Below header
Browsing Tag

fake certificate racket

ସମ୍ବଲପୁରକୁ ଲମ୍ବିଛି ନକଲି ସାର୍ଟିଫିକେଟ ଚେର, ୬ ଜଣ ଆଶାୟୀ ନାଁରେ ଅଭିଯୋଗ

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁରକୁ ଲମ୍ବିଛି ଫେକ ସାର୍ଟିଫିକେଟ ଚେର। ୬ ଜଣ ଚାକିରି ଆଶାୟୀଙ୍କ ନାଁରେ ଏତଲା ଦେଲା ସମ୍ବଲପୁର ଡାକ ବିଭାଗ । ଏନେଇ ଜଣଙ୍କ ନାଁରେ ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ସୂଚନା ଅନୁସାରେ ସମ୍ବଲପୁର ଡାକ ବିଭାଗରେ ବାହାରିଥିବା ୯୬ଟି ପଦବୀ ପାଇଁ ଅନେକ ଆଶାୟୀ…

ବଲାଙ୍ଗିର ଜାଲ ସାର୍ଟିଫିକେଟ ରାକେଟ: ମୁଖ୍ୟ ଅଭିଯୁକ୍ତଙ୍କ ସହ ୪ଜଣଙ୍କୁ ୩ ଦିନିଆରେ ରିମାଣ୍ଡରେ ନେଇ ଜେରା କରିବ…

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିରରେ କିପରି ଚାଲିଥିଲା ଜାଲ ସାର୍ଟିଫିକେଟ ରାକେଟ । ଏସବୁ ଘଟଣାକୁ ଗୋଟି ଗୋଟି କରି କହିବେ ଅଭିଯୁକ୍ତ । ବଲାଙ୍ଗିର ଜାଲ ସାର୍ଟିଫିକେଟ ରାକେଟର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଚାରି ଜଣଙ୍କୁ ଆଜି ଠାରୁ ରିମାଣ୍ଡରେ ଆଣୁଛି କ୍ରାଇମବ୍ରାଞ୍ଚ । ଚାରିଜଣ ଅଭିଯୁକ୍ତଙ୍କୁ…

ସାର୍ଟିଫିକେଟ ମାମଲାରେ ଖୋଲୁଛି ଗୁମର, ବିଭିନ୍ନ କୋଚିଂ ସେଣ୍ଟରରେ ଚଢଉ ଜାରି

ବଲାଙ୍ଗିର(କେନ୍ୟୁଜ) : ବଲାଙ୍ଗିରରେ ଜାଲ ସାର୍ଟିଫିକେଟ ମାମଲାରେ ଖୋଲୁଛି ଗୁମର। ଜାଲ୍‌ ସାର୍ଟିଫିକେଟ ପ୍ରସ୍ତୁତ ହେଉଥିବା ବିଭିନ୍ନ କୋଚିଂ ସେଣ୍ଟରରେ ଚଢଉ ଜାରି ରଖିଛି ପୋଲିସର ସ୍ୱତନ୍ତ୍ର ଟିମ୍‌। ଶାନ୍ତିପଡ଼ାରେ ଥିବା କମ୍ପ ଭାଇ ଭୋକେସନାଲ ଟ୍ରେନିଂ ଇନଷ୍ଟିଚ୍ୟୁଟରେ ପୋଲିସ ଚଢଉ କରି ବହୁ…

ନକଲି ସାର୍ଟିଫିକେଟରେ ଅସଲି ଚାକିରି ଘଟଣା: ବଲାଙ୍ଗୀରି କୋଚିଂ ସେଣ୍ଟରେ ଚଢ଼ାଉ, ୮ ଅଭିଯୁକ୍ତ ଗିରଫ

