Browsing Tag

drowning dead

ପୁରୀ: ପୋଖରୀରେ ଗାଧୋଇବା ହେଲା କାଳ, ପାଣିରେ ବୁଡି ଚାଲିଗଲା ଦୁଇ ନାବାଳିକାଙ୍କ ଜୀବନ

ପିପିଲି(କେନ୍ୟୁଜ୍) : ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଲକ ଗଣ୍ଡପଡା ଗ୍ରାମରେ ପୋଖରୀରେ ବୁଡି ଦୁଇ  ନାବାଳିକାଙ୍କର ମୃତ୍ୟୁ ହୋଇଛି।  ପୋଖରୀରେ ଦୁଇ  ନାବାଳିକା  ଭାସୁଥିବାର ଦେଖି ଗ୍ରାମର କେତେକ ବ୍ୟକ୍ତି ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ।ପରେ  ଗ୍ରାମବାସୀ ସେହି ଦୁଇ ନାବାଳିକାଙ୍କୁ…

ଯାଜପୁର: ଭାରସାମ୍ୟ ହରାଇ ପୋଖରୀରେ ବୁଡିଗଲା ବାଇକ, ଦୁଇ ଯୁବକ ମୃତ

ଯାଜପୁର ଟାଉନ(କେନ୍ୟୁଜ୍): ପୋଖରୀରେ ବୁଡି ଚାଲିଗଲା ଦୁଇଜଣଙ୍କ ଜୀବନ।  ଏପରି ଅଭାବନୀୟ ଘଟଣା ଘଟିଛି ଯାଜପୁର ସଦର ଥାନା ଅନ୍ତର୍ଗତ କବୀରପୁର ଠାରେ । ମୃତକ ହେଲେ ଯାଜପୁର ଟାଉନ ମାନସାପୋଲ ଅଞ୍ଚଳର ଅଭିଜିତ ଉପାଧ୍ୟାୟ(୨୧) ଓ ଅବଦଲପୁର ଅଞ୍ଚଳର ସୁଶିଲ ରାୟ(୨୫) ବୋଲି ଜଣାପଡିଛି । ସୂଚନା…

ଗାଧୋଇବା ବେଳେ ପାଣିରେ ବୁଡ଼ି ଦୁଇ ଝିଅଙ୍କ ସଲିଳ ସମାଧି

କଟକ: ପାଣିରେ ବୁଡ଼ି ଦୁଇ ଝିଅଙ୍କ ସଲିଳ ସମାଧି । କଟକ ନରସିଂହପୁର ବ୍ଲକ୍‌ ଭୁସ୍କା ଗାଁରେ ଗାଧୋଇବା ବେଳେ ସାଲୁଆ ବନ୍ଧରେ ବୁଡ଼ି ଯାଇଥିଲେ ୨ ଜଣ । ସେମାନଙ୍କୁ ଗୁରୁତର ଅବସ୍ଥାରେ ନରସିଂହପୁର ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଦୁଇ ଜଣ…