ନବମ ଶ୍ରେଣୀ ଛାତ୍ରଙ୍କ ଇ-ସାଇକେଲ୍, ଯାହା ଘଣ୍ଟାକୁ ୩୦ କି.ମି. ସ୍ପିଡରେ କରୁଛି ଗତି
ନୟାଗଡ(କେନ୍ଯୁଜ୍): ଦିନକୁ ଦିନ ବଢି ଚାଲିଛି ପେଟ୍ରୋଲ ଦର । ଲିଟର ପିଛା ଶହେ ଟପିଲାଣି । ଅନ୍ଯପଟେ ପେଟ୍ରୋଲ ଦର ଯେତେ ବଢିଲେ ବି ଲୋକେ ତ ଗାଡି ଚଲାଇବାକୁ ବାଧ୍ଯ । ଅନ୍ଯପଟେ ପୂର୍ବ ଅପେକ୍ଷା ଗାଡି ମଟର ସଂଖ୍ଯା ମଧ୍ଯ ବ୍ରୁଦ୍ଧି ପାଇବାରେ ଲାଗିଛି । ଯାହାଫଳରେ ସେଥିରୁ ବାହାରିଥିବା ଧୂଆଁ…