Browsing Tag

eye problem

ଆଖି ସମସ୍ୟା ହେଉଛି କି? ଆପଣାନ୍ତୁ ଏହି ଟିପ୍ସ

ଅନେକ ପ୍ରକାରର ରୋଗ ରହୁଛି । ଯାହାକୁ ନେଇ ଲୋକେ ବହୁ ଚିନ୍ତାରେ ରହୁଛନ୍ତି । କିଛି କିଛି ଲୋକେ ରୋଗକୁ ନେଇ ଭାଙ୍ଗି ମଧ୍ୟ ପଡିଥାନ୍ତି । କାହିଁକି ନା ଶରୀରରେ କିଛି ବି ଛୋଟ ଅସୁବିଧା ହେଲେ ମଧ୍ୟ ଆମେ ଦୁର୍ବଳ ହୋଇପଡନ୍ତି । ଏପରି ପରିସ୍ଥିତିରେ ଅନେକ ଉପଚାରକୁ ଗ୍ରହଣ କରିବାକୁ ପଡେ ।…

ଶାହରୁଖଙ୍କ ଆଖିରେ ସମସ୍ୟା, ମୁମ୍ବାଇରେ ହୋଇପାରିଲାନି ଚିକିତ୍ସା, ଗଲେ ଆମେରିକା

ବଲିଉଡର କିଙ୍ଗଖାନ ଅର୍ଥାତ୍‌ ଶାହରୁଖ ଖାନ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଆଖିରେ କିଛି ସମସ୍ୟା ଦେଖାଦେଇଥିବାରୁ ମୁମ୍ବାଇରେ ଚିକିତ୍ସିତ ହେଉଥିଲେ । ହେଲେ ସେଠାରେ ମଧ୍ୟ ଚିକିତ୍ସା ସମୟରେ ସମସ୍ୟା ଉପୁଜିବାରୁ ଶାହରୁଖ ୟୁଏଏସ ଗସ୍ତ କରିଛନ୍ତି । ଗତ କିଛିଦିନ ତଳେ ଶାହରୁଖ…

ଆଖି ପାଇଁ କେତେ କ୍ଷତିକାରକ ବାୟୁ ପ୍ରଦୂଷଣ, ଜାଣନ୍ତୁ ଏହି ସମସ୍ୟାରୁ କିପରି ପାଇବେ ମୁକ୍ତି

(କେନ୍ୟୁଜ ବ୍ୟୁରୋ): ଆମେ ନିଶ୍ୱାସ ପ୍ରଶ୍ୱାସରେ ନେଉଥିବା ବାୟୁ ଆମ ଶରୀରର ଫୁସଫୁସ ଏବଂ ଶ୍ୱାସକ୍ରିୟାରେ ବାଧା ସୃଷ୍ଟି କରିଥାଏ । ଏହା ବ୍ୟତୀତ ଆଖି ଏବଂ ଶରୀରର ସମସ୍ତ ଅଙ୍ଗକୁ କ୍ଷତି ପହଞ୍ଚାଇଥାଏ । ଆରାମଦାୟକ ଏବଂ ଭଲ ଦୃଷ୍ଟି ଶକ୍ତି ପାଇଁ ଆଖିର ବହୁତ ମହତ୍ତ୍ୱ ରହିଛି । ଆଖିରେ ଥିବା…

ଆଖି ନାଲି ପଡିଲେ ତୁରନ୍ତ କରନ୍ତୁ ଡାକ୍ତରଙ୍କ ସହ ପରାମର୍ଶ, ନଚେତ୍ ହୋଇପାରେ ବଡ଼ ସମସ୍ୟା

ବର୍ଷା ଋତୁ ଆସିଲେ ସବୁଠୁ ଅଧିକ ସମସ୍ୟା ଆଖି ପାଇଁ ହୋଇଥାଏ । ଏହିଦିନ ଆଖି ସଂକ୍ରମଣ ହେବାର ଆଶଙ୍କା ବଢ଼ିଯାଏ । ଖାସ କରି ବର୍ଷର ଏହି ସମୟରେ ଆଖି ସଂକ୍ରମିତ ହେବାର ଭୟ ରହିଥାଏ । ଡାକ୍ତରଙ୍କ କହିବା ଅନୁଯାୟୀ, ଏହି ସମୟରେ ଅଧିକ ମାମଲା Conjunctivitisର ଆସିଥାଏ । ଏହି ସମସ୍ୟାରେ ଆଖି ନାଲି…

ଆଖିର ଥକାପଣ ଦୂର କରେ ଗୋଲାପ ଜଳ, ଏହିପରି କରନ୍ତୁ ବ୍ୟବହାର

ସାଧାରଣତଃ ଲକ୍ଡାଉନ୍ ଚାଲିଥିବାରୁ ଅଧିକାଂଶ ଲୋକ ନିଜ ଘରୁ କାମ କରୁଛନ୍ତି ଯେଉଁଥିପାଇଁ ବର୍ତ୍ତମାନ କାର୍ଯ୍ୟ କରିବାର ସମୟ ମଧ୍ୟ ବୃଦ୍ଧି ପାଇଛି । ଏହା କେବଳ ଆପଣଙ୍କ ସମଗ୍ର ସ୍ୱାସ୍ଥ୍ୟ ଉପରେ ନୁହେଁ ବରଂ ଏହା ଆପଣଙ୍କ ସୂକ୍ଷ୍ମ ଆଖିକୁ ମଧ୍ୟ ପ୍ରଭାବିତ କରିଥାଏ । ଘରୁ କାମ କରିବା ସମୟରେ…

ଆଖି ଜ୍ୱଳନ ଏବଂ ଫୁଲିବା ସମସ୍ୟାରୁ ମୁକ୍ତି ଦେବ ଏହିସବୁ ଦେଶୀ ଉପାୟ

ବର୍ତ୍ତମାନ ସମଗ୍ର ଦେଶରେ ଲକଡାଉନ ଚାଲିଛି। ଏହି ସମୟରେ ଆପଣମାନେ ଘରେ ବସି ଟିଭି, ମୋବାଇଲ, ଲାପଟପ ଇତ୍ୟାଦି ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି। ଏପରି ବହୁତ ସମୟ ଏହିସବୁ ବୈଦ୍ୟୁତିକ ଉପକରଣ ସାମ୍ନାରେ ବସିବା ଦ୍ୱାରା ଆଖି ପୋଡାଜଳା କିମ୍ବା ଫୁଲିବା ସମସ୍ୟା ଦେଖାଦେଇଥାଏ। ଏଥିପାଇଁ ଆପଣ…