Below header
Browsing Tag

drowning death

ମାଲକାନଗିରି ଗଙ୍ଗଲା ସେବାଶ୍ରମରେ ଛାତ୍ର ମୃତ୍ୟୁ ଘଟଣା: ପ୍ରଧାନ ଶିକ୍ଷୟିତ୍ରୀ, ସହକାରୀ ଶିକ୍ଷକ ଓ ମ୍ୟାଟ୍ରନ୍‌…

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ଜିଲ୍ଲା ଗଙ୍ଗଲା ସେବାଶ୍ରମରେ ଛାତ୍ର ମୃତ୍ୟୁ ଘଟଣାରେ ୩ ଜଣ ନିଲମ୍ବିତ। ସେବାଶ୍ରମର ପ୍ରଧାନ ଶିକ୍ଷୟିତ୍ରୀ, ସହକାରୀ ଶିକ୍ଷକ ଓ ମ୍ୟାଟ୍ରନ୍‌ ନିଲମ୍ବିତ ହୋଇଛନ୍ତି। ୨ ରୋଷେୟାଙ୍କୁ ମଧ୍ୟ ଚାକିରୀରୁ ବହିଷ୍କାର କରାଯାଇଛି। ତଦନ୍ତ ପରେ ଜିଲ୍ଲାପାଳ ଏହି…

ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରିଲାନି କାହ୍ନୁ

ଯାଜପୁର ରୋଡ (କେନ୍ୟୁଜ) : ପୋଖରୀରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ର ମୃତ, ସୁକିନ୍ଦା ଥାନା ଅନ୍ତର୍ଗତ ଦାମୋଦରପୁର ଗ୍ରାମ ତହିଲା ସାହି ରାମଠେଗା ପୋଖରୀରେ ଢେଙ୍କନାଳ ଜିଲା ଭୁବନ ଥାନା ହେମନ୍ତ ମିଶ୍ରଙ୍କ ପୁଅ କାହ୍ନୁ ବୁଡି ପ୍ରାଣ ହରାଇଥିବା ସୂଚନା ମିଳିଛି। ପିଉସୀ ଘରେ ରହି ପାଠ ପଢୁଥିବା…

ଗାଧୋଇବା ହେଲା କାଳ, ପୋଖରୀରେ ବୁଡି ୨ ନାବାଳିକାଙ୍କ ମୃତ୍ୟୁ

କେନ୍ଦୁଝର (କେନ୍ୟୁଜ୍) : ଗାଧୋଇବା ହେଲା କାଳ। ଶୋସ ଥାନା ଅନ୍ତର୍ଗତ ମଧୂବନରେ ପୋଖରୀକୁ ଗାଧୋଇବାକୁ ଯାଇ ୨ ନାବାଳିକାଙ୍କ ଗଭୀର ଜଳରେ ବୁଡି ଯାଇଥିଲେ। ଏହାପରେ ସେମାନଙ୍କ ପରିବାର ଲୋକେ ତାଙ୍କୁ ଏକ ଅଟୋରେ ଡାକ୍ତରଖାନା ନେଉଥିବାବେଳେ ଅଟୋଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଦୁଇ ପରିବାରର…

ବଡଗେଙ୍ଗୁଟି ନଦୀରେ ଗାଧୋଉଥିବାବେଳେ ବୁଡିଗଲେ ୨ ଛାତ୍ର

ଯାଜପୁର (କେନ୍ୟୁଜ୍‌) : ବଡଚଣା ଥାନା ବାଇଶିମୌଜା ସେତୁ ନିକଟସ୍ଥ ବଡଗେଙ୍ଗୁଟି ନଦୀରେ ଗାଧୋଉଥିବାବେଳେ ବୁଡିଗଲେ ୨ ଛାତ୍ର। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ଜଣଙ୍କୁ ଉଦ୍ଧାର କରାଯାଇଛି। ଆଜି ଅରଖପୁର ପଞ୍ଚାୟତ ରାଧପାଦେଇପୁର ଗ୍ରାମର ଚିନ୍ମୟ ସାହୁ ଓ ଶାନ୍ତୁନୁ କୁମାର ବଳ ଉଭୟ ନଦୀକୁ…

ଗାଧୋଇବାକୁ ଯାଇ ବୈତରଣୀ ନଦୀରେ ବୁଡ଼ି ୨ ମୃତ

ଯାଜପୁର ଟାଉନ୍‌ (କେ ନ୍ୟୁଜ୍‌) : ଗାଧୋଇବାକୁ ଯାଇ ବୈତରଣୀ ନଦୀରେ ବୁଡ଼ିଗଲେ ୨ ଜଣ । ମୃତକ ହେଲେ ଯାଜପୁର ଟାଉନ ଅଞ୍ଚଳର ଅନୱାର ହୁଦା ଓ ହରିପୁର ଅଂଚଳର ମୋଜାସମ । ରମଜାନ ଓଷା ଲାଗି ନମାଜ ପାଠ ସାରି ୫ ଜଣ ଯୁବକ ଯାଜପୁର ରୁଢିଆ ନିକଟସ୍ଥ ଆନିକଟକୁ ଗାଧୋଇବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ…

ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଗାଧୋଇବା ବେଳେ ପାଣିରେ ବୁଡି ୩ମୃତ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଖରସ୍ରୋତା ନଦୀର ବାଇଟାଙ୍ଗି ମଠ ନିକଟରେ ଥିବା ବଗମରା ଘାଟରେ ଗତକାଲି ସନ୍ଧ୍ୟାରେ ଗାଧୋଉଥିବା ବେଳେ ନିଖୋଜ ଥିବା ବାପା ଓ ପୁଅଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକ ସ୍ଥାନୀୟ କଲ୍ୟାଣପୁର ଅଞ୍ଚଳର ସରୋଜ ବଳ (୩୨) ଓ ଆୟସ କୁମାର…

