Below header
Browsing Tag

draupadi murmu

ଦ୍ରୌପଦୀ ମୁର୍ମୁଙ୍କ ନୂଆ ରେକର୍ଡ, ମାତ୍ର ୧୦ ଦିନରେ ଫେସବୁକରେ ଫଲୋ କଲେ ୬ ମିଲିୟନ୍ ୟୁଜର୍ସ

ରାଷ୍ଟ୍ରପତି ହେବା ପରେ ରେକର୍ଡ କଲେ ମାଡାମ୍ ଦ୍ରୌପଦୀ ମୁର୍ମୁ। ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ତାଙ୍କୁ ନେଇ ଚାଲିଛି ଏବେ ଚର୍ଚ୍ଚା। କେବଳ ଓଡିଶାରେ ନୁହେଁ ସାରା ଦେଶରେ ଚାଲିଛି ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଇଥିବା ଦ୍ରୌପଦୀ ମୁର୍ମୁଙ୍କ କଥା। ଜଣେ ଆଦିବାସୀ ମୁଲକରୁ…

ଦ୍ରୌପଦୀ ମୁର୍ମୁଙ୍କ ଖାଦ୍ୟ ତାଲିକାରେ ସାମିଲ ହୋଇପାରେ ଓଡିଆ ଖାଦ୍ୟ, ସ୍ଥାନ ପାଇପାରେ ଆଦିବାସୀ ବ୍ୟଞ୍ଜନ

ବଦଳିପାରେ ରାଷ୍ଟ୍ରପତି ଭବନ ଖାଦ୍ୟ ତାଲିକା। ସାମିଲ ହୋଇପାରେ ଓଡିଶାର ଖାଦ୍ୟ। ଓଡିଶା ମୟୁରଭଞ୍ଜର ଆଦିବାସୀ ବ୍ୟଞ୍ଜନକୁ କରାଯାଇପାରେ ସାମିଲ। ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ନେବା ପରଠାରୁ ରାଷ୍ଟ୍ରପତି ଭବନ ଖାଦ୍ୟ ତାଲିକା ବା ମେନୁରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ଓ…

ଦ୍ରୌପଦୀ ମୁର୍ମୁଙ୍କ ସମ୍ମାନାର୍ଥେ ରାମନାଥ କୋବିନ୍ଦ ରଖିଲେ ଡିନର ପାର୍ଟି; ଦେଖନ୍ତୁ ରାଷ୍ଟ୍ରପତି ଭବନ ଭିତରର ମାହୋଲ…

ଦ୍ରୌପଦୀ ମୁର୍ମୁ ସୋମବାର ୨୫ ଜୁଲାଇରେ ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ୨୪ ଜୁଲାଇରେ ରାମନାଥ କୋବିନ୍ଦଙ୍କର ରାଷ୍ଟ୍ରପତି ରୂପେ କାର୍ଯ୍ୟକାଳ ସମାପ୍ତ ହୋଇଥିଲା। କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ରାମନାଥ କୋବିନ୍ଦ ଦ୍ରୌପଦୀ ମୁର୍ମୁଙ୍କ ସମ୍ମାନାର୍ଥେ ଏକ ଡିନର ପାର୍ଟିର…

ଦେଶର ରାଷ୍ଟ୍ରପତି ଭାବେ ଶପଥ ନେବାପରେ ବଦଳିଲା ଦ୍ରୌପଦୀ ମୁର୍ମୁଙ୍କ ଟ୍ବିଟର ପେଜ୍

ନୂଆଦିଲ୍ଲୀ: ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ସେ ଆଜି ରାଷ୍ଟ୍ରପତି ଭାବେ ଶପଥ  ଗ୍ରହଣ କରିଛନ୍ତି । ତେବେ ଶପଥ  ଗ୍ରହଣ କରିବା ପରେ ଏବେ ବଦଳି ଯାଇଛି ଦ୍ରୌପଦୀ ମୁର୍ମୁଙ୍କ ଟ୍ବିଟର ପେଜ୍। ଯାହାକୁ ପରିଚାଳନା…

ଏହା ଆମ ଲୋକତନ୍ତ୍ରର ଶକ୍ତି, ଯାହାପାଇଁ ମୁଁ ଓ୍ୱାର୍ଡ କାଉନସିଲରରୁ ଆସି ରାଷ୍ଟ୍ରପତି ପଦରେ ବସିପାରିଛି : ଦ୍ରୌପଦୀ…

