ଆପଣଙ୍କ ହ୍ୱାଟ୍ସଆପକୁ ବି ଆସୁଛି କି କୌଣସି ପାକିସ୍ତାନୀ ନମ୍ବରରୁ କଲ୍? ଜାଣନ୍ତୁ କେଉଁଠାରେ କରିବେ ଅଭିଯୋଗ
ଆପଣଙ୍କ ହ୍ୱାଟ୍ସଆପକୁ ବି କୌଣସି +92 ରୁ ଆରମ୍ଭ ହୋଇଥିବା ନମ୍ବରରୁ କଲ ଆସୁଛି କି? ତେବେ ହୋଇଯାନ୍ତୁ ସାବଧାନ! କାରଣ ଏହି ନମ୍ବରରୁ ଆସୁଥିବା କଲ ପାକିସ୍ତାନୀରୁ ଆସୁଛି ବୋଲି DoT ବିଭାଗ ଚେତାବନୀ ଦେଇଛି । ବର୍ତ୍ତମାନ ଏନେଇ ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନରେ ଥିବା ଟେଲିକମ୍ ବିଭାଗ (DoT)…