Below header
Browsing Tag

pickup van

ଓଡ଼ିଶା-ଛତିଶଗଡ଼ ସୀମାରେ ଯାଞ୍ଚ କଡ଼ାକଡ଼ି, ପିକଅପ୍ ଭ୍ୟାନରୁ ୩ ଲକ୍ଷରୁ ଅଧିକ ଟଙ୍କା ଜବତ

ନୂଆପଡ଼ା (କେନ୍ୟୁଜ): ଓଡ଼ିଶା-ଛତିଶଗଡ଼ ସୀମାରେ ଯାଞ୍ଚ କଡ଼ାକଡ଼ି ।  ଗୁରୁବାର ସଂଧ୍ୟାରେ ସୀମାନ୍ତରେ ଯାଞ୍ଚ ବେଳେ ଖରିଆର ରୋଡ ପୋଲିସ ୩ ଲକ୍ଷ ୬୯ ହଜାର ଟଙ୍କା ଜବତ କରିଛି ।  ଏହି ଟଙ୍କା ନୂଆପଡ଼ା ଅଞ୍ଚଳରୁ ରାୟପୁରକୁ ଏକ ପିକଅପ ଭ୍ୟାନରେ ଯାଉଥିଲା ।  ପିକଅପ୍ ଭ୍ୟାନର ମାଲିକ ମହମ୍ମଦ ଅକବର…

ପରିବା ମାର୍କେଟ ଉପରେ ମାଡ଼ିଗଲା ପିକଅପ୍‌ ଭ୍ୟାନ, ବ୍ୟବସାୟୀ ମୃତ

ଟିଟିଲାଗଡ଼: ପରିବା ମାର୍କେଟ ଉପରେ ମାଡ଼ିଗଲା ପିକଅପ୍‌ ଭ୍ୟାନ। ଫଳରେ ଘଟଣାସ୍ଥଳରେ ଜଣେ ପରିବା ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ବ୍ୟବସାୟୀ ଗୁରୁତର ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ଘର ଆଦିବାସୀପଡା ବୋଲି ଜଣାପଡିଛି।…

ମୋହନା: ପିକଅପ୍ ଭ୍ୟାନ୍ ଓଲଟି ୧୫ ଆହତ, ୩ ଗୁରୁତର

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ତାରିଣୀ ମନ୍ଦିର ସମ୍ମୁଖରେ ଏକ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ଦୁର୍ଘଟଣା ଗ୍ରସ୍ତ ହୋଇଛି l ଏହି ଦୁର୍ଘଟଣାରେ ଭ୍ୟାନରେ ଯାତ୍ରା କରୁଥିବା ୨୦ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଛନ୍ତି l ଆହତ ମାନଙ୍କୁ ପ୍ରଥମେ ମୋହନା ଗୋଷ୍ଠୀ…

ରାଉରକେଲା ପୋଲିସକୁ ସଫଳତା, ବିପୁଳ ପରିମାଣର ବିସ୍ଫୋରକ ବୋଝେଇ ପିକଅପ୍ ଭ୍ୟାନ ଜବତ

ରାଉରକେଲା କଲୁଙ୍ଗା ଶିଳ୍ପାଞ୍ଚଳରେ ଚାଞ୍ଚଲ୍ୟ । ୭୦ ପ୍ୟାକେଟ୍‌ ଆମୋନିୟମ ନାଇଟ୍ରେଟ, ୪୮୦୦ ଡିଟୋନେଟର, ୨୭୦୦ ଜେଲ ସୁପର ୯୦ ସହ ବିସ୍ଫୋରକ ବୋଝେଇ ପିକ୍‌ ଅପ୍‌ ଭ୍ୟାନ ଜବତ କରିଛି ବ୍ରାହ୍ମଣୀ ତରଙ୍ଗ ପୋଲିସ । ଘଟଣାରେ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏହାର ମୁଖ୍ୟ ଆସାମୀ ଆଲୋକ ସାମଲ ଫେରାର…

ସୋର: ମୋବଇଲ ଟାଓ୍ଵାର ବ୍ୟାଟେରୀ ଚୋରି କରୁଥିଲା ପିକଅପ୍‌ ଭ୍ୟାନ, କାବୁ କରି ପୋଲିସର ଜିମା ଦେଲେ ଲୋକେ

ସୋର: ସିମୁଳିଆ ଥାନା ମଇତାପୁର ଗ୍ରାମରେ ଥିବା ମୋବାଇଲ ଫୋନ ଟାଓ୍ଵାରରୁ ବ୍ୟାଟେରୀ ଚୋରି କରୁଥିବା ପିକଅପ୍‌ ଭ୍ୟାନ ଜବତ।ଚମ୍ପଟ ମାରୁଥିବା ବେଳେ ସ୍ଥାନୀୟ ଲୋକ କାବୁ କରିଥିଲେ । ପରେ କାବୁ କରିଥିବା ଲୋକମାନେ ପିକଅପ୍‌ ଭ୍ୟାନ ଚାଳକକୁ ପୋଲିସର ଜିମା ଦେଇଥିଲେ। ଅଭିଯୁକ୍ତ ନିକଟରୁ ପୋଲିସ ୨୪ଟି…