Browsing Tag

entertainment news

ହିମାଚଳ ପ୍ରଦେଶ ମଣ୍ଡିରୁ କଙ୍ଗନା ରାଣାୱତଙ୍କୁ ମିଳିଲା ବିଜେପି ପାର୍ଟି ଟିକେଟ, ଅଭିନୟ ପରେ ଏବେ ରାଜନୀତିରେ କରିବେ…

ଗତ କିଛି ଦିନ ହେବ ନିର୍ବାଚନ ପାଇଁ ଅଭିନେତ୍ରୀ କଙ୍ଗନା ରାଣାୱତ ଚର୍ଚ୍ଚାରେ ରହିଛନ୍ତି । ବର୍ତ୍ତମାନ ହିମାଚଳ ପ୍ରଦେଶର ମଣ୍ଡିରୁ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ବିଜେପି ଟିକେଟ ଦିଆଯାଇଛି । ତେବେ ‘ଫ୍ୟାଶନ୍’, ‘କୁଇନ’ ଏବଂ ‘ତନୁ ୱେଡ୍ ମନୁ ରିଟର୍ନ’ ଏବଂ ‘ମାଣିକର୍ଣ୍ଣିକା’ ଭଳି ଫିଲ୍ମରେ…

ଷ୍ଟାଡିୟମ୍‌ରେ ଦର୍ଶକଙ୍କ ସମ୍ମୁଖରେ ସିଗାରେଟ୍ ଟାଣୁଥିଲେ ଶାହାରୁଖ୍ ଖାନ୍, ଭାଇରାଲ ହେଉଛି ଭିଡିଓରେ

କେକେଆର ଏବଂ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ କିଙ୍ଗ ଖାନ ଶାହରୁଖ ଖାନ ଖୋଲାଖୋଲି ଧୂମପାନ କରୁଥିବା ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ସୋସିଆଲ ମିଡିଆରେ ଶାହାରୁଖଙ୍କ ଏହି କାମକୁ ନେଇ ଫ୍ୟାନ୍ସ ନିଜର ପ୍ରତିକ୍ରିୟା…

ଦିଲଜିତ ଦୋସାଞ୍ଜଙ୍କ ସିକ୍ରେଟ ମ୍ୟାରେଜ୍‌କୁ ନେଇ ଚର୍ଚ୍ଚା, ଭାଇରାଲ ହେଉଛି ଫଟୋ

ଦିଲଜିତ ଦୋସାଞ୍ଜଙ୍କ ସିକ୍ରେଟ ମ୍ୟାରେଜ୍‌କୁ ନେଇ ବର୍ତ୍ତମାନ ଇଣ୍ଟରନେଟରେ ଚର୍ଚ୍ଚା ଜୋର ଚାଲିଛି । ତେବେ ସୋସିଆଲ ମିଡିଆରେ କିଆରା ଆଡଭାନୀଙ୍କ ଏକ ପୁରୁଣା ଇଣ୍ଟର ଭ୍ୟୁ ଯୋଗୁ ଏହା ଆରମ୍ଭ ହୋଇଥିଲା, ଯେଉଁଥିରେ ସେ ଅଜାଣତରେ ଦିଲଜିତଙ୍କ ପୁଅ ବିଷୟରେ କହିଥିଲେ । ଏହାର କିଛି ସମୟ ପରେ,…

ଜାମିନ ପରେ ମଧ୍ୟ ଘରକୁ ଯାଇପାରିନାହାଁନ୍ତି ଏଲଭିଶ ଯାଦବ ! ଜାଣନ୍ତୁ ପୂରା ମାମଲା

ପ୍ରସିଦ୍ଧ ୟୁଟ୍ୟୁବର୍‌ ତଥା ବିଗ୍‌ ବସ୍‌ ଓଟିଟି ୨ ବିଜେତା ଏଲଭିଶ ଯାଦବଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରେଭ ପାର୍ଟିରେ ସାପ ବିଷ ଯୋଗାଇଥିବା ମାମଲାରେ ତାଙ୍କୁ ମାର୍ଚ୍ଚ ୧୭ରେ ଗିରଫ କରାଯାଇଥିଲା । ବର୍ତ୍ତମାନ ଏଲଭିଶ ଯାଦବଙ୍କୁ ଜାମିନ ମିଳିଛି । ତେବେ ଶୁକ୍ରବାର ଦିନ ତାଙ୍କ…

ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହେଲା ସିଦ୍ଧୁ ମୁସେଓ୍ଵାଲାଙ୍କ ବାପା ଓ ସାନ ଭାଇର ଫଟୋ

ପଞ୍ଜାବୀ ଦିବଙ୍ଗତ ଲୋକପ୍ରିୟ ସିଙ୍ଗର ସିଦ୍ଧୁ ମୁସେଓ୍ଵାଲାଙ୍କ ବାପା ଓ ମା’ ଅନେକ ଦିନ ଧରି ହେଡଲାଇନରେ ରହିଛନ୍ତି । ନିକଟରେ ତାଙ୍କ ଘରେ ଖୁସିର ମାହୋଲ ରହିଛି । କାରଣ ତାଙ୍କ ଘରକୁ ଏକ ନୂଆ ଅତିଥି ଆସିଛନ୍ତି । ସିଦ୍ଧୁଙ୍କ ମା’ ଚରଣ କୌର ୫୮ ବର୍ଷ ବୟସରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି…

ବବି ଦେଓଲଙ୍କ ଛୋଟ ପିଲାଙ୍କ ପ୍ରତି ଭଲ ପାଇବା ଦେଖି ଫ୍ୟାନ୍ସ କରୁଛନ୍ତି ପ୍ରଶଂସା, ଭାଇରାଲ ହେଉଛି ଭିଡିଓ

ବର୍ତ୍ତମାନ ବଲିଉଡର ଷ୍ଟାର ବବି ଦେଓଲଙ୍କ କ୍ୟାରିଅରରେ ଅନେକ ମୋଡ଼ ଆସିଛି । ସେ ନିଜ କ୍ୟାରିୟର ଆରମ୍ଭରେ ବହୁତ ଉତ୍ଥାନ-ପତନ ଦେଖିଛନ୍ତି । ସେ ବହୁତ ସମୟ ପର୍ଯ୍ୟନ୍ତ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଦୂରେଇ ରହିଥିଲେ ଏବଂ ତାପରେ ସେ OTT ରେ ଏକ ୱେବ୍ ସିରିଜ୍ କରିବାର ସୁଯୋଗ ପାଇଲେ । ତେବେ ସେ…

ରିୟାଲିଟି ସୋ ‘ଡ୍ୟାନ୍ସ ଦିୱାନେ’ରେ ୩୭ ବର୍ଷ ପରେ ଗୋବିନ୍ଦା ପୁଣି ସ୍ତ୍ରୀ ସୁନୀତାଙ୍କୁ କଲେ ବିବାହ, ଭାଇରାଲ ହେଉଛି…

ବଲିଉଡ ଇଣ୍ଡଷ୍ଟ୍ରୀରେ ନିଜର ଦମ୍‌ଦାର ଅଭିନୟ ଏବଂ ଡ୍ୟାନ୍ସ ଯୋଗୁ ଗୋବିନ୍ଦା ସମସ୍ତଙ୍କ ମନ ଜିତିଥାନ୍ତି । କିନ୍ତୁ ଏବେ ଏହି ଅଭିନେତା ଫିଲ୍ମ ସ୍କ୍ରିନରୁ ଦୂରରେ ରହିଛନ୍ତି, ହେଲେ ବେଳେବେଳେ ତାଙ୍କୁ ଟିଭି ପରଦାରେ ଦେଖିବାକୁ ମିଳିଥାଏ । ତେବେ ଏବେ ମଧ୍ୟ ଲୋକମାନେ ତାଙ୍କ ଅଭିନୟକୁ ବହୁତ…

ସାମ୍ନାକୁ ଆସିଲା ‘ମିର୍ଜାପୁର ୩’ର ଫାଷ୍ଟ ପୋଷ୍ଟର, ଜାଣନ୍ତୁ କେବେ ଓ କେଉଁଠି ହେବ ରିଲିଜ୍‌

ୱେବ୍ ସିରିଜ୍ ‘ମିର୍ଜାପୁର ୩’କୁ ପ୍ରଶଂସକମାନେ ବହୁତ ଦିନ ଧରି ଅପେକ୍ଷା କରିଛନ୍ତି । ଏଭଳି ପରିସ୍ଥିତିରେ ଫ୍ୟାନ୍ସଙ୍କ ଅପେକ୍ଷା ଖୁବ୍‌ ଶୀଘ୍ର ଶେଷ ହେବାକୁ ଯାଉଛି । ତେବେ ଫିଲ୍ମର ଫାଷ୍ଟ ଲୁକ୍ ପୋଷ୍ଟର ରିଲିଜ୍ ହୋଇଛି । ଏହି ପୋଷ୍ଟର ଦେଖିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଏହି ୱେବ୍ ସିରିଜ୍…

