ଇଂଲଣ୍ଡ ନିୟନ୍ତ୍ରଣରେ ଏଜବେଷ୍ଟନ ଟେଷ୍ଟ, ବିଜୟ ଠାରୁ ୧୧୯ ରନ ଦୂରରେ
କେନ୍ୟୁଜ୍: ଏଜବେଷ୍ଟନ ଟେଷ୍ଟରେ ଦୃଢ ସ୍ଥିତିରେ ଇଂଲଣ୍ଡ । ଟିମ୍ ଇଣ୍ଡିଆର ୩୭୮ ରନ ଟାର୍ଗେଟକୁ ପିଛା କରୁଥିବା ଇଂଲଣ୍ଡ ଦଳ ୩ ଓ୍ଵିକେଟ ହରାଇ ୨୪୫ ରନ କରିଛି । ପଞ୍ଚମ ଟେଷ୍ଟ ମ୍ୟାଚ ଜିତିବାକୁ ଘରୋଇ ଟିମକୁ ଆଉ ୧୧୯ ରନ ଦରକାର ।
ଜୋଏ ରୁଟ୍ ଓ ବେରେଷ୍ଟ୍ରୋ କ୍ରିଜରେ ଅଛନ୍ତି । ଉଭୟ…