ନଦୀକୁ ଗାଧୋଇ ଯାଇ ବୁଡ଼ି ମରିଗଲେ ନିରାକାର

ବ୍ରହ୍ମପୁର (କେ ନ୍ୟୁଜ୍‌) : ଦଶ ଘଣ୍ଟା ପରେ ମିଳିଲା ମୃତଦେହ। ଗଂଜାମ ଜିଲ୍ଲା କେ. ନୂଆଗାଁ ଥାନା ବଜ୍ରଗୁମା ଗାଁ ନିକଟ ବାହୁଦା ନଦୀକୁ ଗାଧୋଇବାକୁ ଯାଇ ଗଣ୍ଡରେ ବୁଡ଼ିଗଲେ ସୁରଙ୍ଗି ସୁମାଣ୍ଡି ଗାଁର ନିରାକାର ଗୌଡ଼ । ଛତ୍ରପୁର ଓଡ୍ରାଫ୍ ଟିମ୍ ଓ ଦିଗପହଣ୍ଡି ଦମକଳ ବାହିନୀ ପହଞ୍ଚି ଖୋଜିବା ପରେ…

ଗାଧୋଇବା ହେଲା କାଳ, ବ୍ରାହ୍ମଣୀ ନଦୀରେ ବୁଡି ଯୁବକ ମୃତ

ରାଉରକେଲା (କେନ୍ୟୁଜ୍) : ନଦୀରେ ବୁଡି ଯୁବକ ମ୍ରୁତ। ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବା ଯୁବକର ମୃତ୍ୟୁ ହୋଇଛି। ମୃତକଙ୍କ ନାମ ହେଉଛି ଚନ୍ଦନ ଦାସ। ତରକେରା ପମ୍ପ ହାଉସରେ ବୁଡି ଯାଇଥିବା ସୂଚନା।

ଢ଼େଙ୍କାନାଳ : ପୋଖରୀରେ ବୁଡ଼ି ଛାତ୍ର ମୃତ

ଢ଼େଙ୍କାନାଳ (କେନ୍ୟୁଜ୍) : ପୋଖରୀରେ ବୁଡ଼ି ଛାତ୍ର ମୃତ । ଢେଙ୍କାନାଳ ସଦର ଥାନା ନମିଚିରା ଗାଁରେ ପୋଖରୀରେ ବୁଡି ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ହେଲେ ସିପୁନ ନାୟକ । ସେ ସାଙ୍ଗମାନଙ୍କ ସହ ପୋଖରୀରେ ଗାଧୋଉଥିବାବେଳେ ବୁଡି ଯାଇଥିଲେ । ଗାଁଲୋକ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ…

ଗାଧୋଉଥିବାବେଳେ ବୈତରଣୀ ଘାଟରେ ବୁଡି ଦୁଇ ଶିଶୁଙ୍କ ମୃତ୍ୟୁ

କେନ୍ଦୁଝର : ବୁଡିଗଲେ ୨ ଶିଶୁ । ଗାଧୋଉଥିବାବେଳେ ବୈତରଣୀ ଘାଟରେ ବୁଡି ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କୋଡପଡା ବୈତରଣୀ ନଦୀ ଘାଟରେ ଏହି ଅଘଟଣ ଘଟିଛି। ବସନ୍ତିଆ ଗାଁର ଦୁଇ ଶିଶୁ ଆଜି ମାମୁ ସହ ଗାଧୋଇବା ପାଇଁ ଯାଇଥିଲେ । ଗୋଡ ଖସିଯିବାରୁ ନଦୀରେ…

ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ୨ ସାଙ୍ଗଙ୍କ ମୃତ୍ୟୁ

ଯାଜପୁର ଟାଉନ (କେନ୍ଯୁଜ୍) : ନଦୀରେ ଗାଧୋଉଥିବା ବେଳେ ବୁଡିଯାଇ ଦୁଇ ଜଣ ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ସଦର ଥାନା ଜାଲପୁର ଗାଁରେ । ଗତକାଲି ମଧ୍ୟାହ୍ନରେ ସ୍ଥାନୀୟ ଗ୍ରାମର ୪ଜଣ ସାଙ୍ଗ ହୋଇ ବୁଢା ନଦୀର ଜାଲପୁର ଘାଟରେ ଗାଧୋଉଥିଲେ । ଏହି ସମୟରେ ଦୁଇଜଣ ପାଣିରେ ବୁଡିଯାଇ…

ଏକାସାଙ୍ଗରେ ଚାଲିଗଲା ୩ ଜୀବନ, ଗୋଟିଏ ପରିବାରର ବାପ,ପୁଅ ଓ ଝିଅଙ୍କ ସଲିଳ ସମାଧି

ସମ୍ବଲପୁର (କେନ୍ୟୁଜ୍) : ଠେଲକୁଲିରେ ଦୁଃଖଦ ଘଟଣା । ବାପ, ପୁଅ ଓ ଝିଅଙ୍କ ସଲିଳ ସମାଧି । ମୃତକମାନେ ହେଲେ ଠେଲକୁଲି ଅଞ୍ଚଳର ରାଜୁ ପାଶ୍ୱନ, ପୁଅ ବାଦଲ ଓ ଝିଅ ଶୁଭା। ହୋଲି ଖେଳି ସାରି ନଦୀକୁ ଗାଧୋଇବାକୁ ଯାଇ ଆଉ ସେମାନେ ଘରକୁ ଫେରିନଥିଲେ। ରାଜୁ ପାଶ୍ୱନଙ୍କ ସ୍ତ୍ରୀ କମଳା ଦେବୀ ଠେଲକୁଲି…