ଭୁବନେଶ୍ବରର ସିଆରପି ଛକରେ ଦାଦାବଟିକୁ ନେଇ ବୁଲିଲା ଖଣ୍ଡା, ୫ ଜଣ ରକ୍ତାତ

କେନ୍ୟୁଜ୍(ବ୍ୟୁରୋ): ଦିନକୁ ଦିନ ରାଜଧାନୀରେ ବଢିବାରେ ଲାଗିଛି ଅପରାଧ। ଛକରେ ଛକରେ ଏବେ ବୁଲୁଛି ଛୁରୀ। ଗଳି ଗଳିରେ ଜାତ ହେଲେ ହେଲେଣି ଗୁଣ୍ଡା। ଯାହାକୁ  ନେଇ ରାଜଧାନୀବାସୀ ଏବେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଆଜି ପୁଣି ଭୁବନେଶ୍ବରର ସିଆରପି  ଛକରେ ଦାଦାବଟିକୁ କେନ୍ଦ୍ର କରି ଉତ୍ତେଜନା ହୋଇଛି ।

ହମ୍‌ତୁମ୍‌ ପୂଜା କମିଟିର ୫ ଜଣଙ୍କୁ ଖଣ୍ଡାରେ ଆକ୍ରମଣ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି ।  ମାରଣାସ୍ତ୍ର ଧରି ୨୫ରୁ ଊର୍ଦ୍ଧ୍ୱ ଲୋକ ଆକ୍ରମଣ କରିଥିବା ନେଇ ଥାନାରେ  ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.