ବଲାଙ୍ଗୀରି (କେନ୍ୟୁଜ): ନକଲି ସାର୍ଟିଫିକେଟର ଗୁମର ଖୋଲିଲା ପୋଲିସ। ବଲାଙ୍ଗୀର ପୋଷ୍ଟାଲ ଚାକିରି ପାଇଁ ଜାଲ ସାର୍ଟିଫିକେଟ ଦେଇ ଚାକିରି ଆବେଦନ ଅଭିଯୋଗ ଘଟଣା । ୮ ଜଣ ଅଭିଯୁକ୍ତ ଙ୍କୁ ଅଟକ ରଖିଲା ବଲାଙ୍ଗୀର ଟାଉନ ପୋଲିସ । ଵଲାଙ୍ଗିର କଲେଜ ଛକ ରେ ଥିବା କୋଚିଂ ସେଣ୍ଟରେ ପୋଲିସର ଚଢ଼ାଉ ।…

ନକଲି ସାର୍ଟିଫିକେଟ ତିଆରି ଅଭିଯୋଗରେ ରାଉରକେଲା ବାସନ୍ତୀ କଲୋନୀର ଏକ କମ୍ପ୍ୟୁଟର ଦୋକାନ ଉପରେ ଚଢାଉ

ରାଉଲକେଲା(କେନ୍ଯୁଜ୍): ନକଲି ଡିଏଲ, ଆଧାର କାର୍ଡ, ଭୋଟର କାର୍ଡ ଓ ମାଟ୍ରିକ ସାର୍ଟିଫିକେଟ ତିଆରି ଅଭିଯୋଗରେ ରାଉରକେଲାର ବାସନ୍ତୀ କଲୋନୀର ଏକ କମ୍ପ୍ୟୁଟର ଦୋକାନ ଉପରେ ଚଢାଉ । ଉଦିତନଗର ଥାନା ପୋଲିସ ଚଢାଉ କରିଥିଲା । ଚଢାଉରେ ବହୁ ପରିମାଣର ନକଲି ଡିଏଲ, ନକଲି ଆଧାର କାର୍ଡ, ନକଲି ଭୋଟର…

ଜାଲ ସାର୍ଟିଫିକେଟ୍‌ରେ ଚାକିରି କରିଥିବା ୨ ନକଲି ଶିକ୍ଷକଙ୍କୁ ଗିରଫ କଲା ଆସିକା ପୋଲିସ, ରାକେଟରେ ସମ୍ପୃକ୍ତ ତିନି…

ଗଞ୍ଜାମ: ଜାଲ ସାର୍ଟିଫିକେଟ୍‌ରେ ଚାକିରି କରିଥିବା ଶିକ୍ଷକ ଗିରଫ । ଦୁଇ ଜଣ ନକଲି ଶିକ୍ଷକଙ୍କୁ ଗିରଫ କରିଛି ଗଞ୍ଜାମ ଜିଲ୍ଲା ଆସିକା ପୋଲିସ । ଏହା ସହ ଜାଲ୍‌ ସାର୍ଟିଫିକେଟ୍‌ ତିଆରି କରୁଥିବା ରାକେଟ୍‌ ୩ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତ ହେଲେ ଆସିକା ମଣ୍ଟାପଡ଼ା ହାଇସ୍କୁଲର…

ଜାଲ୍‌ ସାର୍ଟିଫିକେଟ୍‌ ର‍୍ୟାକେଟର ପର୍ଦ୍ଦାଫାସ, ୫ ଜଣଙ୍କୁ ଗିରଫ କଲା ଗଞ୍ଜାମ ପୋଲିସ

ଗଞ୍ଜାମ: ଜାଲ୍‌ ସାର୍ଟିଫିକେଟ୍‌ ର‍୍ୟାକେଟର ପର୍ଦ୍ଦାଫାସ । ୫ ଜଣଙ୍କୁ ଗିରଫ କରିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ପୋଲିସ । ଗିରଫଙ୍କ ମଧ୍ୟରେ ଅଛନ୍ତି ଜାଲ୍‌ ସାର୍ଟିଫିକେଟ ଦାଖଲ କରି ଚାକିରି କରିଥିବା ଦୁଇ ଜଣ ଶିକ୍ଷକ । ଏମାନଙ୍କ ସହ ନକଲି ସାର୍ଟିଫିକେଟ୍‌ ତିଆରି ର‍୍ୟାକେଟ୍‌ର…