Browsing Tag

draupadi murmu

ଆସନ୍ତା ଶୁକ୍ରବାର ଓଡିଶା ଆସିବେ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ବିଜେଡି ଓ ବିଜେପି ସମେତ ବିଭିନ୍ନ…

ଭୁବନେଶ୍ୱର(କେନ୍ୟୁଜ୍): ଆସନ୍ତା ଶୁକ୍ରବାର ଓଡିଶା ଆସିବେ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିଜେଡି ଓ ବିଜେପି ସମେତ ବିଭିନ୍ନ ଦଳର ବିଧାୟକ ଓ ସାଂସଦଙ୍କୁ ଭେଟିବେ । ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ପାଇଁ ଅନୁରୋଧ କରିବେ । ଏପଟେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ…

ଆମେ ଓଡ଼ିଆ ଭାରି ବଢ଼ିଆ : କେବଳ ରାଷ୍ଟ୍ରପତି ପ୍ରାର୍ଥୀ ନୁହେଁ, ଦେଶର ବଡ଼ ବଡ଼ ପଦରେ ଅବସ୍ଥାପିତ ଅଛନ୍ତି ଓଡ଼ିଶା ମାଟିର…

କେବଳ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଓଡ଼ିଶା ଏବେ ଦେଶ ଶାସନରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଓଡ଼ିଶା ମାଟିର ସୁଯୋଗ୍ୟ ସନ୍ତାନମାନେ ଏବେ ଦେଶର ବଡ଼ ବଡ଼ ପଦ ପଦବିରେ ରହି କାର୍ଯ୍ୟ କରୁଛନ୍ତି । ଦେଶକୁ ଏକ ପ୍ରକାରର ଚଳାଉଛନ୍ତି କହିଲେ ଭୁଲ ହେବନି। ପୂର୍ବରୁ…

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀଙ୍କୁ ଏମିତି କହିବାକୁ ସାହସ କଲେ କେମିତି ଫିଲ୍ମ ନିର୍ଦ୍ଦେଶକ ରାମଗୋପାଲ ବର୍ମା, ସବୁ…

ଅଧିକାଂଶ ସମୟରେ ନିଜ ବୟାନ ବାଜିକୁ ନେଇ ଚର୍ଚ୍ଚାରେ ରହୁଥିବା ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଆଉ ଥରେ ପୁଣି ବିବାଦରେ ଛନ୍ଦି ହୋଇଯାଇଛନ୍ତି । ଏଥର ରାମ ଗୋପାଳ ବର୍ମା ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏକ ଅତ୍ୟନ୍ତ ବିବାଦୀୟ ତଥା ଲଜ୍ଜାଜନକ ବୟାନ ଦେଇଛନ୍ତି…

ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଦ୍ରୌପଦୀ ମୁର୍ମୁ, ଉପସ୍ଥିତ ଥିଲେ ବିଶିଷ୍ଟ ବ୍ୟକ୍ତି

କେନ୍ୟୁଜ୍(ବ୍ୟୁରୋ):  ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଦ୍ରୌପଦୀ ମୁର୍ମୁ। ଏନଡିଏର ପ୍ରାର୍ଥୀ ଭାବେ ରାଜ୍ୟସଭା ସେକ୍ରେଟାରୀ ଜେନେରାଲ୍‌ଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ୬୪ବର୍ଷିୟ ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ…

ଆଜି ନୋମିନେସନ ଦାଖଲ କରିବେ ଦ୍ରୌପଦୀ ମୁର୍ମୁ,ପ୍ରସ୍ତାବକ ଅଛନ୍ତି ଓଡ଼ିଶାର ଦୁଇ କ୍ୟାବିନେଟ ମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଦ୍ରୌପଦୀ ମୁର୍ମୁ ନୋମିନେସନ ଦାଖଲ କରିବେ । ପ୍ରସ୍ତାବକ ଅଛନ୍ତି ଓଡ଼ିଶାର ଦୁଇ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ। ନୋମିନେସନ ସମୟରେ ଏହି ଦୁଇ ମନ୍ତ୍ରୀ ଉପସ୍ଥିତ ରହିବେ । ଦିନ ସାଢ଼େ ୧୨ଟାରେ ନୋମିନେସନ କରିବେ…

ଦିଲ୍ଲୀ ଅଭିମୁଖେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ଆସନ୍ତାକାଲି କରିବେ ନାମାଙ୍କନପତ୍ର ଦାଖଲ

ଭୁବନେଶ୍ୱର(କେନ୍ୟୁଜ): ଦିଲ୍ଲୀ ଅଭିମୁଖେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । MCL ଗେଷ୍ଟ ହାଉସରୁ କଡା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ବିମାନବନ୍ଦରରେ ପହଞ୍ଚିବା ପରେ ଶୁଭେଛୁ ଓ ସମର୍ଥକମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଗତକାଲି ସେ…

