Below header

ରାଉରକେଲା ପୋଲିସକୁ ସଫଳତା, ବିପୁଳ ପରିମାଣର ବିସ୍ଫୋରକ ବୋଝେଇ ପିକଅପ୍ ଭ୍ୟାନ ଜବତ

ରାଉରକେଲା କଲୁଙ୍ଗା ଶିଳ୍ପାଞ୍ଚଳରେ ଚାଞ୍ଚଲ୍ୟ । ୭୦ ପ୍ୟାକେଟ୍‌ ଆମୋନିୟମ ନାଇଟ୍ରେଟ, ୪୮୦୦ ଡିଟୋନେଟର, ୨୭୦୦ ଜେଲ ସୁପର ୯୦ ସହ ବିସ୍ଫୋରକ ବୋଝେଇ ପିକ୍‌ ଅପ୍‌ ଭ୍ୟାନ ଜବତ କରିଛି ବ୍ରାହ୍ମଣୀ ତରଙ୍ଗ ପୋଲିସ । ଘଟଣାରେ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏହାର ମୁଖ୍ୟ ଆସାମୀ ଆଲୋକ ସାମଲ ଫେରାର ଅଛି । ଗିରଫ ମାନେ ହେଲେ ସୁରଜ ସାହୁ, ମାଧବ ପାତ୍ର, ଅନୀଲ ଠାକୁର ଓ ପ୍ରବୀଣ ଟାପୋ। ବିସ୍ଫୋରକ ସାମଗ୍ରୀଗୁଡ଼ିକ ଢେଙ୍କାନାଳରୁ କଲୁଙ୍ଗା ଆସୁଥିଲା। ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.