୩୨ ହଜାର କୋଟିର ନିବେଶ : ରାଜ୍ୟରେ ୮ ପ୍ରକଳ୍ପକୁ ମଞ୍ଜୁରୀ, ୧୮ ହଜାର ନିଯୁକ୍ତି ସମ୍ଭାବନା
ଭୁବନେଶ୍ୱର : ଉତ୍କର୍ଷ ଓଡିଶା, ମେକ ଇନ ଓଡିଶା ୨୦୨୫କୁ ନେଇ ବେଶ ଉତ୍ସାହିତ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ୩୨ ହଜାର ୭୩୬ କୋଟିର ନିବେଶକୁ ଅନୁମୋଦନ ମିଳିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୮ଟି ବଡ଼ ଶିଳ୍ପ ପ୍ରକଳ୍ପରେ…