ନୂଆଦିଲ୍ଲୀ: ଭାରତର ଗଣତାନ୍ତ୍ରିକ ଇତିହାସରେ ଯୋଡ଼ି ହେଲା ନୂଆ ଅଧ୍ୟାୟ। ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ ଶୁଣିଛି ସାରା ଦେଶ। ପ୍ରଥମେ ସମସ୍ତ ସାଂସଦ ଓ ବିଧାୟକଙ୍କୁ ଜଣାଇଥିଲେ ଧନ୍ୟବାଦ।…

ଶପଥ ଗ୍ରହଣ ପୂର୍ବରୁ ରାଜଘାଟ ଯାଇ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପେକ୍ଷାରେ ରାଇସିନା ହିଲ୍‌ । ଆଜି ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ସକାଳ ୧୦ଟା ୧୪ ମିନିଟରେ ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ତାଙ୍କୁ ଶପଥ ପାଠ କରାଇବେ । ଶପଥ ଗ୍ରହଣ…

ନୂଆ ରାଷ୍ଟ୍ରପତିଙ୍କ ଅପେକ୍ଷାରେ ରାଇସିନା ହିଲ୍‌: ଆଜି ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ଶପଥ ନେବେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପେକ୍ଷାରେ ରାଇସିନା ହିଲ୍‌ । ଆଜି ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ସକାଳ ୧୦ଟା ୧୪ ମିନିଟରେ ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ତାଙ୍କୁ ଶପଥ ପାଠ କରାଇବେ । ଦ୍ରୌପଦୀ…

ଜାଣନ୍ତୁ ଭାରତର ରାଷ୍ଟ୍ରପତି କେତେ ପାଆନ୍ତି ଦରମା ଓ କଣ ରହିଛି ସୁବିଧା ସୁଯୋଗ

ଭାରତର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଏନ୍ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ସେ ପ୍ରତିଦ୍ୱନ୍ଦ୍ୱିତାରେ ବିରୋଧୀ ପ୍ରାର୍ଥୀ ଯଶଓ୍ଵନ୍ତ ସିହ୍ନାଙ୍କୁ ମାତ୍ ଦେଇଛନ୍ତି। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବାରେ ଦେଶର ପ୍ରଥମ ଆଦିବାସୀ ଏବଂ ଦ୍ୱିତୀୟ ମହିଳା ହୋଇଛନ୍ତି। ପ୍ରଥମ…

ଭାରତର ରାଷ୍ଟ୍ରପତିଙ୍କୁ ମିଳିଥାଏ ଏତେ ଦରମା; ଲାଗେନି କୌଣସି ଟ୍ୟାକ୍ସ! ଜାଣନ୍ତୁ ମିଳୁଥିବା ସୁବିଧା ତାଲିକା…

ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଭାରତର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ପ୍ରତିଦ୍ୱନ୍ଦ୍ୱିତାରେ ବିରୋଧୀ ପ୍ରାର୍ଥୀ ଯଶଓ୍ଵନ୍ତ ସିହ୍ନାଙ୍କୁ ମାତ୍‌ ଦେଇଛନ୍ତି। ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ୨୪ ଜୁଲାଇରେ ଶେଷ ହେବ। ଦ୍ରୌପଦୀ…

ରାଷ୍ଟ୍ରପତିଙ୍କ ଅଭିବାଦନ ବେଳେ ‘ମହାମହିମ’ ଶବ୍ଦକୁ ବ୍ୟବହାର କରିବା ଉପରେ ପ୍ରତିବନ୍ଧକ, ଜାଣନ୍ତୁ କାରଣ

ଭାରତୀୟ ଜନତା ପାର୍ଟିର ନେତୃତ୍ୱାଧୀନ ଏନ୍‌ଡିଏର ରାଷ୍ଟ୍ରପତି ପଦର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନ ଜିତିଛନ୍ତି। ଏବେ ସେ ଦେଶର ୧୫ ତମ ରାଷ୍ଟ୍ରପତି ବନିଯାଇଛନ୍ତି। ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପରେ ତାଙ୍କୁ ଚାରି ଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି। ତାଙ୍କ ବିଜୟରେ ଗୋଟେ ପଟେ…

ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(କେନ୍ୟୁଜ୍):  ଭାରତର ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ। ୨୫ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଦିଲ୍ଲୀ ଗସ୍ତ କରିବେ…

ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ଜୁଲାଇ ୨୧ – ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଓଡ଼ିଶାର ଗୌରବ ଜନଜାତି ଜନନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ ଭେଟି ଅଭିନନ୍ଦନ ଜଣାଇଛନ୍ତି ।…