Browsing Tag

draupadi murmu

ଉଠୁଛି ପଡୁଛି ମୟୂରଭଞ୍ଜ ଜିଲ୍ଲା, ମାଟିର ଝିଅ ପାଇଁ ଚାଲିଛି ସେଲିବ୍ରେସନ

କେନ୍ୟୁଜ୍(ବ୍ୟୁରୋ):ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସେଲିବ୍ରେସନ । ପଡୁଛି ଉଠୁଛି ମୟୂରଭଞ୍ଜ ଜିଲ୍ଲା । ରାଜ ରାସ୍ତରେ ଦ୍ରୌପଦୀଙ୍କ ସ୍ୱାଗତ ପାଇଁ ଲଗାଯାଇଛି ହେଡିଂ ଓ ପୋଷ୍ଟର । ବାଣ ଫୁଟାଇ, କେକ କାଟି ଓ ନାଚଗୀତ ସହ ଉତ୍ସବ ମନାଯାଉଛି । କମ୍ପୁଛି ପୈତୃକ ଗାଁ ଉପରବେଡା ଓ ରାଇରଙ୍ଗପୁର ।…

ଦେଶର ପଞ୍ଚଦଶ ରାଷ୍ଟ୍ରପତି ହେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର (କେନ୍ୟୁଜ୍‌) : ରାଇସିନା ହିଲ୍ ରେସରେ ବାଜି ମାରି ରାଇରଙ୍ଗପୁର ଝିଅ । ଗତ ୧୮ ତାରିଖ ଦିନ ସଂସଦର ୬୩ ନମ୍ବର ପ୍ରକୋଷ୍ଠରେ ଭୋଟ୍‌ ହେବା ପରେ ଆଜି ଭୋଟ୍‌ ଗଣତି ହୋଇଥିଲା। ବର୍ତ୍ତମାନ ଫଳାଫଳ ଆସି ଯାଇଛି। ଦ୍ରୌପଦୀ ମୁର୍ମୁ ଯଶୋବନ୍ତ ସିହ୍ନାଙ୍କ ଠାରୁ ବିଜୟ ଲାଭ କରିଛନ୍ତି।…

ଯଶୱନ୍ତଙ୍କ ଠାରୁ ଆଗରେ ଅଛନ୍ତି ଦ୍ରୌପଦୀ ମୁର୍ମୁ: ଚାରିଆଡେ ଚାଲିଲାଣି ବିଜୟ ଉତ୍ସବ

କେନ୍ୟୁଜ୍(ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ଫଳାଫଳରେ ଦ୍ରୌପଦୀ ମୁର୍ମୁ ଆଗରେ। ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମିଳିତ ବିରୋଧୀ ଦଳ ପ୍ରାର୍ଥି ଯଶୱନ୍ତଙ୍କ ଠାରୁ ଆଗରେ ଅଛନ୍ତି। ୧୮ ତାରିଖରେ ହୋଇଥିଲା ନିର୍ବାଚନ। ଆଜି ଗଣତି ବେଳେ ପ୍ରଥମେ ସାଂସଦଙ୍କ ଭୋଟ ଗଣାଯାଇଥିଲା। ଉଭୟ ଗୃହର…

ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପାଇଁ ଉତ୍ସବ ମୁଖର ରାଇରଙ୍ଗପୁର, ଚାଲିଛି ୨୦ ହଜାର ଲଡ଼ୁ ପ୍ରସ୍ତୁତି

ରାଇରଙ୍ଗପୁର(କେନ୍ୟୁଜ୍):  ଆସନ୍ତାକାଲି ରହିଛି ରାଷ୍ଟ୍ରପତି ନିର୍ବାଚନର ଫଳାଫଳ। ଉତ୍ସବ ମୁଖର ହୋଇ ଉଠିଛି ରାଇରଙ୍ଗପୁର ସହର। ଦିନକ ପୂର୍ବରୁ ହିଁ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳନ ନେଇ ରାଇରଙ୍ଗପୁରରେ ଚାଲିଛି ପ୍ରସ୍ତୁତି। ରାଇରଙ୍ଗପୁରର ରଙ୍ଗଲାଲ…

ନିଜ ମାଟିର ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବାଛିଲି, ନିଜ ବିବେକ ଅନୁସାରେ ଭୋଟ୍‌ ଦେଲି: ମହମ୍ମଦ ମୋକିମ

ଭୁବନେଶ୍ୱର(କେନ୍ୟୁଜ୍): ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେଲେ ମହମ୍ମଦ ମୋକିମ। NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେଇଛନ୍ତି ବାରବାଟୀ-କଟକ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। ନିଜ ବିବେକ ଅନୁସାରେ ଭୋଟ୍‌ ଦେଇଛି ବୋଲି କହିଛନ୍ତି ମୋକିମ। ଏହା ସହ କହିଛନ୍ତି 'ନିଜ ମାଟିର ମହିଳାଙ୍କୁ…

NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ଏକାଠି ହେଲେ ମୁସଲିମ୍ ଭାଇ, ମାଜାରରେ ଚାଦର ଚଢାଇ କଲେ ସାମୁହିକ ଦୁଆ

