Below header
Browsing Tag

drowning women

ଗଜପତି ଜିଲ୍ଲା ବୁଢାଦିହ ଗ୍ରାମରେ ଅଘଟଣ: ହରଭଙ୍ଗୀ ଡ୍ୟାମରେ ବୁଡି ମାଇଁ, ଭାଣିଜୀ ମୃତ

ମୋହନା: ଗଜପତି ଜ଼ିଲ୍ଲା ଅଡବା ଥାନା ବୁଢାଦିହ ଗ୍ରାମ ନିକଟରେ ଥିବା ହରଭଙ୍ଗୀ ଡ୍ୟାମରେ ବୁଡି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସେହି ଗ୍ରାମର ମହିଳା ଏବନି ମଣ୍ଡଳ ଏବଂ ତାଙ୍କ ନାବାଳିକା ଭାଣିଜୀ ଇଶ୍ମାଞ୍ଜଳି ଶବର l ଗତକାଲି ଅପରାହ୍ନରେ ଦୁହେଁ କାଜୁ ତୋଳିବା ପାଇଁ ବଗଡ଼ କୁ…

ଦେବଦୂତ ସାଜିଲେ ଫଟୋଗ୍ରାଫର, ଚନ୍ଦ୍ରଭାଗା ସମୁଦ୍ରରୁ ଉଦ୍ଧାର କଲେ ମହିଳା ପର୍ଯ୍ୟଟକଙ୍କୁ

ଗୋପ, କେନ୍ୟୁଜ୍: ଦେବଦୂତ ସାଜିଲେ ଫଟୋଗ୍ରାଫର। ବୁଡି ଯାଉଥିବା ବେଳେ ସମୁଦ୍ରରୁ ଉଦ୍ଧାର କଲେ ମହିଳା ପର୍ଯ୍ୟଟକଙ୍କୁ। ତାଙ୍କ ନାଁ ଆନନ ସଚ୍ୟବତୀ ଓ ତାଙ୍କ ଘର ଆନ୍ଧ୍ର ପ୍ରଦେଶର କାକିନାଡାରେ। ମହିଳା ଜଣକ ପରିବାର ସହ ଚନ୍ଦ୍ରଭାଗା ବୁଲିବାକୁ ଆସି ଗାଧୋଉଥିବା ବେଳେ ବୁଡି ଯାଇଥିଲେ। ସେଠାରେ…

ବରଗଡ : ନଦୀରେ ଭାସିଯାଉଥିବାବେଳେ ବୃଦ୍ଧାଙ୍କୁ ଉଦ୍ଧାର କଲେ ଯୁବକ

ବରଗଡ (କେ ନ୍ଯୁଜ୍) : ନଦୀରେ ଭାସିଯାଉଥିବାବେଳେ ବୃଦ୍ଧାଙ୍କୁ ଉଦ୍ଧାର କଲେ ଯୁବକ । ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ୍‌ ଅନ୍ତର୍ଗତ ଅଙ୍ଗନଦୀରେ ବୃଦ୍ଧା ଜଣକ ଗାଧୋଉଥିବାବେଳେ ଭାସିଯାଇଥିଲେ । ୪କିଲୋମିଟର ପର୍ୟ୍ୟନ୍ତ ଭାସିଯିବା ପରେ ଘୁଚିପାଲି ଡ୍ୟାମ୍‌ ନିକଟରେ ୩ଜଣ ଯୁବକ ତାଙ୍କୁ ଉଦ୍ଧାର…