Browsing Tag

encounter in jammu and kashmir

ଜାମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ, ଲସ୍କର ସହ ଥିଲା ସମ୍ପର୍କ

ଜାମ୍ମୁ-କଶ୍ମୀର: ଜାମ୍ମୁ-କଶ୍ମୀରରେ ପୁଲଓ୍ଵାମାର ଦ୍ରବଗାମ ଅଞ୍ଚଳରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି, ନିହତ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ଥିଲେ। ସେମାନେ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା ସହ ଜଡ଼ିତ…

ଜମ୍ମୁ କାଶ୍ମୀର କୁଲଗାମରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ସଫା

କେନ୍ୟୁଜ୍(ବ୍ୟୁରୋ):  ଜମ୍ମୁ କାଶ୍ମୀର କୁଲଗାମରେ ଏନ୍‌କାଉଣ୍ଟର । ୨ ଆତଙ୍କବାଦୀ ସଫା । ଏମାନଙ୍କ ଭିତରେ ଜଣେ ପାକିସ୍ତାନୀ ଲସ୍କର-ଏ-ତୋଏବା ଆତଙ୍କବାଦୀ। ସେ ବହୁ ହିଂସାକାଣ୍ଡରେ ଜଡ଼ିତ ଥିଲା । ନିକଟରେ ଦୁଇଟି ପୃଥକ ଆକ୍ରମଣରେ ସାମିଲ ଥିଲା । ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ଜଣେ…

ଜମ୍ମୁକଶ୍ମୀର କୁଲଗାମ ଜିଲ୍ଲାର ଚିଙ୍ଗମ ଅଞ୍ଚଳରେ ଏନ୍‌କାଉଣ୍ଟର, ଦୁଇ ଆତଙ୍କବାଦୀ ସଫା

ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀରରେ ଏନ୍‌କାଉଣ୍ଟର । କୁଲଗାମ ଜିଲ୍ଲାର ଚିଙ୍ଗମ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏବେ ବି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଏହି…

ପୁଲଓ୍ଵାମା ଅଓ୍ଵାନ୍ତିପୁରାରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ମୃତ

ଜାମ୍ମୁ କାଶ୍ମୀର: ପୁଣି ଜଣେ ଆତଙ୍କବାଦୀ ମୃତ। ଜାମ୍ମୁ କାଶ୍ମୀର ପୁଲଓ୍ଵାମା ଅଓ୍ଵାନ୍ତିପୁରାରେ ସୁରକ୍ଷା କର୍ମୀ ଓ ଆତଙ୍କାବାଦୀ ମୁହାଁ ମୁହିଁ। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ମୃତ ହୋଇଥିବା ସୂଚନା ମିଳିଛି । ଏନେଇ ସେନା ପକ୍ଷରୁ ଅପରେସନ ଜାରି ରହିଛି। ସୂଚନା ଥାଉକି,…

ଜମ୍ମୁ ଓ କଶ୍ମୀରର ସୋପୋର୍‌ ଠାରେ ପୁଣି ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଆଜି ସକାଳେ ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ସୋପୋର୍‌ ଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପୁଣି ଗୁଳି ବିନିମୟ । ଏହି ଘଟଣାରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ଖବର ସାମ୍ନାକୁ ଆସିଛି । ସୋପୋର୍‌ର ହର୍ଦଶିବ ଅଞ୍ଚଳରେ ଚାଲିଥିବା ଏହି…