧ୍ୟରେ ଅତିବାହିତ…