୨୪ ତାରିଖରେ ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ ମୁର୍ମୁ: ଓଡ଼ିଶାର ଝିଅକୁ ନିର୍ବାଚିତ କରିବା ପାଇଁ ରାଜ୍ୟର ସମସ୍ତ…

ଭୁବନେଶ୍ବର(କେନ୍ୟୁଜ୍): ରାଇରଙ୍ଗପୁରରୁ ରାଇସିନା ରେସ୍‌ । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଶାର ଦ୍ରୌପଦୀ ମୁର୍ମୁ । ୨୪ ତାରିଖରେ ନାମାଙ୍କନ ଦାଖଲ କରିବେ । ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ତାଙ୍କ ନାଁ ଘୋଷଣା ପରେ ସାରା ରାଜ୍ୟରେ ଖୁସିର ଲହରି । ରାଜନେତାଙ୍କଠାରୁ ଆରମ୍ଭ କରି ସାଧାରଣ…

ଭୁବନେଶ୍ୱରରେ ପହଞ୍ଚିଲେ NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ଦିଆଗଲା ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରରେ ପହଞ୍ଚିଲେ ଏନିଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଆଜି ରାତିରେ ଏମସିଏଲ ଗେଷ୍ଟ ହାଉସରେ ରହିବେ ଦ୍ରୌପଦୀ ମୁର୍ମୁ । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ…

ଦିଲ୍ଲୀ ଗସ୍ତ ପୂର୍ବରୁ ଭୁବନେଶ୍ୱର ଆସୁଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

କେନ୍ୟୁଜ୍(ବ୍ୟୁରୋ):  ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସନ୍ତା ୨୪ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ। ଦିଲ୍ଲୀ ଗସ୍ତ ପୂର୍ବରୁ ଭୁବନେଶ୍ୱର ଆସୁଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀ ମୁର୍ମୁଙ୍କୁ ଯୋଗାଇ ଦିଆଯାଇଛି ଜେଡ୍‌ପ୍ଲସ ସୁରକ୍ଷା।…

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଜେଡ୍‌ ପ୍ଲସ୍ ସୁରକ୍ଷା: ଦାୟିତ୍ୱରେ ୧୨ CRPF, ଜଣେ…

କେନ୍ୟୁଜ: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଦିଆଗଲା ଜେଡ୍‌ପ୍ଲସ ସୁରକ୍ଷା। କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି। ଦାୟିତ୍ୱରେ ରହିଛନ୍ତି ୧୨ CRPF, ଜଣେ ଡିସିପି ର‍୍ୟାଙ୍କ ଅଫିସର। ରାଷ୍ଟ୍ରପତି ପଦ ପାଇଁ ଦୌଡ଼ରେ ଅନେକ ନାଁ ଥିଲେ…

ବିଜେଡି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେଲେ ବିଜୟ ସୁନିଶ୍ଚିତ, ପ୍ରାର୍ଥୀ ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ…

ଦ୍ରୌପଦୀଙ୍କୁ ସମର୍ଥନ ଦେବ ବିଜେଡି। ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଛନ୍ତି ଦ୍ରୌପଦୀ ମୁର୍ମୁ। ପ୍ରାର୍ଥୀ ଘୋଷଣା ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି। ତେଣୁ ଆଶା କରାଯାଉଛି ବିଜେଡି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ। ତେଣୁ ବିଜେଡି…

ଓଡ଼ିଶାବାସୀଙ୍କ ପାଇଁ ଗର୍ବର ମୁହୂର୍ତ୍ତ, ଦ୍ରୌପଦୀ ମୁର୍ମୁ ଙ୍କ ପ୍ରାର୍ଥିତ୍ୱ ମୋତେ ଖୁବ୍‌ ଆନନ୍ଦିତ କରିଛି:…

ଭୁବନେଶ୍ୱର(କେନ୍ୟୁଜ): ଓଡ଼ିଶା ଲାଗି ନୂଆ ଇତିହାସ ଯୋଡିଲେ ଦ୍ରୌପଦୀ ମୁର୍ମୁ । ୨୦୧୫ରୁ ୨୧ ପର୍ଯ୍ୟନ୍ତ ହୋଇଥିଲେ ଝାଡଖଣ୍ଡ ରାଜ୍ୟପାଳ। ଦୁଇ ଦୁଇ ଥର ସମ୍ଭାଳିଥିଲେ ମନ୍ତ୍ରୀ ଦାୟିତ୍ୱ । ଏନଡିଏ ରାଷ୍ଟ୍ରପତି ଭାବେ ଚୟନ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ…