Browsing Tag

extortion money case

ଭୁବନେଶ୍ବରର ସିଆରପି ଛକରେ ଦାଦାବଟିକୁ ନେଇ ବୁଲିଲା ଖଣ୍ଡା, ୫ ଜଣ ରକ୍ତାତ

କେନ୍ୟୁଜ୍(ବ୍ୟୁରୋ): ଦିନକୁ ଦିନ ରାଜଧାନୀରେ ବଢିବାରେ ଲାଗିଛି ଅପରାଧ। ଛକରେ ଛକରେ ଏବେ ବୁଲୁଛି ଛୁରୀ। ଗଳି ଗଳିରେ ଜାତ ହେଲେ ହେଲେଣି ଗୁଣ୍ଡା। ଯାହାକୁ  ନେଇ ରାଜଧାନୀବାସୀ ଏବେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଆଜି ପୁଣି ଭୁବନେଶ୍ବରର ସିଆରପି  ଛକରେ ଦାଦାବଟିକୁ କେନ୍ଦ୍ର କରି ଉତ୍ତେଜନା…

ଏହି ସାଉଥ ଅଭିନେତ୍ରୀଙ୍କୁ ଧମକାଇ କରୁଥିଲେ ବ୍ଲାକମେଲ, ଏବେ ପୋଲିସ ହାତରେ ଧରାପଡିଲେ

ସାଉଥ ଅଭିନେତ୍ରୀ ଶାମନା କାସିମଙ୍କୁ ଅନେକ ଦିନରୁ ଧମକ ମିଳିବା ସହିତ ବ୍ଲାକମେଲ ହେଉଥିବା ନେଇ ଶାମନାଙ୍କ ପିତା ଥାନାରେ ଅଭିଯୋଗ କରିଥିଲେ। ଖବର ମୁତାବକ, ମାରଡୁ ପୋଲିସ ଥାନାରେ ଅଭିଯୋଗ ହେବା ପରେ ମାମଲାର ତଦନ୍ତ ହୋଇ କେରଳ ପୋଲିସ ୪ ଜଣକୁ ଗିରଫ କରିଛି। ପୋଲିସ ଅଧିକାରୀଙ୍କ…