ରାଇରଙ୍ଗପୁର(କେନ୍ୟୁଜ୍):  ରାତି ପାହିଲେ ରାଷ୍ଟ୍ରପତି ନିର୍ବାଚନ। ନିର୍ବାଚନକୁ ନେଇ ସବୁଠି ଚର୍ଚ୍ଚା । NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଓଡ଼ିଶାବାସୀ ମଧ୍ୟ ଗୌରବାନ୍ୱିତ । ସମସ୍ତ ଓଡିଶା ବାସୀଙ୍କ ଗୋଟିଏ ଲକ୍ଷ୍ୟ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୁଅନ୍ତୁ। ସେଥିପାଇଁ ତ ଜାତି ଧର୍ମ…

ବିଜେଡି ସାଂସଦଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ର, ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ…

କେନ୍ୟୁଜ୍(ବ୍ୟୁରୋ):  ବିଜେଡି ସାଂସଦଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ର । ଆଜି ଭର୍ଚୁଆଲରେ ବିଜେଡି ସାଂସଦଙ୍କୁ ସମ୍ବୋଧିତ କରିଛନ୍ତି ନବୀନ ପଟ୍ଟନାୟକ । ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ପୂର୍ଣ୍ଣ ସମର୍ଥନ କରିବାକୁ କହିଛନ୍ତି । ୧୮ ତାରିଖରେ ରାଷ୍ଟ୍ରପତି…

ରାୟପୁର ଗସ୍ତରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦୌପ୍ରଦୀ ମୁର୍ମୁ, ବିଭିନ୍ନ ରାଜ୍ୟ ଗସ୍ତ କରି ଲୋଡ଼ୁଛନ୍ତି ସମର୍ଥନ

ରାୟପୁର(କେନ୍ୟୁଜ୍): ରାୟପୁର ଗସ୍ତରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦୌପ୍ରଦୀ ମୁର୍ମୁ। ବିଭିନ୍ନ ରାଜ୍ୟ ଗସ୍ତ କରି ସମର୍ଥନ ଲୋଡ଼ୁଛନ୍ତି ଦ୍ରୌପଦୀ ମୁର୍ମୁ। ଆଜି ରାୟପୁରରେ ପହଞ୍ଚିଛନ୍ତି। ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଜେପି ବିଧାୟକ…

ଐତିହାସିକ ବିଜୟ ଆଡକୁ ଅଗ୍ରସର ଦ୍ରୌପଦୀ ମୁର୍ମୁ, ଏକାଥରରେ ୨୭ ଦଳର ମିଳିଛି ସମର୍ଥନ

କେନ୍ୟୁଜ୍: NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ୨୭ ଦଳର ସମର୍ଥନ। ଦ୍ରୌପଦୀଙ୍କୁ ଶିବସେନା ଓ ଟିଡିପି ସମେତ ୨୭ଟି ଦଳ ସମର୍ଥନ କରିବାକୁ ଆଗେଇ ଆସିଲେଣି। ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ମୁର୍ମୁଙ୍କୁ ତାଙ୍କ…

ସାନ ଭଉଣୀ ପାଇଁ ବଡ଼ ଭାଇର କର୍ତ୍ତବ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର(କେନ୍ୟୁଜ୍):  ସାଢେ ୩ ଘଣ୍ଟାର ଓଡିଶା ଗସ୍ତ ସାରି ଦିଲ୍ଲୀ ଫେରି ଯାଇଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ବିମାନବନ୍ଦରରୁ ବାହାରି ସେ ସିଧାସଳଖ ରାଜ୍ଯ…

ମୁଖ୍ୟମନ୍ତ୍ରୀଙ୍କୁ ଭାଇ କହି ସମ୍ବୋଧନ କଲେ ଦ୍ରୌପଦୀ ମୁର୍ମୁ: କହିଲେ’ ରାକ୍ଷୀ ବାନ୍ଧିଥିଲି, ମାଗିବା ପୂର୍ବରୁ…

ଭୁବନେଶ୍ୱର(କେନ୍ୟୁଜ୍): ଓଡ଼ିଶାରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସମର୍ଥନ ଲୋଡ଼ି ଓଡ଼ିଶା ଆସିଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ବିଧାୟକ ଓ ସାଂସଦଙ୍କୁ ଭେଟିଛନ୍ତି। ବିଧାନସଭା ସମ୍ମିଳନୀ କକ୍ଷରେ ଆୟୋଜିତ…

ଭୁବନେଶ୍ୱରରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ଲୋକନୃତ୍ୟ ଓ ଲୋକବାଦ୍ୟରେ କମ୍ପିଲା ବିମାନବନ୍ଦର ପରିସର

ଭୁବନେଶ୍ୱର(କେନ୍ୟୁଜ୍): ଓଡ଼ିଶାରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ପାରମ୍ପରିକ ଲୋକନୃତ୍ୟ ଓ ଲୋକବାଦ୍ୟରେ କମ୍ପିଥିଲା ବିମାନବନ୍ଦର ପରିସର। ଏହାପରେ ରଙ୍ଗାରଙ୍ଗ…