ଡ. ଅଚ୍ୟୁତ ସାମନ୍ତଙ୍କୁ ଫ୍ରାନ୍ସର IES ବିଶ୍ୱବିଦ୍ୟାଳୟରୁ ୭୪ତମ ସମ୍ମାନସୂଚକ ଡକ୍ଟରେଟ୍
ଭୁବନେଶ୍ୱର : ଡ. ଅଚ୍ୟୁତ ସାମନ୍ତଙ୍କୁ ଫ୍ରାନ୍ସର IES ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟରେଟ୍ । ଶିକ୍ଷାବିତ୍ , ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଫ୍ରାନ୍ସର ଷ୍ଟ୍ରାସବର୍ଗ ସ୍ଥିତ ଇଣ୍ଟରନ୍ୟାସନାଲ ଏକଜିକ୍ୟୁଟିଭ୍ ସ୍କୁଲ୍ ପକ୍ଷରୁ ସମ୍ମାନସୂଚକ…