ବିବାହ ପରେ ପ୍ରଥମ ଥର ନଜର ଆସିଲେ କ୍ରିତି ଖରବନ୍ଦା, ଜିତିଲେ ଫ୍ୟାନ୍ସଙ୍କ ହୃଦୟ

ନିକଟରେ ପୁଲକିତ ସମ୍ରାଟ ଏବଂ କ୍ରିତି ଖରବନ୍ଦା ନିଜ ପରିବାର ଏବଂ ବନ୍ଧୁମାନଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ଦୁହେଁ ସେମାନଙ୍କର ୱେଡିଙ୍ଗ ଫଟୋ ମଧ୍ୟ ସେୟାର କରିଥିଲେ । ଏହି ଫଟୋଗୁଡ଼ିକରେ, କପଲଙ୍କ ମଙ୍ଗଲସୁତ୍ର ପିନ୍ଧେଇବାଠାରୁ ଆରମ୍ଭ କରି ବରମାଳା…

ବିବାହ ପରେ ରୋମାଣ୍ଟିକ ହନିମୁନ୍ ଏନ୍‌ଜଏ କରୁଛନ୍ତି ଅସ୍ମିତା ସୁଦ୍, ଭାଇରାଲ ହେଉଛି ଫଟୋ

ଟିଭି ଶୋ 'ବଦତମିଜ୍ ଦିଲ୍'ର ଅଭିନେତ୍ରୀ ଅସ୍ମିତା ସୁଦ ନିକଟରେ ତାଙ୍କର ଦୀର୍ଘ ଦିନର ପ୍ରେମିକ ସିଦ୍ଧ ମେହେଟ୍ଟାଙ୍କୁ ନିଜ ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଥିଲେ । ଏହି କପଲଙ୍କ ୱେଡିଙ୍ଗ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ବର୍ତ୍ତମାନ ଏହି ନବ ବିବାହିତ…

ଗିରଫ ଏଲଭିଶ ଯାଦବ ମାନିଲେ ସତ, ରେଭ୍‌ ପାର୍ଟିରେ ଯୋଗାଉଥିଲେ ସାପ ବିଷ

ବିଗ୍ ବସ୍ ଓଟିଟି ବିଜେତା ତଥା ଫେମସ୍‌ ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ, ନୋଏଡା ପୋଲିସ ଏଲଭିଶ ଯାଦବଙ୍କୁ ପାର୍ଟିରେ ସାପ ବିଷ ଯୋଗାଉଥିବା ମାମଲାରେ ଗତ କାଲି ଗିରଫ କରିଥିଲା । ଏହା ସହ ତାଙ୍କୁ କାଲି କୋର୍ଟରେ ମଧ୍ୟ ହାଜର…

ସୁଟିଂ ସେଟ୍‌ରେ ଜଳିଯାଇଥିଲ ସାରାଙ୍କ ପେଟ, ରାମ୍ପ ଓ୍ଵାକ୍‌ରେ ଫ୍ୟାନ୍ସ ଦେଖି ହେଲେ ଆଶ୍ଚର୍ଯ୍ୟ

ଫିଲ୍ମ ‘ମର୍ଡର ମୁବାରକ’ ରିଲିଜ ହେବା ପରେ ସାରା ଅଲି ଖାନ ଏଥର ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଅଭିନେତ୍ରୀ ସାରା ଅଲି ତାଙ୍କ ପର୍ସନାଲ ଲାଇଫ୍‌ ପାଇଁ ସର୍ବଦା ହେଡଲାଇନ୍ ରହିଥାନ୍ତି । କିନ୍ତୁ ଗତ କିଛି ମାସ ଧରି ସେ ତାଙ୍କ ପ୍ରଫେସ୍‌ନାଲ ଲାଇଫ୍‌ ପାଇଁ ଚର୍ଚ୍ଚାରେ ରହିଛନ୍ତି ।…