Below header
Browsing Tag

explosive

ମାଟିତଳେ ପୋତା ଯାଇଥିବା ବିପୁଳ ମାଓ ବିସ୍ଫୋରକ ଜବତ

କୋରାପୁଟ(କେନ୍ୟୁଜ) : ଆନ୍ଧ୍ର ଓ ମାଲକାନଗିରି ଜିଲ୍ଲା ସୀମାନ୍ତରୁ ବିପୁଳ ମାଓ ବିସ୍ଫୋରକ ଜବତ । ମାଛକୁଣ୍ଡ ଥାନା ଅଂଚଳର କୋଦାପୁଟ ଓ ଗୁମୁଡାପୁଟ ଜଙ୍ଗଲରୁ ଜବତ ହୋଇଛି ଏହି ବିସ୍ଫୋରକ । ଏସଓଜି ଜବାନ କମ୍ବିଙ୍ଗ ଅପରେସନ କଲାବେଳେ ମାଟିତଳେ ପୋତା ଯାଇଥିବା ବିସ୍ଫୋରକ ଠାବ କରିଥିଲେ । ଏହା…

ମାଟି ତଳୁ ବିପୁଳ ପରିମାଣ ବିସ୍ଫୋରକ ଜବତ

ଯାଜପୁର(କେନ୍ଯୁଜ୍): ମାଟି ତଳୁ ବିପୁଳ ପରିମାଣ ବିସ୍ଫୋରକ ଜବତ । ଯାଜପୁର ଚେଇଧରାସ୍ଥିତ ଗଙ୍ଗେଇ ଡୁବୁରୀ କଳାପଥର ଖଣି ନିକଟସ୍ଥ ଏକ ପଡ଼ିଆରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ବେଆଇନ ଭାବେ ମାଟି ତଳେ ବିସ୍ଫୋରକ ସାମଗ୍ରୀ ରଖାଯାଇଥିବା ଖବର ପାଇ ରାତିରେ ଧର୍ମଶାଳା ତହସିଲ…

BSF ଯବାନଙ୍କୁ ବଡ଼ ସଫଳତା: ମାଓବାଦୀମାନେ ଜଙ୍ଗଲ ଭିତରେ ଗର୍ତ୍ତ କରି ଡ୍ରମରେ ଲୁଚାଇ ରଖିଥିବା ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି: BSF ଯବାନଙ୍କୁ ବଡ଼ ସଫଳତା। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ପିପଲପଦର ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ଠାବ । ମାଓବାଦୀମାନେ ଜଙ୍ଗଲରେ ଏକ ବିରାଟ ଗର୍ତ୍ତ କରି ଡ୍ରମରେ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖିଥିଲେ । ଅପରେସନ ବେଳେ ବିଏସଏଫ ଯବାନ ଏହାକୁ ଠାବ କରିଥିଲେ ।…

ରାଉରକେଲା ପୋଲିସକୁ ସଫଳତା, ବିପୁଳ ପରିମାଣର ବିସ୍ଫୋରକ ବୋଝେଇ ପିକଅପ୍ ଭ୍ୟାନ ଜବତ

ରାଉରକେଲା କଲୁଙ୍ଗା ଶିଳ୍ପାଞ୍ଚଳରେ ଚାଞ୍ଚଲ୍ୟ । ୭୦ ପ୍ୟାକେଟ୍‌ ଆମୋନିୟମ ନାଇଟ୍ରେଟ, ୪୮୦୦ ଡିଟୋନେଟର, ୨୭୦୦ ଜେଲ ସୁପର ୯୦ ସହ ବିସ୍ଫୋରକ ବୋଝେଇ ପିକ୍‌ ଅପ୍‌ ଭ୍ୟାନ ଜବତ କରିଛି ବ୍ରାହ୍ମଣୀ ତରଙ୍ଗ ପୋଲିସ । ଘଟଣାରେ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏହାର ମୁଖ୍ୟ ଆସାମୀ ଆଲୋକ ସାମଲ ଫେରାର…