Browsing Tag

fake note

ଆର୍‌ବିଆଇ ଜାରି କଲା ୧୦୦୦ ଟଙ୍କିଆ ନୋଟ୍‌! ଜାଣନ୍ତୁ ଏହି ଫଟୋ ପଛରେ କ’ଣ ରହିଛି ପ୍ରକୃତ ସତ

୧୦୦୦ ଟଙ୍କିଆ ନୂଆ ନୋଟ୍‌ର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଏହି ନୋଟ୍‌ ବିଷୟରେ କୁହାଯାଉଛି, ଆଜି ଆର୍‌ବିଆଇ ଏହି ୧୦୦୦ ଟଙ୍କିଆ ନୂଆ ନୋଟ୍‌ ଜାରି କରିଛି। ତେଣୁ ଏହି ଫଟୋଗୁଡ଼ିକୁ ଫେସ୍‌ବୁକ, ଟୁଇଟର ଏବଂ ହ୍ଵାଟସ୍‌ଆପରେ ବ୍ୟାପକ ରୂପେ ଶେୟାର…

ଲକ୍ଷାଧିକ ଟଙ୍କାର ଜାଲ ନୋଟ ଜବତ, ୧୧୫ଟି ନକଲି ୨ହଜାର ଟଙ୍କାର ନୋଟ ଜଣେ ଗିରଫ

ରାୟଗଡ଼ା (କେନ୍ୟୁଜ୍) : ଲକ୍ଷାଧିକ ଟଙ୍କାର ଜାଲ ନୋଟ ଜବତ। ରାୟଗଡ଼ା ଜିଲ୍ଲା ଟିକିରି ଥାନା ପୋଲିସ ଜାଲ ନୋଟ ଜବତ କରିବା ସହ ଏଥିରେ ସଂପୃକ୍ତ ଜଣକୁ ପୋଲିସ ଗିରଫ କରିଛି। ଗିରଫ ଜଣକ ହରିଜନ ସାହିର ଦେବଜାହାନ ନାୟକ। ତା ଠାରୁ ପୋଲିସ ୧୧୫ଟି ନକଲି ୨ହଜାର ଟଙ୍କାର ନୋଟ ଜବତ କରାଯାଇଛି। ଦୀର୍ଘ ଦିନ…

ବଢୁଛି ନକଲି ନୋଟର କାରବାର, କରଞ୍ଜିଆରେ ଅଢେଇ ଲକ୍ଷ ଟଙ୍କାର ନକଲି ନୋଟ୍‌ ଜବତ, ୪ ଗିରଫ

କରଞ୍ଜିଆ(କେନ୍ୟୁଜ୍): କରଞ୍ଜିଆରେ ଅଢେଇ ଲକ୍ଷ ଟଙ୍କାର ନକଲି ନୋଟ୍‌ ଜବତ । ୪ ଜଣ ଗିରଫ । ପୋଲିସ ୧୨ଟି ୨୦୦୦ ଟଙ୍କିଆ ନୋଟ୍‌ ଓ ୧୧ ଖଣ୍ଡ ୫୦୦ ଟଙ୍କିଆ ନୋଟ୍‌ ଜବତ କରିଛି । ବାଦାମ ପାହାଡ ଥାନା ଅଞ୍ଚଳରେ ମୋବାଇଲ ଟାଓ୍ଵାର ବସାଇବାକୁ କହି ଠକିବା ମାମଲାରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ…

ଏବେ ନକଲି ନୋଟ ଚିହ୍ନଟ କରିବ ଏହି ସ୍ମାର୍ଟଫୋନ ଆପ୍

ନୂଆଦିଲ୍ଲୀ : ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ହୋଇଥିବା ବିମୁଦ୍ରାକରଣକୁ ବର୍ତ୍ତମାନ ପ୍ରାୟ ଅଢ଼େଇ ବର୍ଷ ପୁରି ଗଲାଣି। ସେବେଠାରୁ ବର୍ତ୍ତମାନ ପର‌୍ୟ୍ୟନ୍ତ ବଜାରକୁ ୫୦,୧୦୦, ୨୦୦, ୫୦୦ ଏବଂ ୨୦୦୦ ଟଙ୍କାର ବିଭିନ୍ନ ନୂଆ ନୋଟ ଆସିସାରିଛି। ତେବେ ନୁଆ ନୋଟ ଆସିବା ସହ…

ଯାଜପୁରରେ ନକଲି ନୋଟ୍ କାରବାର ଘଟଣା: ଅଭିଯୁକ୍ତ ଲୁସିଙ୍କ ସହ ବିଜେପି ନେତ୍ରୀଙ୍କ ଲିଙ୍କ୍ ଅଭିଯୋଗ

ଯାଜପୁର(କେନ୍ଯୁଜ୍) : ଯାଜପୁରରେ ନକଲି ନୋଟ୍ କାରବାର ଘଟଣାରେ ଆରମ୍ଭ ହୋଇଛି ଖୋଳତାଡ଼ । ଏଥିରେ କାହର ରହିଛି ସଂପୃକ୍ତି ? ଏହା ପଛରେ କିଛି ରାକେଟ୍ କାମ କରୁଛି କି ? ଏମିତି କିଛି ପ୍ରଶ୍ନର ପୋଲିସ ଉତ୍ତର ଖୋଜୁଥିବା ବେଳେ ବିଜେପି ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ଘଟଣାରେ ଗିରଫ ହୋଇଥିବା…

ସାବଧାନ ! ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏଟିଏମ୍‌ରୁ ବାହାରୁଛି ଜାଲ୍ ନୋଟ

 ମୟୂରଭଞ୍ଜ(କେନ୍ୟୁଜ୍) : ବ୍ୟାଙ୍କ ଏଟିଏମ୍‌ରୁ ବାହାରୁଛି ଜାଲ ନୋଟ । ମୟୂରଭଞ୍ଜ ଜିଲ୍ଲା ମରୋଡାବଜାରରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏଟିଏମରୁ ଜାଲ ନୋଟ ବାହାରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଜଣେ ଯୁବକ ଏଟିଏମ୍‌ରୁ ୫୦୦ ଟଙ୍କା ବାହାର କଲା ପରେ ତାହା ଜାଲ ନୋଟ୍‌ ବୋଲି…

ରାଜଧାନୀରେ ଲକ୍ଷାଧିକ ଟଙ୍କାର ଜାଲ୍ ନୋଟ୍ ଜବତ

ଭୁବନେଶ୍ବର: ଲକ୍ଷାଧିକ ଟଙ୍କାର ଜାଲ୍ ନୋଟ୍ ଜବତ। ମୋଟ୍ ୪ ଲକ୍ଷ ୬୫ ହଜାର ଟଙ୍କାର ଜାଲ୍ ନୋଟ୍। ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଥାନା ଅଞ୍ଚଳରୁ କମିଶନରେଟ୍ ପୋଲିସର କୁଇକ୍ ଆକସନ୍ ଟିମ୍ ଏହି ଜାଲ୍ ନୋଟ୍ ସହ ନୋଟ୍ ଛାପିବାର ସରଞ୍ଜାମ ଜବତ କରିଛି। ୧୬ ନମ୍ବର ଜାତୀୟ ରାଜପଥ ନିକଟ ମହୁରା ବଜାର ଛକ…